Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜ୍ୟ ସରକାରଙ୍କ ଉପରେ ଭରସା କରୁନାହାନ୍ତି ଶିଳ୍ପ ଅନୁଷ୍ଠାନ: ବିଜେଡି

ଭୁବନେଶ୍ବର: ଆନ୍ଧ୍ର ପ୍ରଦେଶର ଅଙ୍କାପାଲି ଠାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଗୋଟିଏ ବୃହତ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ବୋଲି କମ୍ପାନୀ ତରଫରୁ ଘୋଷଣା ହେବା ପରେ ଓଡ଼ିଶାରେ ଏହି କମ୍ପାନୀ ଦ୍ୱାରା ପ୍ରତିଷ୍ଠା ହେବାକୁ ଥିବା ପ୍ଲାଣ୍ଟକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଆଜି…

‘ବେବି ଜନ୍‌’ର ଟିଜର ଆଉଟ୍: ଫ୍ୟାନ୍ସଙ୍କୁ ଚଳିତ ବର୍ଷର ସର୍ବୋତ୍ତମ ଭେଟି

ମୁମ୍ବାଇ: ବରୁଣ ଧୱନ ଅଭିନୀତ ଆକ୍ସନ ଡ୍ରାମା ଚଳଚ୍ଚିତ୍ର ‘ବେବି ଜନ୍‌’ର ଟିଜର ସୋମବାର ରିଲିଜ୍ ହୋଇଛି। ଶାହରୁଖ ଖାନଙ୍କ ବ୍ଲକବଷ୍ଟର ଫିଲ୍ମ ‘ଯବାନ’ର ନିର୍ଦ୍ଦେଶକ ଏଟଲୀଙ୍କ ପତ୍ନୀ ପ୍ରିୟା ଏଟଲୀ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର ବହନ କରିଛନ୍ତି। ପୂର୍ବରୁ ‘ବେବି ଜନ୍‌’ରୁ ବରୁଣଙ୍କ ଅନେକ…

କେଉଁଠି ଓ କେବେ ହେବ ଆଇପିଏଲ୍ ୨୦୨୫ର ମେଗା ନିଲାମ…

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ମେଗା ନିଲାମ ନଭେମ୍ବର ଶେଷ ସପ୍ତାହ ବେଳକୁ ସାଉଦିଆରବର ରିୟାଦରେ ହୋଇପାରେ। ଏହି ମେଗା ନିଲାମ ପୂର୍ବରୁ ସମସ୍ତ ୧୦ଟି ଫ୍ରାଞ୍ଚାଇଜ୍ ନିଜ ନିଜ ରିଟେନ ଖେଳାଳିଙ୍କ ତାଲିକା ପ୍ରକାଶ କରିଛନ୍ତି। ମେଗା ନିଲାମ ପୂର୍ବରୁ ମୋଟ ୪୬ ଖେଳାଳିଙ୍କୁ ରିଟେନ ରଖାଯାଇଛି |…

୪୦ ଦିନରେ ୪ଟି ବଡ ଚଳଚ୍ଚିତ୍ର: ବକ୍ସ ଅଫିସରେ କରିବ ଧମାଲ

ମୁମ୍ବାଇ: ୨୦୨୪ର ଶେଷ ଦୁଇ ମାସ ସିନେମା ପ୍ରେମୀଙ୍କ ପାଇଁ ବହୁତ ଚମତ୍କାର ହେବାକୁ ଯାଉଛି। ନଭେମ୍ବର ୨ରେ ଅଜୟ ଦେବଗାନଙ୍କ ମଲ୍ଟି ଷ୍ଟାରର ଆକ୍ସନ୍ ଥ୍ରୀଲର ସିଙ୍ଗହମ୍ ଏଗେନ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ଭୟଙ୍କର କମେଡି ଭୁଲ ଭଲୈୟା-3 ବଡ ପରଦାରେ ଆସିଛି। ଉଭୟ ଚଳଚ୍ଚିତ୍ର ମଧ୍ୟ ବମ୍ପର…

ଚୂଡ଼ାନ୍ତ ରିପୋର୍ଟ ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯିବ: ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ଦାନା କ୍ଷୟକ୍ଷତିର ରିପୋର୍ଟ ଆସିଛି। ଆଜି କ୍ଷୟକ୍ଷତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ପ୍ରାଥମିକ ଆକଳନ ଅନୁସାରେ କ୍ଷତି ପ୍ରାୟ ୬ଶହ କୋଟି ହୋଇଥିବା ସେ କହିଛନ୍ତି। ବିଶେଷକରି ବାଲେଶ୍ବର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲା ଏହି ବାତ୍ୟାରେ ବେଶୀ…

କିଏ ହେବେ ପିସିସି ସଭାପତି?

