Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୪୦ ବର୍ଷ ପରେ ନିଦ୍ରାହୀନତାର ସମସ୍ୟା ସାଜିପାରେ ‘ନିରବ ଘାତକ’

୪୦ ବର୍ଷ ବୟସ ପରେ ଶୋଇବା କିମ୍ବା ଅନିଦ୍ରା ହେବା ସ୍ୱାସ୍ଥ୍ୟଗତ ସମସ୍ୟା ହେବାର ସଙ୍କେତ ହୋଇପାରେ। ଏକ ରିସର୍ଚରୁ ଜଣାପଡିଛି ଯେ ୪୦ ବର୍ଷ ପରେ ଆମ ଶରୀରର ନିଦ୍ରାର ଗୁଣ କମିଯାଏ, ଯେଉଁ କାରଣରୁ ଶରୀର ପର୍ଯ୍ୟାପ୍ତ ବିଶ୍ରାମ ପାଇ ନଥାଏ। ଏହି ଅବସ୍ଥାକୁ 'ନୀରବ ଘାତକ' ବା ସାଇଲେଣ୍ଟ କିଲର୍…

ଗର୍ଭବତୀ କର୍ମଚାରୀଙ୍କୁ ମେଡିକାଲ ଛାଡ଼ିଲେନି ସିଡିପିଓ: ଚାଲିଗଲା ନିଷ୍ପାପ ଶିଶୁର ଜୀବନ

ଡେରାବିଶ: ନିଷ୍ଠୁର ହୋଇଗଲେ ସିଡିପିଓ। ଅଧୀନସ୍ଥ ଗର୍ଭବତୀ ମହିଳା କର୍ମଚାରୀଙ୍କୁ ମେଡିକାଲ ଯିବାକୁ ଅନୁମତି ନଦେବାରୁ ଅଫିସରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ମହିଳା କର୍ମଚାରୀ।  ଶେଷରେ ଜନ୍ମ ପୂର୍ବରୁ ଗୋଟିଏ ନିଷ୍ପାପ ଶିଶୁର ଜୀବନ ଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା…

ପୁରୀ ସ୍ୱର୍ଗଦ୍ୱାରରେ ଏଣିକି ଗୋବର ଘଷିରେ ହେବ ଶବଦାହ

ଭୁବନେଶ୍ୱର: ଓଡିଶା ସରକାର ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଜାଳେଣି କାଠ ବଦଳରେ ଗୋବର ଘଷି ବ୍ୟବହାର ଉପରେ ଚିନ୍ତା କରୁଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଙ୍ଗଳବାର ସୂଚନା ଦେଇଛନ୍ତି। ଶବଦାହ କରିବା ପାଇଁ ଗୋବର ଭିତ୍ତିକ ଜୈବ ଇନ୍ଧନ…

ଆହୁରି ସଶକ୍ତ ହେବ ଅଗ୍ନିଶମ ବିଭାଗ; ରୋବଟ୍ ଲିଭାଇବ ନିଆଁ

ଭୁବନେଶ୍ବର: ଏଥର ଭୟଙ୍କର ନିଆଁ ଲିଭାଇବା ହେବ ସହଜ । ଯେଉଁ ସ୍ଥାନରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ପାରୁ ନାହାନ୍ତି ସେଠାରେ ଏବେ ନିଆଁ ଲିଭାଇବ ରୋବଟ୍ । ଓଡ଼ିଶାରେ ପ୍ରଥମ ଥର ପାଇଁ ନିଆଁ ଲିଭାଇବା କାର୍ଯ୍ୟାରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ରୋବଟକୁ ବ୍ୟବହାର କରାଯିବ । ଏହାର ନାଁ…

ପୁଣି ଓଡ଼ିଶା ଆସିବ ଆଉ ୫ ବାଘୁଣୀ

ଭୁବନେଶ୍ବର: ପୁଣି ଓଡ଼ିଶା ଆସିବ ଆଉ ୫ ବାଘୁଣୀ । ନିକଟରେ ଶିମିଳିପାଳ ଅଭୟାରଣ୍ୟକୁ ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଗୋଟିଏ ବାଘୁଣୀ ଆସିଥିବାବେଳେ ଆଉ ୫ଟି ବାଘୁଣୀ ଆସିବେ । ପଳରେ ରାଜ୍ୟରେ ବାଘ ବଂଶ ବିସ୍ତାର ହେବ । ଖୁବଶୀଘ୍ର ମହାରାଷ୍ଟ୍ରରୁ ୫ଟି ବାଘୁଣୀ ଆସିବେ…

