Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦଲାଲମୁକ୍ତ ହୋଇ ପାରିଲେ ଦାଦନ ବିସ୍ଥାପନ ସମସ୍ୟା କିଛି ମାତ୍ରାରେ କମିବ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଦାଦନ ବିସ୍ଥାପନ ସମସ୍ୟାର ନିରାକରଣ ନିମନ୍ତେ ଗଠିତ ଟାସ୍କଫୋର୍ସର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ…

ଡ୍ୟୁଟିରେ ଖିଲାପ କରି ରେଭିନ୍ୟୁ ସୁପରଭାଇଜର ନିଲମ୍ୱିତ

ତିହିଡ଼ି: ବାତ୍ୟା ‘ଦାନା’ ସମୟରେ ଠିକ  ଡ୍ୟୁଟି ନକରି ନିଲମ୍ୱିତ ହୋଇଛନ୍ତି ଜଣେ ରେଭିନ୍ୟୁ ସୁପରଭାଇଜର ବିକାଶ କୁମାର ଦାସ। ସେ ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲରେ କାର୍ଯ୍ୟରତ ଥିଲେ ମଧ୍ୟ ବାତ୍ୟା ‘ଦାନା’ ଡ୍ୟୁଟି ସମୟରେ ମଦ୍ୟପାନ, ଦୁର୍ବ୍ୟବହାର ଓ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅବମାନନା…

ଓଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ କେଉଁ ବିଭାଗ…

ଭୁବନେଶ୍ୱର: ଓଡିଶା ସରକାର ସୋମବାର ଦିନ ୧୧ ଜଣ ଓଏଏସ ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ଶଳୈନ୍ଦ୍ର କୁମାର ଜେନାଙ୍କୁ ମିଶନ ଶକ୍ତି ଯୁଗ୍ମ ସଚିବ ଭାବରେ ବଦଳି କରାଯାଇଛି। ସେ କ୍ରୀଡା ଏବଂ ଯୁବ ସେବା ବିଭାଗରେ ଯୁଗ୍ମ ସଚିବ…

ଶିମିଳିପାଳରେ ମହାରାଷ୍ଟ୍ରର ବାଘୁଣୀ

ବାରିପଦା: ମହାରାଷ୍ଟ୍ରର ତାଡୋବା-ଅନ୍ଧାରୀ ଟାଇଗର ରିଜର୍ଭରୁ ଆସିଥିବା ବାଘୁଣୀକୁ ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର କୋର୍ ଅଞ୍ଚଳର ଏକ ଏନକ୍ଲୋଜରରେ ଛାଡି ଦିଆଯାଇଛି। ଟ୍ରାନ୍ସଲୋକେସନ୍ ପ୍ରୋଜେକ୍ଟ ଅଧୀନରେ ୧୦୦୦ କିଲୋମିଟରରୁ ଅଧିକ ରାସ୍ତା ଅତିକ୍ରମ କରି…

‘ଆମେ ସେମାନଙ୍କୁ କାଟି ଦେବୁ ଓ ମାଟିରେ ପୋତିବୁ’: ଚର୍ଚ୍ଚାରେ ମିଥୁନଙ୍କ ବିବାଦୀୟ ବୟାନ

କୋଲକାତା: ବଙ୍ଗଳାରେ ହେବାକୁ ଯାଉଛି ଉପନିର୍ବାଚନ। ଆସନ୍ତା ମାସରେ ରାଜ୍ୟର ୬ଟି ବିଧାନସଭା ଆସନରେ ଉପ ନିର୍ବାଚନ ହେବ। ଉପ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ରାଜନୀତିକ ବାତାବରଣ ସରଗରମ ହୋଇଉଠିଛି। ଶାସିତ ଦଳ ଟିଏମସି ଓ ବିରୋଧୀ ବିଜେପି ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି। ଏହାରି ଭିତରେ…

ରାଜଧାନୀର ୨୫ଟି ସ୍ଥାନରେ ଖୋଲିବ ଅସ୍ଥାୟୀ ବାଣ ଦୋକାନ

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀର ୨୫ଟି ସ୍ଥାନରେ ବାଣ ବିକ୍ରୟ ପାଇଁ ଅସ୍ଥାୟୀ ବଜାର ଖୋଲିବା ପାଇଁ ଅନୁମତି ଦିଆଯାଇଛି। ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ସୋମବାର ସୂଚନା ଦେଇଛନ୍ତି। ଦୋକାନରେ ୩୦୦ କେଜିରୁ ଅଧିକ ବାଣ ରଖିପାରିବେ ନାହିଁ। ଡିସିପି କହିଛନ୍ତି, ଅସ୍ଥାୟୀ ବାଣ ଦୋକାନ…

