Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୩୦ ଘଣ୍ଟା ହେଲା ପଡିରହିଛି ଶବ: ଶେଷକୃତ୍ୟ ପାଇଁ ମିଳୁନି ଜାଗା

ନବରଙ୍ଗପୁର: ୩୦ ଘଣ୍ଟା ହେଲା ଘର ଭିତରେ ପଡିରହିଛି ଶବ । ଦୁର୍ଗନ୍ଧ ହେବା ବି ଆରମ୍ଭ ହେଲାଣି । ହେଲେ ଟିକିଏ ଜାଗା ମିଳୁନି ଶବ ଦାହ କରିବା ପାଇଁ । ଗ୍ରାମବାସୀ ତାଙ୍କ ଜିଦରେ ଅଟଳ, ଶେଷକୃତ୍ୟ ପାଇଁ ଗାଁ ଶ୍ମଶାନରେ ଦେବୁନାହିଁ ଜାଗା । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ନଭେମ୍ବର ପ୍ରଥମ ସପ୍ତାହରୁ ରାଜ୍ୟରେ ବଢିବ ଶୀତ

ଭୁବନେଶ୍ବର: ଚାଲି ଯାଇଛି ବାତ୍ୟା ‘ଦାନା’ । ହେଲେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ରପତ୍ତନଠାରୁ ୫.୮ କିମି ଊର୍ଦ୍ଧ୍ୱରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହି କ୍ରମଶଃ ଦକ୍ଷିଣ-ପଶ୍ଚିମ ଦିଗରେ ଅଗ୍ରସର ହେଉଛି । ଯାହାର ପ୍ରଭାବରେ…

ରୋଜଗାର ମେଳା: ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ରୋଜଗାର ମେଳା ଜରିଆରେ ଭିଡିଓ କନଫରେନସିଂ ମାଧ୍ୟମରେ ମୋଟ ୫୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ଏହି ରୋଜଗାର ମେଳାରେ ନିଯୁକ୍ତି ସୃଷ୍ଟିକୁ ପ୍ରାଥମିକତା…

ପାଟଣାରେ ଟନେଲ ନିର୍ମାଣ ବେଳେ ଦୁର୍ଘଟଣା, ୨ ଓଡ଼ିଆ ଶ୍ରମିକ ମୃତ

ପାଟନା: ବିହାର ପାଟଣା ମେଟ୍ରୋ ନିର୍ମାଣ ସ୍ଥଳରେ ଭୟଙ୍କର ଦୁର୍ଘଟଣା। ବ୍ରେକ୍‌ ଫେଲ୍‌ ଯୋଗୁଁ ଶ୍ରମିକଙ୍କ ଉପରେ ଚଢ଼ିଗଲା ମେସିନ। ଏଥିରେ ଦୁଇ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ସେହିପରି ୮ ଜଣ ଆହତ ହୋଇଛନ୍ତି। ଏହି ଦୁଇ ଶ୍ରମିକ ଓଡିଶା ବାସିନ୍ଦା ବୋଲି କୁହାଯାଉଛି। ସେହିପରି ୮ ଆହତ ଶ୍ରମିକଙ୍କ…

୧୯୯୯ ଆଜିର ଦିନ, ମହାବାତ୍ୟାକୁ ପୁରିଲା ୨୫ ବର୍ଷ

ଭୁବନେଶ୍ବର: ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ, ଶୁକ୍ରବାର ଏହାକୁ ଚାହିଁଲେ ବି କେହି ମନରୁ ପାସୋରି ପାରିବେନି । କାରଣ ଏହି ଦିନ ଥିଲା ଏକ କାଳ ଦିନ । ଆଜିର ଦିନରେ ତାଣ୍ଡବ ରଚିଥିଲା ପ୍ରକୃତି । ଉଜାଡି ଦେଇଥିଲା ଅନେକ ସୁନାର ହସ ଖୁସିର ସଂସାର । ମହାବାତ୍ୟା ସିନା ଚାଲିଯାଇଛି ହେଲେ ପଛରେ…

ମୁତୟନ ହେଲା ବିଏମପି-ଟୁ କମ୍ବାଟ ଇନଫାଣ୍ଟ୍ରି ଯୁଦ୍ଧ ଯାନ, ଆତଙ୍କବାଦୀଙ୍କୁ ଦେବ ମୁହଁତୋଡ୍‌ ଜବାବ

ଶ୍ରୀନଗର: ସୋମବାର (୨୮ ଅକ୍ଟୋବର) ସକାଳେ ଆତଙ୍କବାଦୀମାନେ ଜମ୍ମୁ କାଶ୍ମୀରର ଅଖନୁର ଅଞ୍ଚଳରେ ଏକ ଭାରତୀୟ ସେନା ଗାଡି ଉପରେ ଆକ୍ରମଣ କରିଥିଲେ ଯେଉଁଥିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଘଟଣା ପରେ ଭାରତୀୟ ସେନା କରୁଛି ବଡ଼ ରଣନୀତି। ଆତଙ୍କବାଦୀଙ୍କୁ ମୁକାବିଲା ଓ ମୂଳପୋଛ କରିବା ଲାଗି…

ଦେଶର ସୁରକ୍ଷା ପାଇଁ ଟଳି ପଡିଲା ଆର୍ମି କୁକୁର ‘ଫ୍ୟାଣ୍ଟମ୍’

ଶ୍ରୀନଗର: ଦେଶର ଅଖଣ୍ଡତା ଓ ସୁରକ୍ଷା ପାଇଁ ସେନାର ଯବାନ ସର୍ବୋଚ୍ଚ ବଳିଦାନ ଦେବାକୁ ପଛାନ୍ତି ନାହିଁ। ହେଲେ ଗତକାଲି ଦେଶ ସେବାରେ ପ୍ରାଣବଳୀ ଦେଇଛି ଭାରତୀୟ ସେନାର ଏକ ପ୍ରଶିକ୍ଷିତ କୁକୁର 'ଫ୍ୟାଣ୍ଟମ୍'। ବିଶେଷ ଭାବେ ଆତଙ୍କୀ ଅପରେସନରେ ଅଂଶଗ୍ରହଣ କରି ସେନାକୁ ସହୟତା କରିବାକୁ…

ଗାଁରେ ବୁଲୁଛି ମହାବଳ ବାଘ, ଗୃହପାଳିତ ପଶୁଙ୍କୁ କରୁଛି ଶିକାର

ବ୍ରହ୍ମପୁର: ଗାଁରେ ବୁଲୁଛି ମହାବଳ ବାଘ। ଗୃହପାଳିତ ପଶୁଙ୍କୁ କରୁଛି ଶିକାର। କ୍ୟାମେରାରେ କଏଦ ହେଲା ଦୃଶ୍ୟ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ନରସିଂହଗଡ଼ ଗାଁରେ ମହାବଳ ବାଘ ବୁଲୁଥିବା ନଜର ଆସିଛି। ଗଜପତି ଜିଲ୍ଲା ଢେପାଗୁଡା ପଂଚାୟତ କୃଷ୍ଣପୁର ଗାଁ ନିକଟରେ ଗାଈକୁ ବାଘ ମାରି ଖାଇଥିବା…

‘ରନ୍ ଫର୍ ୟୁନିଟି’: ଲୋକଙ୍କ ସହ ମିଶି ଦୌଡିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଛି 'ରନ୍ ଫର୍ ୟୁନିଟି' କାର୍ଯ୍ୟକ୍ରମ l କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, କ୍ରୀଡ଼ାମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଅଛନ୍ତି l ସର୍ଦ୍ଦାର…