Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦିଲ୍ଲୀରେ ଓଡିଆ ଯୁବତୀଙ୍କୁ ଦୁଷ୍କର୍ମ…ଏମିତି ଧରାପଡିଲେ ସଇତାନ୍

ନୂଆଦିଲ୍ଲୀ: ଅସହାୟ ପୀଡିତା, ୩ ସଇତାନ୍ ଓ ଗଣଦୁଷ୍କର୍ମର ଭୟାବହ କାହାଣୀ। ଦିଲ୍ଲୀରେ ଓଡିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଭଳି ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାସ୍ କରିବା ସହ ୩ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଅପରାଧ ପଛର କାହାଣୀ ଯେତିକି ଭୟାବହ ଅନୁସନ୍ଧାନ ବି ଥିଲା ସେତିକି…

‘୫ ମାସରେ ନୂଆ ଇତିହାସ ସୃଷ୍ଟି କଲେଣି ସରକାର’, କହି ତାତ୍ସଲ୍ୟ କଲେ ପ୍ରମିଳା

ଭୁବନେଶ୍ବର: ନୂଆ ସରକାର ଆସିବାର ଗତ ୫ ମାସ ଭିତରେ ବହୁ କିଛି ଘଟିଲାଣି । କେନ୍ଦୁଝର ଏବଂ କଟକରେ ଦୁଷ୍କର୍ମ, ଆମ୍ବ ଟାକୁଆ ଖାଇ ମୁତ୍ୟୁ । ଯାହା ୨୪ ବର୍ଷରେ ହୋଇନଥିଲା । ପରିବର୍ତ୍ତନ ଆଣିବୁ, ପରିବର୍ତ୍ତନ ଆଣିବୁ କହି ପୂରା ଇତିହାସ ହିଁ ବଦଳାଇ ଦେଲେ ବୋଲି କହି ନୂଆ…

ଛାତି ଥରାଇ ଦେବ କଟକ ଲଜ୍ଜା କାହାଣୀ: ପ୍ରତିଶୋଧ ନେବା ପାଇଁ ପିଶାଚ ସାଜିଥିଲା ପିତୁ

କଟକ: ଓଡିଶାରେ ପୁଣି ଆଉ ଏକ ଛାତି ଥରାଇ ଦେଲା ଭଳି ଗଣଦୁଷ୍କର୍ମ ଘଟଣା । ତାହା ପୁଣି ଚଳଚଞ୍ଚଳ ସହର କଟକରୁ । ନାବାଳକ କାଫେ ମାଲିକ ଆଉ ପୁରୁଷ ବନ୍ଧୁ ମାନେ ମିଶି କରିଚାଲିଥିଲେ ଦୁଷ୍କର୍ମ । ହେଲେ କାହାକୁ ଟେର୍ ହିଁ ନଥିଲା । ପ୍ରେମର ବିରହ ନିଆଁରେ ପ୍ରତିଶୋଧ ପରାୟଣ ହୋଇ ସାଙ୍ଘାତିକ…

ମଣିପୁରରେ ପୁଣି ହିଂସା; ଶିକ୍ଷୟତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ଜାଳିଦେଲେ ଦୁର୍ବୁତ୍ତ

ଇମ୍ଫାଲ୍: ପୁଣି ମଣିପୁରରେ ମୁଣ୍ଡ ଟେକିଲା ହିଂସା । ଶିକ୍ଷୟତ୍ରୀଙ୍କୁ ଗଣଦୁଷ୍କର୍ମ କରି ଜୀଅନ୍ତା ଜାଳିଦେଲେ ଦୁର୍ବୃତ୍ତ । ଏହି ଘଟଣା ପରେ ଅଶାନ୍ତ ହୋଇ ପଡିଛି ମଣିପୁରର ଜେରିବାମ ଜିଲ୍ଲା । ଏହାର ପ୍ରତିବାଦରେ କ୍ରୋଧରେ ଜର୍ଜରିତ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରି ୧୭ଟି ଘରେ ନିଆଁ ଲଗାଇ…

ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିବା ଘଟଣା; ୨ ଅଭିଯୁକ୍ତ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିବା ଘଟଣା । ୨ ଅଭିଯୁକ୍ତ ଦିପ୍ତିରଞ୍ଜନ ପାଣିଗ୍ରାହୀ ଓ ପୁଟୁଳି ସେଠୀଙ୍କୁ ଗିରଫ କଲା ପୋଲିସ । ଯାଜପୁର ଏସଡିପିଓ ସତ୍ୟବ୍ରତ ଲେଙ୍କାଙ୍କ ଉପସ୍ଥିତିରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା…

