Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମୋହନ ସରକାର ଆଣୁଛନ୍ତି ପ୍ରଦୂଷଣ ନିରୋଧ ନିୟମ, ପାଉଁଶ ଡମ୍ପିଂ ପାଇଁ କଡା କଟକଣା

ଭୁବନେଶ୍ଵର: ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି।  ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଉତ୍ତରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟରେ ଏକ  ବୈଠକ ଅନୁଷ୍ଠିତ ହୋଇଛି। ମାସେ ମଧ୍ୟରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ନେଇ ବୈଠକରେ ଆଲୋଚନା…

ପିକ୍‌ଅପ୍‌ – କଣ୍ଟେନର ଧକ୍କା ; ୨ ମୃତ, ୩ ଗୁରୁତର

ସମ୍ବଲପୁର : ସମ୍ବଲପୁରରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଅଘଟଣରେ ୨ ଜଣ ପ୍ରାଣ ହରାଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସମ୍ବଲପୁର ସଦର ଥାନା ଅନ୍ତର୍ଗତ କୁଦପାଲି ନିକଟରେ ଆଜି ସନ୍ଧ୍ୟାରେ ଏକ ପିକ୍‌ଭ୍ୟାନ୍‌କୁ ଏକ କଣ୍ଟେନର ପଛରୁ ଧକ୍କା ଦେବାରୁ ୨ ଜଣ ଶ୍ରମିକଙ୍କ…

ଆତଙ୍କବାଦୀ-ସେନା ଗୁଳି ବିନିମୟ: ସେନା ଅଧିକାରୀ ସହିଦ, ୩ ପାରା କମାଣ୍ଡୋ ଆହତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର କିସ୍ତୱାରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ସମୟରେ ଜଣେ ସେନା ଅଧିକାରୀ ସହିଦ ହୋଇଛନ୍ତି। ସେହିପରି ଗୁଳି ମାଡ଼ରେ ଆଉ ୩ ଜଣ ପାରା କମାଣ୍ଡୋ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର…

ଅବସର ପରେ କ’ଣ କରିବେ ଡି.ୱାଇ ଚନ୍ଦ୍ରଚୂଡ଼… 

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ନଭେମ୍ବର ୧୦ରେ ଅବସର ନେଇଛନ୍ତି। ନଭେମ୍ବର ୧୧ରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଦେଶର ୫୧ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ। ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ବୁଲଡୋଜର ଉପରେ ତାଙ୍କର ଶେଷ ରାୟ…

ଋଷ ଉପରେ ସବୁଠୁ ବଡ଼ ଆକ୍ରମଣ, ୩୪ ଡ୍ରୋନ ମାଡ଼ କଲା ୟୁକ୍ରେନ

କିଭ୍: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି। ଏହାରି ମଧ୍ୟରେ ଋଷ ଉପରେ ୩୪ ଡ୍ରୋନ ମାଡ଼ କରିଛି ୟୁକ୍ରେନ। ମସ୍କୋ ଉପରେ ଏହା ସବୁଠାରୁ ବଡ ଆକ୍ରମଣ ବୋଲି କୁହାଯାଉଛି। ରବିବାର ଦିନ ୟୁକ୍ରେନ ଏହି ଆକ୍ରମଣ କରିଥିବା ଜଣାପଡିଛି। ୨୦୨୨ ମସିହାରୁ ଏହି ଯୁଦ୍ଧ ଆରମ୍ଭ…

ରାଷ୍ଟ୍ରୀୟ ସାଂସ୍କୃତିକ ମହୋତ୍ସବରେ ଝଲସିବ ପିପିଲି ଚାନ୍ଦୁଆ

ଭୁବନେଶ୍ବର: ସାରା ଦେଶରେ ଚମକିବ ପିପିଲି ଚାନ୍ଦୁଆ । ରାଷ୍ଟ୍ରୀୟ ସାଂସ୍କୃତିକ ମହୋତ୍ସବରେ ସ୍ଥାନ ପାଇବ ଓଡିଶା କାରୀଗରୀଙ୍କ ହାତର କଳା । ପିପିଲି ଚାନ୍ଦୁଆକୁ ନେଇ ଏପରି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ରାଷ୍ଟ୍ରୀୟ ସାଂସ୍କୃତିକ ମହୋତ୍ସବରେ ପିପିଲି…

