Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଯଦି ପୃଥିବୀରୁ ଲୋପ ପାଇ ଯାଆନ୍ତି ମଣିଷ ଜାତି….

ଭୁବନେଶ୍ବର: କେବେ ଆପଣ ଭାବିଛନ୍ତି କି? ଯଦି ପୃଥିବୀରେ ମଣିଷ ହିଁ ନ ରହେ..ପରିବର୍ତ୍ତିତ ଜଳବାୟୁ ଏବଂ ବାରମ୍ବାର ବିଶ୍ବ ଯୁଦ୍ଧ ଯଦି ପୃଥିବୀରୁ ମଣିଷର ଚିହ୍ନ ଲିଭାଇ ଦିଏ? ତାହାଲେ କ’ଣ ହେବ? ମଣିଷ ପରେ କିଏ ପୃଥିବୀରେ ରାଜ୍ କରିବ? ଏମିତି କିଛି ପ୍ରଶ୍ନର ଏବେ ଉତ୍ତର ଖୋଜି ବାହାର…

ପୁଣି ରାଜଧାନୀରେ ଲଜ୍ଜା: ୭ ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ଦିନକୁ ଦିନକୁ ଅସୁରିକ୍ଷିତ ହେବାରେ ଲାଗିଛି ସ୍ମାର୍ଟ ସିଟି ଭୁବନେଶ୍ବର । ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଲିଙ୍ଗରାଜ ଥାନା ଅଞ୍ଚଳରେ ୭ ବର୍ଷୀୟ ଝିଅକୁ ଅପହରଣ ପରେ ଦୁଷ୍କର୍ମ ନେଇ ଥାନାରେ ଏତଲା ହୋଇଥିବା ବେଳେ ଏନେଇ ଅଧିକ ତଦନ୍ତ କରୁଛି ପୋଲିସ୍ ।…

ପ୍ରଖ୍ୟାତ ବୋଲର ମହମ୍ମଦ ଶାମିଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ୍ ବୋଲରମାନଙ୍କ ମଧ୍ୟରୁ ମହମ୍ମଦ ଶାମି ଅନ୍ୟତମ । ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ରୁ ଅଧିକ ୱିକେଟ୍ ନେଇଛନ୍ତି ଏବଂ ଆହତ ପରେ ଫେରିବା କାରଣରୁ ସେ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ବର୍ତ୍ତମାନ ସେ ଏବେ ତାଙ୍କ ବୟସକୁ ନେଇ ଠକେଇ କରିଥିବା ଗୁଜବକୁ ନେଇ…

ଡିବ୍ରୁଗଡ଼-କନ୍ୟାକୁମାରୀ ଏକ୍ସପ୍ରେସରେ ନିଆଁ, ଟଳିଲା ବଡ ବିପଦ

ଭଦ୍ରକ: ଡିବ୍ରୁଗଡ଼-କନ୍ୟାକୁମାରୀ ଏକ୍ସପ୍ରେସ ଟ୍ରେନରେ ନିଆଁ । ଭଦ୍ରକର ରମ୍ଭିଳା ନିକଟରେ ଡିବ୍ରୁଗଡ଼-କନ୍ୟାକୁମାରୀ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି । ବ୍ରେକ ବାଇଣ୍ଡିଂରେ ନିଆଁ ଲାଗି ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ତେବେ ସୂଚନା…

ରାଜଧାନୀ ଦିଲ୍ଲୀରୁ ୯୦୦ କୋଟି ଟଙ୍କା ମୂଲ୍ୟର କୋକେନ ଜବତ

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀରୁ ବହୁ ପରିମାଣର କୋକେନ ଜବତ ହୋଇଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁର(ଏନସିବି) ଏହାକୁ ଜବତ କରିଛି । ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗୁରଫ କରାଯାଇଛି । ଉଭୟ ଅଭିଯୁକ୍ତ ଦିଲ୍ଲୀର ସୋନିପତ ଅଞ୍ଚଳର ବୋଲି ଜଣାପଡିଛି । ଖବର ମୁତାବକ, ଏନସିବି ଶୁକ୍ରବାର…

