Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦେଶର ସୁରକ୍ଷା ପାଇଁ ଟଳି ପଡିଲା ଆର୍ମି କୁକୁର ‘ଫ୍ୟାଣ୍ଟମ୍’

ଶ୍ରୀନଗର: ଦେଶର ଅଖଣ୍ଡତା ଓ ସୁରକ୍ଷା ପାଇଁ ସେନାର ଯବାନ ସର୍ବୋଚ୍ଚ ବଳିଦାନ ଦେବାକୁ ପଛାନ୍ତି ନାହିଁ। ହେଲେ ଗତକାଲି ଦେଶ ସେବାରେ ପ୍ରାଣବଳୀ ଦେଇଛି ଭାରତୀୟ ସେନାର ଏକ ପ୍ରଶିକ୍ଷିତ କୁକୁର 'ଫ୍ୟାଣ୍ଟମ୍'। ବିଶେଷ ଭାବେ ଆତଙ୍କୀ ଅପରେସନରେ ଅଂଶଗ୍ରହଣ କରି ସେନାକୁ ସହୟତା କରିବାକୁ…

ଗାଁରେ ବୁଲୁଛି ମହାବଳ ବାଘ, ଗୃହପାଳିତ ପଶୁଙ୍କୁ କରୁଛି ଶିକାର

ବ୍ରହ୍ମପୁର: ଗାଁରେ ବୁଲୁଛି ମହାବଳ ବାଘ। ଗୃହପାଳିତ ପଶୁଙ୍କୁ କରୁଛି ଶିକାର। କ୍ୟାମେରାରେ କଏଦ ହେଲା ଦୃଶ୍ୟ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ନରସିଂହଗଡ଼ ଗାଁରେ ମହାବଳ ବାଘ ବୁଲୁଥିବା ନଜର ଆସିଛି। ଗଜପତି ଜିଲ୍ଲା ଢେପାଗୁଡା ପଂଚାୟତ କୃଷ୍ଣପୁର ଗାଁ ନିକଟରେ ଗାଈକୁ ବାଘ ମାରି ଖାଇଥିବା…

‘ରନ୍ ଫର୍ ୟୁନିଟି’: ଲୋକଙ୍କ ସହ ମିଶି ଦୌଡିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଛି 'ରନ୍ ଫର୍ ୟୁନିଟି' କାର୍ଯ୍ୟକ୍ରମ l କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, କ୍ରୀଡ଼ାମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଅଛନ୍ତି l ସର୍ଦ୍ଦାର…

ଦୀପାବଳି ପୂର୍ବରୁ ଅଘଟଣ: ମନ୍ଦିରରେ ଆତସବାଜି ବେଳେ ବିସ୍ଫୋରଣ, ୧୫୦ରୁ ଅଧିକ ଆହତ

ଥିରୁବନନ୍ତପୁରମ୍: ଦୀପାବଳି ପୂର୍ବରୁ ଅଘଟଣ। ମନ୍ଦିରରେ ବିସ୍ଫୋରଣ। ଆତସବାଜି ବେଳେ ହେଲା ଭୟଙ୍କର ଦୁର୍ଘଟଣା। ନିଆଁ ଲାଗି ୧୫୦ରୁ ଅଧିକ ଆହତ ହୋଇଛନ୍ତି। କେରଳର କାସରାଗୋଡ ଜିଲ୍ଲାର ନୀଲେଶ୍ୱର ନିକଟସ୍ଥ ଏକ ମନ୍ଦିରରେ ଆତସବାଜି ସମୟରେ ଏଭଳି କିଛି ଦୁର୍ଘଟଣା ଘଟିଛି। ସୋମବାର ବିଳମ୍ବିତ…

ଭୁବନେଶ୍ୱର ଆସି ବିବାଦରେ ଫଶିଲେ ଶିଳ୍ପା ସେଟ୍ଟୀ

ଭୁବନେଶ୍ୱର: ବିବାଦରେ ଫଶିଲେ ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ସୋମବାର ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ ଶିଳ୍ପା । ଏହି ସମୟ ମଧ୍ୟରେ ସେ ବାବା ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଯାଇଥିଲେ । ଏହି ସମୟରେ ସେ ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଉଠାଇ…

