Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆସୁଛି ରେଲଓ୍ବେ ସୁପର୍ ଆପ୍, ମିଳିବ ଏହି ସବୁ ସୁବିଧା

ନୂଆଦିଲ୍ଲୀ: ପାର୍ବଣ ସମୟରେ ହେଉଥିବା ଅସୁବିଧାଗୁଡ଼ିକୁ ନଜରରେ ରଖି ଭାରତୀୟ ରେଳ ପକ୍ଷରୁ ବଡ ନିଷ୍ପତ୍ତି ନିଆଯାଇଛି । ଖୁବ୍ ଶୀଘ୍ର ଏକ ସୁପର ଆପ୍ ଲଞ୍ଚ କରିବାକୁ ଯାଉଛି ରେଳ ବିଭାଗ । ଡିସେମ୍ବର ୨୦୨୪ ଶେଷ ସୁଦ୍ଧା ଏହି ସୁପର ଆପ୍ ଲଞ୍ଚ ହେବ । ଏହା ମାଧ୍ୟମରେ ଟିକେଟ୍ ବୁକିଂ, ପ୍ଲାଟଫର୍ମରେ…

ଉଡାଣ ସମୟରେ ବିମାନରେ ଯାତ୍ରୀଙ୍କ ମୋବାଇଲ ବ୍ୟବହାର ନେଇ ଆସିଲା ନୂଆ ନିୟମ

ନୂଆଦିଲ୍ଲୀ: ବିମାନ ଯାତ୍ରା ସମୟରେ ଇଣ୍ଟରନେଟ୍ ସେବା ବ୍ୟବହାର ସମ୍ପର୍କରେ ବିମାନ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏହି ନିର୍ଦ୍ଦେଶାବଳୀରେ ସେ କହିଛନ୍ତି ଯେ, ବିମାନ ଉଡ଼ାଣ ସମୟରେ ଯାତ୍ରୀମାନେ ୩ ହଜାର ମିଟର ଉଚ୍ଚତାରେ ପହଞ୍ଚିବା ପରେ କେବଳ ୱାଇ-ଫାଇ…

ଓମଫେଡର ବଡ ନିଷ୍ପତ୍ତି, ଉପକୃତ ହେବେ ଉଭୟ ଗ୍ରାହକ ଓ ଦୁଗ୍ଧ ଚାଷୀ

ଭୁବନେଶ୍ବର: ଆହୁରି ୨ ଲକ୍ଷ ଲିଟର ଦୁଗ୍ଧ କ୍ରୟ ଓ ବିକ୍ରୟ କରିବ ଓମ୍‌ଫେଡ୍‌ । ଆସନ୍ତା ଦୁଇ ମାସ ମଧ୍ୟରେ ଏହି ପ୍ରକ୍ରିୟା ଆରମ୍ଭ ହେବ । ବର୍ତ୍ତମାନ ଓମଫେଡ୍ ଦିନକୁ ୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରି ବଜାରରେ ବିକ୍ରି କରୁଥିବା ବେଳେ ଆଗକୁ ଆହୁରି ୨ ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ…

କାନାଡାରେ ଥିବା ହିନ୍ଦୁ ମନ୍ଦିରରେ ଆକ୍ରମଣ ଘଟଣା: କଡା ନିନ୍ଦା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କାନାଡାର ଓଣ୍ଟାରିଓ ପ୍ରଦେଶର ବ୍ରାମ୍ପଟନରେ ଥିବା ଏକ ମନ୍ଦିରରେ ହୋଇଥିବା ଆକ୍ରମଣ ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୀବ୍ର ନିନ୍ଦା କରିଛନ୍ତି। କାନାଡାରେ କାର୍ଯ୍ୟ କରୁଥିବା ଭାରତୀୟ କୂଟନୀତିଜ୍ଞମାନଙ୍କୁ ଭୟଭୀତ କରିବା ପାଇଁ ଏହା ଏକ ଚକ୍ରାନ୍ତ । ଏପରି ଆକ୍ରମଣ…

ଓଡ଼ିଶାରେ ହିନ୍ଦୀ ଭାଷାର ପ୍ରସାର ପାଇଁ ୬ଟି ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ନୂଆ ଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ହିନ୍ଦୀ ସମିତିର ୩୨ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶାରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ପ୍ରସ୍ତାବ ରଖିଥିଲେ।…