କଟକ ଓ ସମ୍ବଲପୁରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

କଟକ: ସମ୍ବଲପୁର ଓ କଟକରେ ହେବ ମହାନଦୀ ରିଭର ଫ୍ରଣ୍ଟ । ଏହା ସାବରମତୀ ରିଭର ଫ୍ରଣ୍ଟ ଭଳି ହେବ । ଦୁଇଟି ପ୍ରକଳ୍ପ ପାଇଁ ୨ ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଐତିହାସିକ ବାଲି ଯାତ୍ରାକୁ ଉଦଘାଟନ ସମୟରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଭୁଵନେଶ୍ବର ମେଟ୍ରୋ ରେଳ…

ପାକିସ୍ତାନରେ ହିନ୍ଦୁ ତୀର୍ଥଯାତ୍ରୀଙ୍କୁ ଗୁଳିକରି ହତ୍ୟା

ଲାହୋର: ପାକିସ୍ତାନର ନନକାନା ସାହିବ ଠାରେ ଜଣେ ହିନ୍ଦୁ ତୀର୍ଥଯାତ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । କୁହାଯାଉଛି ଯେ ବ୍ୟକ୍ତି ଜଣକ ଗୁରୁ ନାନକ ଦେବଙ୍କ ୫୫୫ ତମ ପ୍ରକାଶ ପର୍ବ ଉତ୍ସବରେ ଭାଗ ନେବାକୁ ଯାଉଥିଲେ । ଏହି ସମୟରେ କିଛି ଦୁର୍ବୁତ୍ତ ହିନ୍ଦୁ ତୀର୍ଥଯାତ୍ରୀଙ୍କୁ ଦୁର୍ବୁତ୍ତମାନେ…

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର; ଭୁବନେଶ୍ୱର-ଝାରସୁଗୁଡାରୁ ଏହି ସହରକୁ ଆରମ୍ଭ ହେବ ବିମାନ ସେବା

ଭୁବନେଶ୍ୱର: ଯୋଗାଯୋଗ ବ୍ୟବସ୍ଥା କୁ ଆହୁରି ସୁଦୃଢ଼ କରିବାକୁ ରାଜ୍ୟ ସରକାର ନୂଆ ପଦକ୍ଷେପ ନେଉଛନ୍ତି । ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦରରୁ ଦେଶର ଆହୁରି ଅଧିକ ସହରକୁ ସିଧାସଳଖ ବିମାନ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି । ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ…

ମେଡିକାଲ କଲେଜରେ ଅଘଟଣ: ଜୀଅନ୍ତା ଜଳିଗଲେ ୧୦ ନବଜାତ

ଝାନ୍ସୀ: ଝାନ୍ସୀର ରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜରେ ଅଘଟଣ । ମେଡିକାଲରେ ନିଆଁ ଲାଗି ୧୦ ନବଜାତ ଜୀବନ୍ତ ଦଗ୍ଧ । ନିଆଁ କବଳରୁ ପ୍ରାୟ ୩୫ ଜଣ ନବଜାତଙ୍କୁ ଉଦ୍ଧାର କରାଯାଇ ଅନ୍ୟତ୍ର ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ମେଡିକାଲ୍‌ର ଏନଆଇସିୟୁରେ ଲାଗିଥିଲା ନିଆଁ । ତେବେ…

ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ ଉପରେ ଥିବା କଟକଣା ଅବଧି ୬ମାସକୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଯେଭଳି ପ୍ରଭାବିତ ନହେବ ସେଥିପାଇଁ ଜରୁରୀକାଳୀନ ମେଡିକାଲ ସେବା ଯୋଗାଉଥିବା ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ଆନ୍ଦୋଳନ ଉପରେ ଥିବା କଟକଣା ଅବଧିକୁ ବୃଦ୍ଧି କରାଯାଇଛି । ଆଉ ୬ ମାସ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଗୃହ ବିଭାଗ ପକ୍ଷରୁ…