ଅଭିନବ ଆରୋରା କିଏ ? କାହିଁକି ତାଙ୍କୁ ହତ୍ୟା ଧମକ ଦେଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ନୂଆଦିଲ୍ଲୀ: ସଲମାନ ଖାନ ପରେ ଏବେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହାବୁଡରେ ୧୦ ବର୍ଷୀୟ କୁନି ପ୍ରବଚକ ଅଭିନବ ଆରୋରା। ଅଭିନବଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହତ୍ୟା ଧମକ ଦେଇଛି। ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିନବଙ୍କ ମାଆ ଥାନାରେ ଅଭିଯୋଗ କରିଛନ୍ତି। ମେସେଜ୍ ଯୋଗେ ହତ୍ୟା ଧମକ ମିଳିଥିବା…

ଶିଳ୍ପାଙ୍କ ଫଟୋ ଭାଇରାଲ ପ୍ରସଙ୍ଗ: ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ପରିସର ଭିତରେ ଶିଳ୍ପାଙ୍କ ଫଟୋ ଓ ଭିଡିଓ ଭାଇରାଲ ପ୍ରସଙ୍ଗରେ ସେବାୟତଙ୍କୁ ଗଲା ନୋଟିସ୍ । ଶିଳ୍ପାଙ୍କ ସହ ଫଟୋରେ ନଜର ଆସିଥିବା ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ନୋଟିସ୍ ଜାରି ହୋଇଥିବା ନେଇ…

ମୋମୋ ନେଲା ମହିଳାଙ୍କ ଜୀବନ, ୨୦ ଜଣ ଅସୁସ୍ଥ

ହାଇଦ୍ରାବାଦ: ବ୍ୟସ୍ତ ବହୁଳ ଜୀବନରେ ଆଜିକାର ପିଢି ଅଧିକ ଫାଷ୍ଟଫୁଡ ଉପରେ ନିର୍ଭରଶୀଳ। ସନ୍ଧ୍ୟା ହେବା ମାତ୍ରେ ଷ୍ଟ୍ରିଟ୍ ଫୁଡ୍ ଖାଇବାକୁ ବାହାରି ଯାଆନ୍ତି। ଏଥିରେ ସ୍ଵାସ୍ଥ୍ୟ କଥା କେହି ଚିନ୍ତା କରନ୍ତିନି। ଫାଷ୍ଟଫୁଡ ନାଁ ଶୁଣିଲେ ଅଧିକାଂଶ ଲୋକଙ୍କ ପାଟିରୁ ଲାଲ ବୋହି ଆସେ। ଏଥିରେ ମୋମୋ…

ବାତ୍ୟା ‘ଦାନା’ ପରେ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ମୟୂରଭଞ୍ଜ: ବାତ୍ୟା ‘ଦାନା’ କାରଣରୁ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ବନ୍ଦ କରାଯାଇଥିବା ଶିମିଳିପାଳ ଅଭୟାରଣ୍ୟକୁ ଆଜିଠୁ ପୁଣି ଖୋଲିଦିଆଯାଇଛି । ଫଳରେ ପୁଣି ଥରେ ଶିମିଳିପାଳରେ ପର୍ଯ୍ୟଟକଙ୍କ ସମାଗମ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ବାତ୍ୟା ‘ଦାନା’ କାରଣରୁ ଅକ୍ଟୋବର ୨୩ ତାରିଖରୁ…

କାଲି ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ, ଜାଣନ୍ତୁ କେଉଁ ସମୟରେ….

ପୁରୀ: ଆସନ୍ତାକାଲି ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ଆସନ୍ତାକାଲି ଅର୍ଥାତ୍ ୩୦ ତାରିଖ ବୁଧବାର ଦିନ କାର୍ତ୍ତିକ ମାସ କୃଷ୍ଣ ତ୍ରୟୋଦଶୀ ତିଥି । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକଲାଗି ଏକ ଗୁପ୍ତସେବା ହୋଇଥିବାରୁ ଏଥିପାଇଁ ଏହି ସମୟରେ…