ଜନସ୍ୱାସ୍ଥ୍ୟ ନୀରିକ୍ଷଣରେ ଉତ୍କୃଷ୍ଟତା ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟ୍ ସମ୍ବର୍ଦ୍ଧିତ

ଭୁବନେଶ୍ୱର : ନୂଆଦିଲ୍ଲୀରେ ଆୟୋଜିତ ଆଇଡିଏସପିର ୨୦ ବର୍ଷିଆ ସ୍ମାରକୀ କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ନିରୀକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟକୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ସ୍ୱୀକୃତି ଓଡିଶାର ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟର…

ନଭେମ୍ବର ୨୧ରୁ ଆରମ୍ଭ ହେବ ଖରିଫ ଧାନ କିଣା

ଭୁବନେଶ୍ୱର: ନଭେମ୍ବର ୨୧ରୁ ଖରିଫ ଧାନର କ୍ରୟ ପ୍ରକ୍ରିୟା ଆରମ୍ଭ କରିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି। ସୋମବାର ଗଣମାଧ୍ୟମକୁ ସୂଚନା ଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ମନ୍ତ୍ରୀ ସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। କୃଷକମାନଙ୍କଠାରୁ ଖରିଫ ଧାନ…

ଗଜପତିଙ୍କ ଅନୁରୋଧ ସତ୍ବେ ଇସ୍କନର ଅଦିନିଆ ରଥଯାତ୍ରା ପ୍ରସ୍ତୁତି

ଭୁବନେଶ୍ୱର: ଗଜପତି ମହାରାଜଙ୍କ ଅନୁରୋଧ ପରେ ମଧ୍ୟ ଆମେରିକାର ହଷ୍ଟନରେ ଅଦିନିଆ ରଥଯାତ୍ରା ପାଇଁ ପ୍ରସ୍ତୁତି ଚଳାଇଛି ଇସ୍କନ। ସେପ୍ଟେମ୍ବରରେ ଇସ୍କନ ପକ୍ଷରୁ ନଭେମ୍ବର ୩ ଏବଂ ନଭେମ୍ବର ୯ରେ ପ୍ରଭୁ ଜଗନ୍ନାଥଙ୍କ ସ୍ନାନ ଯାତ୍ରା ଏବଂ ରଥ ଯାତ୍ରା ପାଳନ କରିବାକୁ ଯୋଜନା କରିଥିଲା। ଏହା…

ଆମ୍ବ ଟାକୁଆ ଜାଉ ପ୍ରସଙ୍ଗ: ଚିକିତ୍ସିତ ୨ ଗୁରୁତରଙ୍କୁ ହେପାଟାଇଟିସ୍

ଭୁବନେଶ୍ୱର: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ମହିଳାଙ୍କର ମୃତ୍ୟୁ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ଘଟଣାରେ ୬ ଜଣ ଚିକିତ୍ସାଧୀନ ଅଛନ୍ତି। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ବଡ଼ ପ୍ରତିକ୍ରିୟା ମିଳିଛି। ଏସ୍‌ସିବିରେ…

୧୪ ବିଧାନସଭା ଆସନ ପାଇଁ ବଦଳିଲା ଉପନିର୍ବାଚନ ତାରିଖ

ନୂଆଦିଲ୍ଲୀ: ୧୪ ଟି ବିଧାନସଭା ଆସନ ପାଇଁ ବଦଳିଛି ଉପନିର୍ବାଚନ ତାରିଖ।  ଉତ୍ତରପ୍ରଦେଶ, ପଞ୍ଜାବ ଏବଂ କେରଳର ୧୪ ଟି ବିଧାନସଭା ଆସନ ପାଇଁ ପରିବର୍ତ୍ତନ କରାଯାଇଛି ଉପ-ନିର୍ବାଚନର ତାରିଖ। ଏହି ଆସନଗୁଡିକରେ ନଭେମ୍ବର ୧୩ ପରିବର୍ତ୍ତେ ନଭେମ୍ବର ୨୦ରେ ମତଦାନ ହେବ। ନିର୍ବାଚନ ଆୟୋଗଙ୍କ…