ଚାଷରେ ପଛରେ ପଡିଛି ଓଡିଶା, ଆନ୍ଧ୍ର ମଡେଲ ଅନୁସରଣ ପାଇଁ ପରାମର୍ଶ

ଭୁବନେଶ୍ବର: ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ଭାବେ ବେଶ୍ ଜଣାଶୁଣା । ଭାତ ଏଠିକାର ପ୍ରଧାନ ଖାଦ୍ୟ । ହେଲେ ଏବେ ଓଡିଶା କାଳେ ଚାଷ କ୍ଷେତ୍ରରେ ପଛରେ ପଡିଛି । କୃଷି ପ୍ରଧାନ ରାଜ୍ୟ ଓଡିଶା ଚାଷରେ ପଛୁଆ ରହିଛି । କୃଷିକ୍ଷେତ୍ର ନେଇ ସୂଚନା ଦେଇ କିଛି ଏପରି ରିପୋର୍ଟରେ ଦର୍ଶାଇଛି ନୀତି ଆୟୋଗ…

‘ପୂର୍ବର ସରକାରଙ୍କୁ ଅନୁକରଣ କରୁଛନ୍ତି ମୋହନ ସରକାର’

ଭୁବନେଶ୍ବର: ଯାହା ନବୀନ ସରକାର ଅମଳରେ ହୋଇଥିଲା, ତାହାକୁ ଅନୁକରଣ କରୁଛନ୍ତି ଏବେକା ସରକାର । ଓଡିଶାବାସୀଙ୍କୁ ଭ୍ରମିତ କରି ଖାଲି ମିଛରେ ବାହାଦୁରି ନେଉଛନ୍ତି ସରକାର । ନୂଆ ସରକାରରେ କିଛି ବି ନୂତନତ୍ବ ନାହିଁ ବୋଲି କହି ପ୍ରେସମିଟ କରି ବର୍ଷିଛନ୍ତି ବିଜେଡି ମୁଖପାତ୍ର ତଥା ମିଡିଆ…

୧୭ ବର୍ଷ ପରେ ଚମକିଲା ଭାଗ୍ୟ, କ୍ୟାରିୟରର ସବୁଠୁ ବଡ ସଫଳତା ଫିଲ୍ମ ‘ଭୁଲ ଭୁଲୈୟାଁ’

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଅଭିନୀତ ଭୁଲ ଭୁଲୈୟା-୩ ବକ୍ସ ଅଫିସରେ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରୁଛି। ଭୟଙ୍କର କମେଡି ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି। କାର୍ତ୍ତିକଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ମାଧୁରୀ ଦୀକ୍ଷିତ, ବିଦ୍ୟା ବାଲାନ ଏବଂ ତ୍ରୁପ୍ତି ଡିମ୍ରି ମଧ୍ୟ ଅଭିନୟ…

‘ଝାରଖଣ୍ଡକୁ ଲୁଟିଛନ୍ତି ସୋରେନ୍ ସରକାର’, ଶାଣିତ ଆକ୍ରମଣ କରି ବର୍ଷିଲେ ମୋଦି

ରାଞ୍ଚି: ଆଜି ଝାରଖଣ୍ଡରେ ରୋଡ ଶୋ’ କରିବା ସହ ବୋକାରୋବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଉଦବୋଧନ ଆରମ୍ଭରୁ ହିଁ ହେମନ୍ତ ସୋରେନ୍ ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି । ସୋରେନ୍ ସରକାର ଘୋଟାଲା ସରକାର, ଝାରଖଣ୍ଡବାସୀଙ୍କୁ ଲୁଟୁଛନ୍ତି ବୋଲି କହି…