Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର: ଦୁର୍ଗାପୂଜା ପୂର୍ବରୁ ଅର୍ଥାତ୍ ଆଜି ‘ସୁଭଦ୍ରା’ ଯୋଜନାର ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ କିସ୍ତି ଟଙ୍କା ଖାତାକୁ ଆସିଥିବାବେଳେ, ତୃତୀୟ ପର୍ଯ୍ୟାୟ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ…

ଦୁର୍ଗା ପୂଜା ପାଇଁ ଇକୋ-ଫ୍ରେଣ୍ଡଲି ଗାଇଡଲାଇନ ଜାରି କଲା ବିଏମସି

ଭୁବନେଶ୍ୱର: ଓଡ଼ିଶା ରାଜଧାନୀରେ କିପରି ଶାରଦୀୟ ଦୁର୍ଗା ପୂଜା ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ଓ ଏହା ସହ କିପରି ପରିବେଶ ଅନୁକୂଳ ରହିବ ସେନେଇ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଏନେଇ ବୁଧବାର ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଦ୍ୱାରା ଏକ ନିର୍ଦ୍ଦେଶନାମା ଜାରି…

ଜାମ୍ମୁ କାଶ୍ମୀର ନିର୍ବାଚନ ଫଳ : ଉମରଙ୍କ ରାଜନୈତିକ ଜୀବନରେ ନୂଆ ମୋଡ

ଜାମ୍ମୁ ଓ କାଶ୍ମୀରର ଐତିହାସିକ ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଂଟକୁ ମିଳିଛି ସ୍ପଷ୍ଟ ବହୁମତ । ଏନସି ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ପୁଅ ଉମର ଅବଦୁଲ୍ଲା ପୁଣି ଥରେ ହେବେ ଜାମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ । ୨୦୦୯ରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ଉମର…

ହରାଇ ଦେଲେ ହୁଡ୍ଡା?

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ପରେ ଏଜଜିଟ୍ ପୋଲ୍‌ର ପୂର୍ବାନୁମାନରେ ବେଶ୍ ଉତ୍ସାହିତ ହୋଇପଡିଥିଲେ କଂଗ୍ରେସ ନେତା । ସ୍ପଷ୍ଟ ବହୁମତ ସହ କଂଗ୍ରେସ କ୍ଷମତାକୁ ଫେରିବ । ଏହି ପୂର୍ବାନୁମାନ କରିଥିଲେ ସବୁ ଏକଜିଟ୍ ପୋଲ୍ । ସମ୍ଭାବ୍ୟ ବିଜୟରେ ଆରମ୍ଭ ହୋଇଯାଇଥିଲା…

ନଭେମ୍ବର ୩ରୁ ବନ୍ଦ ହେବ କେଦାରନାଥ ଧାମ

ରୁଦ୍ରପ୍ରୟାଗ: ଶୀତ ଋତୁର ଆଗମନ ହେବାକୁ ଥିବା ବେଳେ କେଦାରନାଥ ଧାମର ଦ୍ବାର ବନ୍ଦ ହେବାର ତାରିଖ ଘୋଷଣା କରାଯାଇଛି। ଚଳିତ ବର୍ଷ ମେ ମାସରେ ଭକ୍ତମାନଙ୍କ ପାଇଁ କେଦାରନାଥ ଧାମର ଦ୍ୱାର ଖୋଲା ଯାଇଥିଲା। ଅଦ୍ୟାବଧି ୧୩ ଲକ୍ଷରୁ ଅଧିକ ଭକ୍ତ ଦର୍ଶନ ପାଇଁ କେଦାରନାଥ ଧାମରେ ​​ପହଞ୍ଚିଛନ୍ତି।…

କାହିଁକି ଏକଜାଟ୍ ହେଉନି ଏକଜିଟ୍ ପୋଲ୍?