ଆଜି ଧନତେରାସ, ଗହଣା ଦୋକାନରେ ଜମିବ ଭିଡ, ଜାଣନ୍ତୁ କେତେ ରହିଛି ସୁନା ଦର

ଭୁବନେଶ୍ଵର: ଆଜି ହେଉଛି ଧନତେରାସ। ଆଉ ଆଜିଠୁ ଆରମ୍ଭ ହୋଇଥାଏ ଆଲୋକର ପର୍ବ ଦୀପାବଳି । ଶାସ୍ତ୍ର ଅନୁସାରେ ଧନତେରାସ ଦିନ ସମୁଦ୍ର ମନ୍ଥନ ସମୟରେ ଦେବତାଙ୍କ ଚିକିତ୍ସକ ଭଗବାନ ଧନ୍ବନ୍ତରୀ ଅମୃତ କଳସ ନେଇ ପ୍ରକଟ ହୋଇଥିଲେ। ଧନତେରାସ ଭଗବାନ ଧନ୍ବନ୍ତରୀଙ୍କ ପୂଜା ସହ ଧନ-ଧାନ୍ୟ ବର୍ଷା କରିବାର…

ସ୍କୁଲ ବସ ସହ ଯାତ୍ରୀବାହୀ ବସ ଧକ୍କା, ୧୦ ଛାତ୍ରୀ ଆହତ

କଟକ: କଟକ ଖାନନଗର ଟ୍ରାଫିକ ଛକରେ ଦୁର୍ଘଟଣା । ଆଜି ସକାଳେ ଏକ ସ୍କୁଲ ବସ୍‌ ସହ ଯାତ୍ରୀବାହୀ ବସ୍‌ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୧୦ ଜଣ ଛାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଯାତ୍ରୀବାହୀ ବସ ଟି ଫେରାର…

ଭୟଙ୍କର ବିଷାକ୍ତ ବାଣ ଧୂଆଁ: ହୋଇପାରେ ଆଖି ସମସ୍ୟା, ଜାଣନ୍ତୁ ..

ଭୁବନେଶ୍ୱର: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଦୀପାବଳିରେ ଆଲୋକ ସାଙ୍ଗକୁ ଅଧିକାଂଶ ଲୋକ ବାଣ ଫୁଟେଇ ଖୁବ ଖୁସି ଅନୁଭବ କରିଥାନ୍ତି। ବିଭିନ୍ନ ପ୍ରକାରର ବାଣ ଆଖିକୁ ସୁନ୍ଦର ଦେଖ ଯାଉଥିଲେ ମଧ୍ୟ ସେଥିରୁ ବାହାରୁଥିବା ଧୂଆଁ ଆଖିର କ୍ଷତି କରିଥାଏ। ଏଥିରୁ ନିର୍ଗତ ଧୂଆଁରେ ଥିବା ରାସାୟନିକ…

ବନ୍ୟାରୁ ରକ୍ଷା ପାଇଁ ନୂଆ ଯୋଜନା, ଖର୍ଚ୍ଚ ହେବ ୨୦୦ କୋଟି

ଭୁବନେଶ୍ବର : ଅଧିକ ଜଳପ୍ରବାହ ଯୋଗୁ ରାଜ୍ୟର ତଳିଆ ଅଞ୍ଚଳରେ ସୃଷ୍ଟି ହେଉଥିବା ବନ୍ୟା ପରିସ୍ଥିତିକୁ ରୋକିବା ଉଦ୍ଦେଶ୍ୟରେ ସରକାର ଏକ ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ୫ ବର୍ଷରେ ଖର୍ଚ୍ଚ କରାଯିବ ୨୦୦କୋଟି। ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଏହି ଅର୍ଥ ବହନ କରିବେ। ‘ବନ୍ଧ…

ହସପିଟାଲରୁ ୧୦୦ ହମାସ ଆତଙ୍କବାଦୀ ଗିରଫ

ଗାଜା: ହମାସକୁ ଟାର୍ଗେଟ କରୁଥିବା ଇସ୍ରାଏଲ ସେନାକୁ ମିଳିଛି ବଡ଼ ସଫଳତା । ଉତ୍ତର ଗାଜାର କମଲ ଅଦୱାନ ହସ୍ପିଟାଲରେ ଚଢ଼ାଉ କରିଛି ସେନା। ପ୍ରାୟ ୧୦୦ ସନ୍ଦିଗ୍ଧ ହମାସ ଆତଙ୍କବାଦୀଙ୍କୁ ଗିରଫ କରିଛି ଇସ୍ରାଏଲ ସେନା । ଏ ସଂପର୍କରେ ଇସ୍ରାଏଲ ସୁରକ୍ଷା ବାହିନୀ ସୋମବାର ସୂଚନା ଦେଇଛି।…