୩୦ ବର୍ଷ ପରେ କମ୍ ବ୍ୟାକ୍: ପୁଣି ସିନେମା ହଲରେ ‘କରନ ଅର୍ଜୁନ୍’

ମୁମ୍ବାଇ: ପୁଣି ସିନେମା ହଲକୁ ଆସିବାକୁ ଯାଉଛି ୧୯୯୫ର ବ୍ଲକ ବଷ୍ଟର, ଦୁଇ ଖାନ୍ ଭାଇଙ୍କ ସୁପରହିଟ୍ ଯୋଡି କରନ- ଅର୍ଜୁନ୍ । ପୁଣି ମୁକ୍ତିଲାଭ କରିବାକୁ ଯାଉଛି ଶାହାରୁଖ ଖାନ୍, ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ‘କରନ ଅର୍ଜୁନ’ । ଆସନ୍ତା ନଭେମ୍ବରରେ ଏହା ପୁଣି ଥରେ ସିନେମା ହଲରେ ରି-ରିଲିଜ୍…

ସରକାର ଛଟେଇ ବନ୍ଦ କରନ୍ତୁ, ଆମକୁ ଏନଏଚଏମରେ ଆଡ୍ କରାଯାଉ

ଭୁବନେଶ୍ବର: ରୋଗୀମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ନର୍ସିଙ୍ଗ ଅଫିସର, ଏଏନଏମ, ଫାର୍ମାସିଷ୍ଟ ଓ ଏଲ.ଟି ମାନେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି। ଅନେକ ଦାବି ନେଇ ଆଜି ଲୋୟର ପିଏମଜିରେ ଧାରଣା ମଧ୍ୟ ଦେଉଛନ୍ତି। ମହାମାରୀ କୋଭିଡ ଭଳି ସଂକଟାପନ୍ନ ପରିସ୍ଥିତିରେ ସ୍ଵସ୍ତ୍ୟ ବିଭାଗର …

୨୦୨୫କୁ ନେଇ ବାବା ଭେଙ୍ଗାଙ୍କ ଚାଞ୍ଚଲ୍ୟକର ଭବିଷ୍ୟବାଣୀ

ନୂଆଦିଲ୍ଲୀ: ସାଧାରଣତଃ ଭବିଷ୍ୟବାଣୀରେ ବିଶ୍ୱାସ ନକରିବାକୁ ପରାମର୍ଶ ଦିଆଯାଏ ଏବଂ କେହିକେହି ଏହାକୁ ଅନ୍ଧବିଶ୍ୱାସ ବୋଲି ବିବେଚନା କରିଥାନ୍ତି। କିଛି ଭବିଷ୍ୟଦବକ୍ତା ଅଛନ୍ତି ଯେଉଁମାନଙ୍କ ଭବିଷ୍ୟବାଣୀ ଆଜି ସତ୍ୟ ବୋଲି ପ୍ରମାଣିତ ହେଉଛି। ଏହିପରି ଭବିଷ୍ୟଦବକ୍ତାମାନଙ୍କ ମଧ୍ୟରେ…

କାହାକୁ ଭରସା କରିବେ ଝାଡ଼ଖଣ୍ଡ ଆଦିବାସୀ?

ନୂଆଦିଲ୍ଲୀ: ଜେଏମଏମର ଆଦିବାସୀ ଭୋଟବ୍ୟାଙ୍କ ଭାଙ୍ଗିପାରିବ କି ବିଜେପି? ହରିୟାଣା ବିଜୟ ପରେ ଜୋଶରେ ବିଜେପି । ଜେଏମଏମ ବିରୋଧରେ ଶାସନ ବିରୋଧୀ ହାଓ୍ବାକୁ ଅସ୍ତ୍ର କରି ଝାଡ଼ଖଣ୍ଡ ହାତେଇବାକୁ ଚଳାଇଛି ଉଦ୍ୟମ। ପଡୋଶୀ ରାଜ୍ୟ ଓଡିଶାରେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ପିଚ୍…