Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ମଣିଷ ମାରିଲେ ଯେତିକି ପାପ, ଗୋ ମାତାଙ୍କୁ ହତ୍ୟା କଲେ ସେତିକି ପାପ’

ପୁରୀ: ପୁରୀର କ୍ରୀୟାଯୋଗ ଆଶ୍ରମରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ଗୋ ନବରାତ୍ର ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ଏହି ଅବସରରେ ଆଇନମନ୍ତ୍ରୀ କହିଛନ୍ତି ଯେ, ମଣିଷ ମାରିଲେ ଯେତିକି ପାପ, ଗୋମାତାଙ୍କୁ ହତ୍ୟା କଲେ ସମ ପରିମାଣର ପାପ ।…

ଆସନ୍ତା ୧୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଓଡ଼ିଶା ଗସ୍ତରେ ଆସିବେ। ସେ ଆସନ୍ତା ୧୫ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ସ୍ବାଭାବିକ ହେଲା ରାଜ୍ୟ ଡାକ ସେବା: ୩ ଦିନ ହେଲା ହନ୍ତସନ୍ତ ହେଉଥିଲେ ଗ୍ରାହକ

ଭୁବନେଶ୍ବର: ୩ ଦିନ ବ୍ୟବଧାନ ପରେ ପୁଣି ସ୍ବାଭାବିକ ହେଲା ରାଜ୍ୟ ସମସ୍ତ ଡାକ ସେବା । ଗତ ୩ ଦିନ ହେବ ଲିଙ୍କ ଫେଲ୍ ସମସ୍ୟା ଯୋଗୁଁ ହଇରାଣ ହେଉଥିଲେ ସାଧରଣ ଲୋକ । ଲିଙ୍କ୍ ଫେଲ ଯୋଗୁ ପୋଷ୍ଟ ଅଫିସ ଗୁଡ଼ିକରେ ଟଙ୍କା ଦେଣନେଣ ଠପ୍ ହୋଇଥିଲା । ଟଙ୍କା ଡିପୋଜିଟ ହୋଇପାରି ନଥିବାରୁ ବହୁ…

କପଡା ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭୁବନେଶ୍ୱର: ବଡଗଡ଼ ସ୍ଥିତ କପଡା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ମାର୍କେଟ ବିଲ୍ଡିଂରେ ମାଲିକଙ୍କ ଦୋକାନ ଥିବା ବେଳେ ବଡଗଡ଼ ଅଞ୍ଚଳରେ ଗୋଦାମ ଥିଲା। ଏହି ଗୋଦାମରେ ଆଜି ନିଆଁ ଲାଗିଯାଇଥିଲା। ଏଥିରେ ପ୍ରାୟ ୨୫ ଲକ୍ଷରୁ ଅଧିକ ଟଙ୍କାର କପଡ଼ା ପୋଡ଼ି ପାଉଁଶ…

ଓଡିଶାରେ ଲଭ୍ ଜିହାଦ: ଗିରଫ ହେଲା ଅଭିଯୁକ୍ତ ସମୀର

ଭୁବନେଶ୍ବର: ଓଡିଶାରେ ପୁଣି ଲଭ୍ ଜିହାଦ ମୁଣ୍ଡ ଟେକିଥିବା ବେଳେ ଏହାର ପର୍ଦ୍ଦାଫାସ୍ କରିଛି ଭୁବନେଶ୍ବର ପୋଲିସ୍ । କଶ୍ମୀର ଯୁବକ ସମୀର ମନସୁରକୁ ଏବେ ଗିରଫ କରିଛି ରାଜଧାନୀ ମହିଳା ପୋଲିସ୍ । ଗିରଫ ହେବା ପରେ ଗୋଟିଏ ପରେ ଗୋଟିଏ ଖୋଲୁଛି ସମୀରର ମୁଖା । କେବଳ ଜଗତସିଂହପୁର ଯୁବତୀ…

ସତ ମାନିଲେ ଟ୍ରୁଡୋ, କାନାଡାରେ ଅଛନ୍ତି ଖଲିସ୍ତାନୀ ସମର୍ଥକ

ଓଟାବା: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦୋମୁହାଁ ନୀତିକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ତାଙ୍କୁ ଏବଂ ତାଙ୍କ ସରକାରଙ୍କ ବିରୋଧରେ କ୍ରମାଗତ ଭାବେ ପ୍ରଶ୍ନ ଉଠିଛି। ଏହାରି ମଧ୍ୟରେ ସେ ନିଜେ ସ୍ୱୀକାର କରିଛନ୍ତି ଯେ…

ଓଡ଼ିଆ ଯୁବତୀଙ୍କୁ ଦିଲ୍ଲୀରେ ଦୁଷ୍କର୍ମ: ୨୧ ଦିନ ଭିତରେ ବ୍ଲାଇଣ୍ଡ କେସ୍‌ର କିପରି ହେଲା ପର୍ଦ୍ଦାଫାସ?

ଭୁବନେଶ୍ୱର/ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ତିନିଜଣ ଅପରାଧୀଙ୍କୁ ପୁଲିସ ଗିରଫ କରିଛି। ଏହି ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କବାଡି ହୋଇଥିବାବେଳେ ଜଣେ ଭିକ ମାଗନ୍ତି ଏବଂ ତୃତୀୟ ଅଭିଯୁକ୍ତ ଏକ ଅଟୋ ଚଳାନ୍ତି। ତେବେ ସବୁଠୁ ବଡ଼ କଥା ହେଉଛି ୨୧ ଦିନ ଭିତରେ ଏହି…

ଆତଙ୍କବାଦୀଙ୍କ ବିରୋଧରେ ବଡ ଅପରେସନ: ୮ ଦିନରେ ୭ ଆତଙ୍କୀ ନିହତ

ଶ୍ରୀନଗର: ନିକଟରେ ଜମ୍ମୁ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ସୁରକ୍ଷା ବାହିନୀ ଆତଙ୍କୀ ବିରୋଧରେ ଏକ ବ୍ୟାପକ ଅପରେସନ୍ ଆରମ୍ଭ କରିଛନ୍ତି। ଗତ ୮ ଦିନ ମଧ୍ୟରେ ୫ଟି ସଫଳ ଅପରେସନରେ ୭ଟି ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ଏଥିରେ ୪ଟି ପାକିସ୍ତାନୀ ଆତଙ୍କବାଦୀ ସାମିଲ ଥିଲେ।…

ପୁଣି ଏହି ଦିନ ମିଳିବ ସୁଭଦ୍ରା ଟଙ୍କା, ସ୍ପଷ୍ଟ କଲେ ଉପମୁଖ୍ୟମନ୍ତ୍ରୀ…..

ଭୁବନେଶ୍ବର: ପୁଣି ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯିବ । ଆସନ୍ତା ୨୪ ତାରିଖରେ ମହିଳାଙ୍କ ଖାତାକୁ ତୃତୀୟ ପର୍ଯ୍ୟାୟ ଟଙ୍କା ଚଢିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା ।…

କଟକ ଛାତ୍ରୀ ଗଣଦୁଷ୍କର୍ମ ମାମଲା; ସାମ୍ନାକୁ ଆସିଲା ମୁଖ୍ୟ ଅଭିଯୁକ୍ତର ଫଟୋ

କଟକ: କଟକ ଛାତ୍ରୀ ଗଣଦୁଷ୍କର୍ମ ଘଟଣା ଯାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାରି ଭିତରେ ସାମ୍ନାକୁ ଆସିଲା ମୁଖ୍ୟ ଅଭିଯୁକ୍ତ ଆଶୁତୋଷ ବେହେରାର ଫଟୋ । ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ,…