ଚଳିତ ଥର ୪ ଦିନ ପଡୁଛି ପଞ୍ଚୁକ

ଭୁବନେଶ୍ୱର: ନଭେମ୍ବର ୧୨ରୁ ଓଡିଶାରେ ଆରମ୍ଭ ହେବାକୁ ଥିବା ପଞ୍ଚୁକ ରୀତିନୀତି ଚଳିତ ବର୍ଷ ଚାରି ଦିନ ପାଳନ କରାଯିବ। ଚତୁର୍ଦ୍ଦଶୀ କ୍ଷୟ ରହୁଥିବାରୁ ମହାପ୍ରଭୁଙ୍କ ୪ଟି ବେଶର ଦର୍ଶନର ସୁଯୋଗ ମିଳିବ। ପଞ୍ଚୁକ ପୂର୍ବରୁ ପୁରୀ ସହରରେ ବ୍ୟାପକ ବ୍ୟବସ୍ଥା କରାଯାଉଛି। କାରଣ ଚଳିତ ଥର ପଞ୍ଚୁକ…

ଗୋ ହତ୍ୟାକାରୀଙ୍କୁ ମନ୍ତ୍ରୀଙ୍କ ତାଗିଦ୍, ହେବ କଠୋର କାର୍ଯ୍ୟନୁଷ୍ଠାନ

ଭୁବନେଶ୍ବର: ରାଜ୍ୟରେ ଗୋ ଚାଲାଣକାରୀ ଓ ଗୋ ହତ୍ୟାକରୀଙ୍କୁ ଚେତାବନୀ ଦେଇଛନ୍ତି ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ୍ । ଗୋ ଚାଲାଣ ଆଇନ କଡ଼ାକଡ଼ି ହେବ ସହିତ ଗୋ ଚାଲାଣ, ଗୋ ହତ୍ୟାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ସଚେତନ…

ଖୁବଶୀଘ୍ର ବଡ଼ ପରଦାରେ ‘ଶକ୍ତିମାନ’: ଧାରାବାହିକରେ ଏଣ୍ଟ୍ରି କରୁଛନ୍ତି ଏହି ବଡ଼ ଅଭିନେତା

ମୁମ୍ବାଇ: ୯୦ ଦଶନ୍ଧିରେ ପିଲାମାନଙ୍କର ହୃଦୟରେ ରାଜ କରୁଥିବା ଧାରାବାହିକ 'ଶକ୍ତିମାନ' ଖୁବଶୀଘ୍ର ଫେରିବାକୁ ଯାଉଛି। ଶୋ’ର ଅଭିନେତା ମୁକେଶ ଖାନ୍ନା ନିଜେ ଏହା ଘୋଷଣା କରିଛନ୍ତି। ତେବେ ରିଲିଜ ହୋଇଥିବା ଟିଜରରେ ସେ ଏ ବିଷୟରେ ଅଧିକ ସୂଚନା ଦେଇନାହାଁନ୍ତି। ନିକଟରେ ମୁକେଶ ଖାନ୍ନା ନିଜ…

ବ୍ୟାପୁଛି ହାଡ଼ଫୁଟି; ୧୦ ଶିଶୁଙ୍କ ସହ ୩୦ରୁ ଅଧିକ ଆକ୍ରାନ୍ତ

ଗଜପତି: ବ୍ୟାପୁଛି ହାଡ଼ଫୁଟି ୩୦ରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ୩ଜଣ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି । ଏବଳି ଘଟଣା ସାମ୍ନାକୁ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଖଜୁରୀପଦା ଗାଁରେ । ତେବେ ଏହି ୩୦ରୁ ଅଧିକ ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ ଶିଶୁ ଅଛନ୍ତି । ଏ…

୩୪୯ ରିଚାର୍ଜ କରୁ କରୁ ଆକାଉଣ୍ଟରୁ ସଫା ହୋଇଗଲା ୪ ଲକ୍ଷ..

ଭୁବନେଶ୍ବର: କାଳ ହେଲା ମୋବାଇଲ ରିଚାର୍ଜ । ୩୪୯ ଫେରି ପାଇବାକୁ ଯାଇ ସାଇବର ଠକର ଶିକାର ହେଲେ ଯୁବତୀ । ଆଖି ପିଛୁଳାକେ ଆକାଉଣ୍ଟରୁ ଉଡିଗଲା ୪ ଲକ୍ଷ ଟଙ୍କା । ତେବେ ଏବେ ସାଇବର ଲୁଟେରା ଲୁଟିବା ପାଇଁ ନୂଆ ନୂଆ ପନ୍ଥା ଆପଣାଉଥିବା ବେଳେ ସବୁ ସାଇଟ ଉପରେ ଥୋପ ପକାଇ ବସିଛନ୍ତି ଲୁଟେରା ।…