ଭୁବନେଶ୍ବର: କିଏ ଧରିବେ ରାଜ୍ୟ କଂଗ୍ରେସ ମଙ୍ଗ? ଆଜିଠୁ ଆରମ୍ଭ ହୋଇଛି ଦଳର ମୁଖିଆ ଖୋଜା। ଭୁବନେଶ୍ବରରେ ପିସିସି ଚୟନ କମିଟି ମୁଖ୍ୟ ଚରଣ ଦାସ ମହନ୍ତ । ଦଳର ବରିଷ୍ଠ ନେତାଙ୍କ ସହ ସେ ଆଲୋଚନା କରୁଛନ୍ତି । ଯାହା ମତାମତ ରହିବ, ସେନେଇ କଂଗ୍ରେସ ହାଇକମାଣ୍ଡକୁ ଜଣାଇବେ ବୋଲି ଚରଣ ଦାସ ମହନ୍ତ…

ଓଟିଟିରେ କେବେ ମୁକ୍ତିଲାଭ କରିବ ଲୋକପ୍ରିୟ ଚଳଚ୍ଚିତ୍ର ‘ଭୁଲ ଭଲୈୟା-୩’ ?

ମୁମ୍ବାଇ: ବକ୍ସ ଅଫିସ୍‌ରେ ଏହି ଦିପାବଳୀରେ ଦମଦାର ଚଳଚ୍ଚିତ୍ର ରିଲଜ ହୋଇଛି। ଯାହାକୁ ନେଇ ସିନେ ପ୍ରେମୀ ଉତ୍ସାହିତ ଅଛନ୍ତି। ଅଜୟ ଦେବଗାନଙ୍କ 'ସିଙ୍ଗହମ୍ ଏଗେନ' ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ 'ଭୁଲ ଭଲୈୟା- 3' ବଡ ପରଦାରେ ଏକାଠି ରିଲିଜ ହୋଇଛି। ଏହି ଦୁଇଟି ଚଳଚ୍ଚିତ୍ରର ବର୍ତ୍ତମାନ…

ଗଭୀର ଖାଇକୁ ଖସିଲା ବସ୍; ୨୩ରୁ ଊର୍ଦ୍ଧ୍ଵ ମୃତ, ଅନେକ ଆହତ

ଡେରାଡୁନ: ଉତ୍ତରାଖଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି । ରାଜ୍ୟର ଅଲମୋଡା-ସଲ୍ଟ ଅଞ୍ଚଳରେ ଏକ ବଡ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ବସ୍ ଟି ମର୍ଚୁଲା ନିକଟ କୁପିରେ ଏକ ଗଭୀର ଖାଲରେ ପଡ଼ିଯାଇଛି । ବର୍ତ୍ତମାନ ସୁଦ୍ଧା ୨୩ ଯାତ୍ରୀଙ୍କ ମୃତଦେହ ଖାଇରୁ ଉଦ୍ଧାର କରାଯାଇଛି । ମିଳିଥିବା…

‘ୱାନ ନେସନ, ୱାନ ଇଲେକ୍ସନ’କୁ କାହିଁକି ବିରୋଧ କଲେ ଥାଲାପତି ବିଜୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ତାମିଲ ଅଭିନେତା ଥାଲାପତି ବିଜୟଙ୍କ ବିରୋଧ। କେନ୍ଦ୍ର ସରକାର ଯୋଜନାକୁ ବିରୋଧ କଲେ ତାମିଲ ଅଭିନେତା ଥାଲାପତି ବିଜୟ। ନୂଆକରି ବିଜୟ ଗଢ଼ିଥିବା ଦଳ ‘ତାମିଲଗା ଭେଟ୍ରି କାଝଗମ’ (TVK) ରବିବାର ସରକାରଙ୍କ 'ୱାନ ନେସନ୍-ୱାନ ଇଲେକ୍ସନ' ଯୋଜନାକୁ ବିରୋଧ କରି ଏକ…

ଲାଞ୍ଚ ନେଉଥିବା ବେଳେ ଜେଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଫୁଲବାଣୀ: ପୁଣି ଭିଜିଲାନ୍ସ ଜାଲରେ ଜୁନିଅର ଇଞ୍ଜିନିୟର। ଲାଞ୍ଚ ନେବା ଜେଇଙ୍କୁ ପଡ଼ିଲା ମହଙ୍ଗା। ଠିକାଦାରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଜେଇ ଅଶୋକ ପାଢ଼ୀ। ଭିଜିଲାନ୍ସ ତାଙ୍କ ପାଖରୁ ୧୦ ହଜାର ଲାଞ୍ଚ…