Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭୁଶୁଡ଼ିଲା ନିର୍ମାଣାଧୀନ ହୋଟେଲର ଛାତ, ଜଣେ ମୃତ

ଢେଙ୍କାନାଳ: ଢେଙ୍କାନାଳ ସହର ଅନ୍ତର୍ଗତ ମହିଷାପାଟରେ ୫୫ ନମ୍ବର ନ୍ୟାସନାଲ ହାଇ ୱେ କଡ଼ରେ ଥିବା ଏକ ନିର୍ମାଣାଧୀନ ୫ ମହଲା ବିଶିଷ୍ଟ ହୋଟେଲର ଛାତ ଭୁଶୁଡିଛି।ଏହି ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।  ନିର୍ମାଣାଧୀନ କୋଠା ପୋର୍ଟିକର ଛାତ…

ଇଭିଏମ ସିଲ୍ ପାଇଁ ଇସିଆଇଙ୍କୁ ଭେଟିଲା କଂଗ୍ରେସ

ନୂଆଦିଲ୍ଲୀ: ହରିୟାଣାରେ ପରାଜୟ ପରେ ଭୋଟ ଗଣତି ଓ ଇଭିଏମ ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ। ସେନେଇ ଦଳ ଆଜି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି। ଦଳର ବରିଷ୍ଠ ନେତା କେସି ଭେନୁଗୋପାଲ, ପବନ ଖେଡା, ଜୟରାମ ରମେଶ  ଓ ଅଜୟ ମାକନ ପ୍ରମୁଖଙ୍କୁ ନେଇ ଗଠିତ ଟିମ ଦିଲ୍ଲୀରେ ଇସିଆଇଙ୍କୁ ଭେଟିଛି।…

ବାଲୁକା କଳାରେ ଦୁର୍ଗା ପୂଜା ଶୁଭେଛା

ପୁରୀ: ପବିତ୍ର ଦୂର୍ଗାପୂଜା ଅବସରରେ ବାଲୁକା ଚିତ୍ର କଳା ମାଧ୍ୟମରେ ସାରା ଦେଶବାସୀଙ୍କୁ ଶୁଭେଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବିଚ୍ ର ନୀଳାଦ୍ରି ବେଳାଭୂମିରେ ସେ ଏହି ବାଲୁକା ଚିତ୍ର କଳା ନିର୍ମାଣ କରିଛନ୍ତି। ଯାହାକି ବେଶ୍ ଆକର୍ଷଣୀୟ ହୋଇଛି। ମା'…

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: ୨୦୨୮ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ନୂଆଦିଲ୍ଲୀ: ପୁଣି ମାଗଣା ମିଳିବ ଚାଉଳ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଖାଦ୍ୟ ଆଇନ ଓ ଅନ୍ୟାନ୍ୟ ସରକାରୀ ଯୋଜନା ଅଧୀନରେ ଦିଆଯାଉଥିବା ମାଗଣା ପୋଷଣଯୁକ୍ତ ଚାଉଳ ବଣ୍ଟନ ପ୍ରକ୍ରିୟା ଆସନ୍ତା ୨୦୨୮ ଯାଏ ଜାରି ରହିବ। ଆଜି କ୍ୟାବିନେଟ ବୈଠକରେ ଏଥିପାଇଁ ୧୭ ହଜାର ୨୮ କୋଟି ଟଙ୍କାର ବ୍ୟୟବରାଦ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆବାସରେ ଡବଲ୍ ତାଲା ପକାଇଲା ପିଡବ୍ଲ୍ୟୁଡି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆବାସକୁ ନେଇ ପୁଣି  ବଢିଛି ବିବାଦ । ଦିଲ୍ଲୀ ୬ ଫ୍ଲାଗ୍ ଷ୍ଟାଫ୍ ରୋଡ୍ ସ୍ଥିତ ମୁଖ୍ୟମନ୍ତ୍ରୀ ଆବାସରେ ତାଲା ମାରିଛି ପିଡବ୍ଲ୍ୟୁଡି । ଘରର ଗେଟ୍‌ରେ ବିଭାଗ ପକ୍ଷରୁ ପଡିଛି ଡବଲ୍ ତାଲା । ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏହି…

ବିଗିଡିଲା ରତନ ଟାଟାଙ୍କ ସ୍ବାସ୍ଥ୍ୟବସ୍ଥା, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭେଟେରାନ ଶିଳ୍ପପତି ତଥା ଟାଟା ସନ୍ସ ଚେୟାରମ୍ୟାନ୍ ରତନ ଟାଟାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଲା। ସେ ମୁମ୍ବାଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବୁଧବାର ଦିନ ରତନ ଟାଟା ମୁମ୍ବାଇର ଏକ…

ମାଲାୟାଲମ୍ ଅଭିନେତା ଟିପି ମାଧବନ୍‌ଙ୍କ ଦେହାନ୍ତ

ମୁମ୍ଵାଇ: ମାଲାୟାଲମ୍ ଚଳଚ୍ଚିତ୍ରର ଜଣାଶୁଣା ଅଭିନେତା ଟିପି ମାଧବନ୍‌ଙ୍କ ପରଲୋକ । ଦେହାନ୍ତ ଖବରରେ ସମଗ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଭେଟେରାନ ଅଭିନେତା ୮୮ ବର୍ଷ ବୟସରେ କେରଳ କୋଲାମର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପଠାନପୁରମର ଗାନ୍ଧୀ ଭବନରେ…

ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର

ନୂଆଦିଲ୍ଲୀ: ୨୦୨୪ ବର୍ଷ ପାଇଁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ରୟାଲ ସ୍ବଡେଶ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ ବୁଧବାର କୁହାଯାଇଛି ଯେ ରସାୟନ ବିଜ୍ଞାନରେ ଡେଭିଡ ବେକର, ଡେମିସ ହାସାବିସ ଏବଂ ଜନ୍ ଏମ ଜମ୍ପରଙ୍କୁ ପ୍ରଦାନ କରାଯିବ। 'କମ୍ପ୍ୟୁଟେସନ୍ ପ୍ରୋଟିନ୍ ଡିଜାଇନ୍'…

ହିନ୍ଦୁ ରାଜାଙ୍କ ପରେ କିଏ ସମ୍ଭାଳିଥିଲା କଶ୍ମୀରର ଶାସନ ଭାର, କିପରି ହୋଇଥିଲା ନିର୍ବାଚନ?

ଶ୍ରୀନଗର: କଶ୍ମୀର ହେଉଛି ଭାରତର ଏକ ବିବାଦୀୟ ଅଞ୍ଚଳ । ଏହାର ଇତିହାସ ରାଜା, ମହାରାଜା ଏବଂ ରାଜନୈତିକ ନେତାଙ୍କ ମଧ୍ୟରେ ସଂଘର୍ଷରେ ପରିପୂର୍ଣ୍ଣ । ଭାରତ ସ୍ବାଧୀନ ସମୟରେ କଶ୍ମୀର ରାଜାଙ୍କର ସ୍ବାଧୀନ ରାଜ୍ୟ ଥିଲା । ହିନ୍ଦୁ ମହାରାଜା ହରି ସିଂଙ୍କ ଶାସନ ପରେ କଶ୍ମୀରର ଶାସନ ଭାର କାହା…

ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର: ଦୁର୍ଗାପୂଜା ପୂର୍ବରୁ ଅର୍ଥାତ୍ ଆଜି ‘ସୁଭଦ୍ରା’ ଯୋଜନାର ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ କିସ୍ତି ଟଙ୍କା ଖାତାକୁ ଆସିଥିବାବେଳେ, ତୃତୀୟ ପର୍ଯ୍ୟାୟ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ…