Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅପରାଧୀଙ୍କ ପାଇଁ ସ୍ୱର୍ଗଠାରୁ କମ୍ ନୁହେଁ ଏହି ଦେଶ, ସମସ୍ତ ପଳାତକ ଏଠାରେ ନିଅନ୍ତି ଆଶ୍ରୟ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଅପରାଧୀମାନେ ଅପରାଧ କରିବା ପରେ ଏପରି ଏକ ସ୍ଥାନରେ ଲୁଚାଇବାକୁ ଚାହାଁନ୍ତି ଯେଉଁଠାରେ ପୋଲିସ ସେମାନଙ୍କୁ ଖୋଜି ପାଇପାରିବ ନାହିଁ। ଯଦିଓ ସେମାନଙ୍କ ସନ୍ଧାନ ପାଇବେ କିନ୍ତୁ ଅପରାଧୀଙ୍କ ନିକଟକୁ ଯାଇ ଧରିପାରିବ ନାହିଁ। ଅନେକ ଅପରାଧୀ ସେମାନଙ୍କର ଉଦ୍ଦେଶ୍ୟରେ ସଫଳ…

କ୍ୟାଟ୍ରିନାଙ୍କୁ ଡାଏବେଟିସ୍ ! ହାତରେ କଳା ପ୍ୟାଚ୍ ଦେଖି ଚିନ୍ତାରେ ଫ୍ୟାନ୍ସ

ମୁମ୍ଵାଇ: ବଲିଉଡ୍‌ର ବାର୍ବିଡଲ୍‌ କ୍ୟାଟ୍ରିନା କୈଫଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ଅଛନ୍ତି ପ୍ରଶଂସକ। କାରଣ ତାଙ୍କ ହାତରେ ଏକ କଳା ପ୍ୟାଚ୍ ଦେଖିବାକୁ ମିଳିଛି। ଏହି କଳା ଦାଗ ମଧୁମେହ ରୋଗ ଥିଲେ ଦେଖିବାକୁ ମିଳେ। ଯାହାକୁ ଦେଖି ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ…

ପୂରିଲା ବର୍ଷେ ହେଲେ ପଡୁନି ପୂର୍ଣ୍ଣଚ୍ଛେଦ: ଭାରି ପଡୁଛି ଇସ୍ରାଏଲ, ହାରୁନାହିଁ ହମାସ

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ପାଲେଷ୍ଟିନୀୟ ଉଗ୍ରବାଦୀ ସଂଗଠନ ହମାସର ଆକ୍ରମଣକୁ ବର୍ଷେ ପୂରିଛି । ବର୍ଷକ ତଳେ ଇସ୍ରାଏଲ ଭିତରେ ପଶି ହମାସ ଅତର୍କିତ ଭାବେ ଭୟାବହ ଆକ୍ରମଣ କରିଥିଲା । ଆକ୍ରମଣରେ ୧୨ଶହରୁ ଅଧିକ ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଆହତ ହୋଇଥିଲେ ।  ମହିଳା ଓ…

ନକ୍ସଲ ନିପାତ ପାଇଁ ବ୍ଲୁ ପ୍ରିଣ୍ଟ: ଶାହା କହିଲେ, ଏବେ ଅନ୍ତିମ ପ୍ରହାର…

ନୂଆଦିଲ୍ଲୀ: ଦେଶରୁ ୨୦୨୬ ମାର୍ଚ୍ଚ ସୁଦ୍ଧା ନିପାତ ହେବେ ନକ୍ସଲ । ବାମପନ୍ଥୀ ଉଗ୍ରବାଦ ଏବେ ଅନ୍ତିମ ଚରଣରେ ପହଞ୍ଚିଛି । ଏବେ ଅନ୍ତିମ ପ୍ରହାରର ସମୟ….ଆଜି ଦିଲ୍ଲୀରେ ନକ୍ସଲ ମୁକାବିଲା ବୈଠକରେ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ରଣହୁଙ୍କାର ଭରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ…

କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୭ ମୃତ

କୋଲକାତା: କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ। ପ୍ରାଣ ହରାଇଲେ ୭ ଶ୍ରମିକ। ସେହିପରି ଅନେକ ଆହତ ହୋଇଛନ୍ତି। ପଶ୍ଚିମବଙ୍ଗର ବୀରଭୂମରେ ଘଟିଛି ଏହି ବିସ୍ଫୋରଣ। ବୀରଭୂମ ଜିଲ୍ଲା ଲୋକପୁର ପୁଲିସ ଷ୍ଟେସନ ଅଞ୍ଚଳରେ ଏହି ଅଘଟଣ ଘଟିଛି। ତେବେ  ଏହାର  କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ।…

ପୁଣି ରାଜଭବନ ଆଗରେ ଗର୍ଜିଲା ଛାତ୍ର କଂଗ୍ରେସ

ଭୁବନେଶ୍ବର: ପୁଣି ରାଜଭବନ ଆଗରେ ଗର୍ଜିଲା ଛାତ୍ର କଂଗ୍ରେସ । ପୁରୀ ରାଜଭବନରେ ସେ କଳା ରାତିର ଘଟଣାକୁ ନେଇ ରାଜ୍ୟପାଳ ରଘୁବର ଦାସଙ୍କ ପୁଅର ଗିରଫ ଦାବିରେ ଆଜି ରାଜଭବନ ଆଗରେ ପୁଣି ଯୁବ ଏବଂ ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେବେ ରାଜ୍ୟ ପୁଅଙ୍କୁ ଗିରଫ କରାଯାଉଛି ସେନେଇ…

ଲାଲୁ ପରିବାରଙ୍କୁ ମିଳିଲା ଆଶ୍ବସ୍ତି, ଜାମିନ ଦେଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ:ଲାଲୁ ପରିବାରଙ୍କୁ ମିଳିଲା ବଡ ଆଶ୍ବସ୍ତି । ଜମି ନେଇ ଚାକିରୀ ଦେବା ମାମଲାରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଆରଜେଡି ମୁଖିଆ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପୁଅ ତେଜସ୍ବି ଯାଦବ ଏବଂ ତେଜ ପ୍ରତାପ ଯାଦବଙ୍କ ସମେତ ୯ ଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି । ତେବେ ପ୍ରତ୍ୟେକଙ୍କୁ ୧…

ଆଜି ଆସିବ ସୁଭଦ୍ରା ସହାୟତାର ଟଙ୍କାଏ

ଭୁବନେଶ୍ବର: ପୁଣି ଆସିବ ସୁଭଦ୍ରା କିସ୍ତି । ଆଜି ମହିଳାଙ୍କ ଖାତାକୁ ଆସିବାରେ ପରୀକ୍ଷାମୂଳକ ଭାବେ ୧ ଟଙ୍କା । 'ସୁଭଦ୍ରା'ର ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟର ଆଜି ଆସିବ ୧ ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତେବେ ଆସନ୍ତା ୯ ତାରିଖରେ ଯୋଗ୍ୟ…

ତୀବ୍ର ହେଲା ଓଏସଏସଏସସିକୁ ବିରୋଧ: ରାସ୍ତାକୁ ଓହ୍ଲାଇଲେ ପରୀକ୍ଷାର୍ଥୀ

ଭୁବନେଶ୍ବର: ଓଏସଏସଏସସିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ପରୀକ୍ଷାର୍ଥୀ । ଓଏସଏସଏସସି ପରୀକ୍ଷା ବିଭ୍ରାଟକୁ ନେଇ ଭୁବନେଶ୍ବର ଲୋୟର ପିଏମ୍‌ଜିରେ  ଗର୍ଜିଲେ । ଆରଆଇ, ଏଆରଆଇ, ଅମିନ, ଆଇସିଡିସି ଭଳି ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ପରୀକ୍ଷା ବାତିଲ ଦାବିରେ…

ଆଲୋଚନା କଲେ ମନ୍ତ୍ରୀ, ସ୍ବାଭାବିକ ରହିବ ବସ୍ ଚଳାଚଳ

ଭୁବନେଶ୍ବର: ବନ୍ଦ ହେବନି ବସ୍ ଚଳାଚଳ । ଧର୍ମଘଟରୁ ଓହରିଲେ ବସ୍ ମାଲିକ ସଂଘ ।  ପରିବହନ ମନ୍ତ୍ରୀଙ୍କ ସହିତ ଆଲୋଚନା କରି ଆଶ୍ବାସନା ପାଇବା ବରେ ଧର୍ମଘଟ କରିବେ ନାହିଁ ବୋଲି ସୂଚନା ଦେଇଛନ୍ତି  ବସ୍ ମାଲିକ ସଂଘ । ତେବେ ଆଜି ସଂଧ୍ୟା ୭ଟାରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ପଶ୍ଚିମାଞ୍ଚଳ ଓ…