ନୂଆଦିଲ୍ଲୀ: ହରିୟାଣାରେ କଂଗ୍ରେସ ସୁନାମି। ହାତକୁ ମିଳିବ ହରିୟାଣା ଭୋଟରଙ୍କ ସାଥ୍। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଏଭଳି ଆକଳନ କରିଥିଲେ ଅଧିକାଂଶ ଏକଜିଟ୍ ପୋଲ ସର୍ଭେ କରିଥିବା ସଂସ୍ଥା । ହେଲେ ବିଜୟ ମୁହଁରୁ ପରାଜୟ ହିଁ ପାଇଛି କଂଗ୍ରେସ। ହରିୟାଣାରେ ବିଜେପି ହ୍ୟାଟ୍ରିକରେ…

‘କଂଗ୍ରେସ ସହ ଦିଲ୍ଲୀରେ ମେଣ୍ଟ କରିବନି ଆପ୍’

ନୂଆଦିଲ୍ଲୀ: ହରିୟାଣା ନିର୍ବାଚନରେ କଂଗ୍ରେସ ଓ ଆପ୍ କୁ ପରାଜୟର ସ୍ବାଦ ଚାଖିବାକୁ ମିଳିଛି । ଯାହାକୁ ନେଇ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକାକୀ ଆମ୍ ଆଦମୀ ପାର୍ଟି ଲଢ଼ିବ ବୋଲି ଆଜି ଦଳ ପକ୍ଷରୁ ସ୍ପଷ୍ଟ ହୋଇଛି । ଆପ୍‌ ମୁଖପାତ୍ର ପ୍ରିୟଙ୍କା କକ୍କଡ ଏନେଇ ସ୍ପଷ୍ଟ କରିଛନ୍ତି । ଏହା ସହ ସେ…

ପୁଣି ଭିଡିଓ ଭାଇରାଲ୍ ପୁଣି ବିବାଦ

ପୁରୀ: ପୁଣି ବିବାଦରେ ସତ୍ୟବାଦୀ ବିଜେପି ବିଧାୟକ ଓମପ୍ରକାଶ ମିଶ୍ର। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ତେଜିଲାଣି ରାଜନୀତି । ଯୁବତୀଙ୍କ ସହ ବିଧାୟକଙ୍କ ସଂପର୍କ କଣ? ଭିଡିଓରେ ବ୍ଲାକମେଲିଂ କଥା କୁହାଯାଉଥିବା ବେଳେ, କିଏ କାହାକୁ ବ୍ଲାକମେଲିଂ କରୁଛି? ଭିଡିଓକୁ ନେଇ ଓମପ୍ରକାଶ…

‘ଭୁଲ୍‌‌ ଭୁଲେୟା-୩’ ଟ୍ରେଲର ଆଉଟ୍; ଦୁଇ ମଞ୍ଜୁଲିକାଙ୍କ ସହ ହେବ କାର୍ତ୍ତିକଙ୍କ ସାମ୍ନା

ମୁମ୍ବାଇ: ୨୦୨୪ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୁଲ୍‌‌ ଭୁଲୈୟା-୩’ର ଟ୍ରେଲର ରିଲିଜ ହୋଇଛି। ବୁଧବାର ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଭୁଲ୍‌‌ ଭୁଲେୟା-୩'ର ଟ୍ରେଲର ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ 'ରୁହ ବାବା' ଗୋଟିଏ ନୁହେଁ ଦୁଇଟି…

ମନି ଲଣ୍ଡରିଂ ମାମଲା; ଇଡି ନୋଟିସକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଶିଳ୍ପା ଶେଟ୍ଟୀ-ରାଜ କୁନ୍ଦ୍ରା

ମୁମ୍ଵାଇ: ପୁଣି ଅଡୁଆରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ତାଙ୍କ ସ୍ୱମୀ ରାଜ କୁନ୍ଦ୍ରା। ନିକଟରେ ତାଙ୍କ ବିରୋଧରେ ମୁଜାଫରପୁର ସିଜେଏମ୍ କୋର୍ଟରେ ଏକ ଅଭିଯୋଗ ଦାଖଲ କରାଯାଇଛି। ଚାରି ଜଣଙ୍କ ବିରୋଧରେ ଏହି ଅଭିଯୋଗ ହୋଇଛି। ଏହି ସମୟରେ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ…