Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏହି ଟ୍ରେନରେ ଯାତ୍ରୀଙ୍କୁ ମିଳୁଛି ମାଗଣା ଓ ସ୍ବାଦିଷ୍ଟ ଖାଦ୍ୟ

ନୂଆଦିଲ୍ଲୀ: ଟ୍ରେନ୍ ରେ ଦୂର ସ୍ଥାନକୁ ଯାତ୍ରା ସମୟରେ ସମସ୍ତଙ୍କର ଗୋଟିଏ ଚିନ୍ତା ଥାଏ ଭଲ ଖାଇବା କେଉଁଠୁ ମିଳିବ । ଯାହା ସ୍ବାଦିଷ୍ଟ ସହ ସ୍ବାସ୍ଥ୍ୟପ୍ରଦ ମଧ୍ୟ ହେଇଥିବ । ତେବେ ଦେଶରେ ଏପରି ଏକ ଟ୍ରେନ୍ ଚଳାଚଳ କରୁଛି ଯେଉଁଥିରେ ଯାତ୍ରୀ ମାନେ ମାଗଣା, ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟକର ଖାଇବା…

ଏକଜିଟ୍ ପୋଲ…କାହିଁକି ବିଜେଡି ଏତେ ଉତ୍ସାହିତ?

ଭୁବନେଶ୍ବର: ହରିୟାଣା ଓ ଜାମ୍ମୁ-କାଶ୍ମୀର ଏକଜିଟ୍ ପୋଲରେ କଂଗ୍ରେସ କ୍ଷମତାକୁ ଫେରିବା ସଂକେତ । ବିଜେଡି ନେତା ଉତ୍ସାହିତ ! ଇଣ୍ଡିଆ ମେଣ୍ଟ ଆଡକୁ ଢଳୁଛି କି ବିଜେଡି ? ବଦଳିବ କି ବିଜେଡିର ସମଦୂରତା ମନ୍ତ୍ର? ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବୟାନ ପରେ ବିଜେଡିର ଆଗାମୀ ରଣନୀତିକୁ…

ଚୀନର ସ୍ପାଏ ବେଲୁନକୁ ନଷ୍ଟ କଲା ଭାରତ; ୫୫ ହଜାର ଫୁଟ ଉପରେ ଉଡୁଥିଲା

ନୂଆଦିଲ୍ଲୀ: ଚୀନର ସ୍ପାଏ ବେଲୁନକୁ ନଷ୍ଟ କରିଛି ଭାରତ । ଭାରତୀୟ ଏୟାରଫୋର୍ସ ଇଷ୍ଟର୍ଣ୍ଣ ଫ୍ରଣ୍ଟ ନିକଟରେ ପ୍ରାୟ ୫୫ହଜାର ଉଚ୍ଚ ଆକାଶରେ ଏକ ବେଲୁନ ଉଡୁଥିବା ଦେଖି ତୁରନ୍ତ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆଣ୍ଡମାନ ନିକୋବର ଦ୍ବୀପପୁଞ୍ଜ ନିକଟରେ ଏହା ଉଡୁଥିବା ଅବସ୍ଥାରେ ନଷ୍ଟ…

କେବେଠୁ ଅଛି ଚୁଇଂଗମ୍‌: ଏହାକୁ କେବେ ଓ କିଏ ତିଆରି କରିଥିଲେ ଜାଣନ୍ତି କି?

ଏହି ପ୍ରଶ୍ନ ବୋଧହୁଏ ଅନେକ ଲୋକଙ୍କ ମନକୁ ଆସେ କିଏ ବବୁଲ୍ ଗମ୍ ବା ଚୁଇଂଗମ୍‌ ଉଦ୍ଭାବନ କରିଥିଲେ ଏବଂ କିପରି? ଏହି ମିଠା ଏବଂ ଚୁଇଂଗମ୍‌କୁ ପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଚୋବାଇବାକୁ ପସନ୍ଦ କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଏହି ବବୁଲ୍ ଗାମର ଇତିହାସ କେତେ…

ପ୍ରସନ୍ନଙ୍କୁ କଡା ଉତ୍ତର ଦେଲେ ସମୀର, କହିଲେ କୋଣ ଠେସା ଭୁଲି ଗଲଣି…….

ଭୁବନେଶ୍ବର: ବିଜେଡି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ପୂର୍ବତନ ବିଜେପି ସଭାପତି ସମୀର ମହାନ୍ତି । ନିକ ଏକ୍ସ ଆକାଉଣ୍ଟରେ ପ୍ରସନ୍ନଙ୍କ ଉପରେ ବର୍ଷିଛନ୍ତି । ଏନେଇ ସମୀର କହିଛନ୍ତି, ଦଳର ପରାଜୟ ପରେ ହତୋତ୍ସାହିତ ହୋଇପଡ଼ିଛନ୍ତି । ଓଡ଼ିଆ ଲୋକଙ୍କ…

ମେଡିସିନ ପାଇଁ ଦୁଇ ଜଣଙ୍କୁ ମିଳିବ ନୋବେଲ

ନୂଆଦିଲ୍ଲୀ: ଚଳିତ ବର୍ଷ ପାଇଁ ବିଶ୍ୱର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଆଜି ଚିକିତ୍ସା କ୍ଷେତ୍ର ପାଇଁ ନୋବେଲ ବିଜେତାଙ୍କ ନାମ ଘୋଷଣା ହୋଇଛି। ଏଥର ଦୁଇ ଜଣ ମିଳିତ ଭାବେ ନୋବେଲ ପାଇବେ। ଏ ସମ୍ପର୍କରେ ଦ ନୋବେଲ ପ୍ରାଇଜ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରାଯାଇ ସୂଚନା…

ନବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ କଲମରୁ ମା’ଙ୍କ ପାଇଁ ପଦେ……

ନୂଆଦିଲ୍ଲୀ: ପୁଣି ଜଗଦମ୍ବା ମା’ଙ୍କ ଆଗମନରେ ମାଙ୍କୁ ସମର୍ପିତ କରି ଗୀତ ଲେଖିଲେ ପ୍ରଧାନମନ୍ତ୍ରୀ ମୋଦି । ନିଜ ଏକ୍ସ ହ୍ୟାଣ୍ଡେଲରେ ସେୟାର କଲେ ମା’ ଦୁର୍ଗାଙ୍କୁ ସମର୍ପିତ ଗୀତ ‘ଆଭତିକଲାୟ’ । ତେବେ ମହାରାଷ୍ଟ୍ର ଗସ୍ତରେ ଯାଇଥିବା ବେଳେ ମୋଦି ମା ଜଗଦମ୍ବା ମନ୍ଦିରରେ ପୂଜାଅର୍ଚ୍ଚନା…

ମହାକାଶରୁ ଭୋଟ୍ ଦେବେ ସୁନୀତା ୱିଲିୟମ୍ସ

ନୂଆଦିଲ୍ଲୀ: ମହାକାଶଚାରୀ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ମହାକାଶରୁ ଦେବେ ଭୋଟ୍। ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରୁ ସେ ତାଙ୍କ ଅଧିକାର ସାବ୍ୟସ୍ତ କରିବେ। ନଭେମ୍ବରରେ ୫ରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସେ ତାଙ୍କର ମତ ସାବ୍ୟସ୍ତ କରିବେ ବୋଲି ନାସା ସୂଚନା ଦେଇଛି।…

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ସୁବର୍ଣ୍ଣପୁର ଜିଲ୍ଲା ତେଲ ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଜଣେ ଠିକାଦାରଙ୍କ ଠାରୁ ବକେୟା ବିଲ କରିବା ପାଇଁ ସେ ୪୬ ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ହାତରେ…

ଜମ୍ମୁରେ ଏଲଜିଙ୍କ ନିଷ୍ପତି; ବିରୋଧୀଙ୍କ ସରକାର ଗଠନ ସ୍ୱପ୍ନ କରିବ ଚୁରମାର !

ଶ୍ରୀନଗର: ହରିଆଣା ଓ ଜମ୍ମୁକଶ୍ମୀରରେ କିଏ କରିବ ସରକାର। ୮ ତାରିଖରେ ଦୁଇ ରାଜ୍ୟ ବିଧାନସଭା ଭୋଟ୍ ଗଣତି ପୂର୍ବରୁ ଆସିଲା ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ଆକଳନ। ଜମ୍ମୁ-କାଶ୍ମୀରରେ ଅଧିକାଂଶ ଏକଜିଟ୍ ପୋଲ୍ ଝୁଲା ବିଧାନସଭା ସମ୍ଭାବନାକୁ ସୂଚାଉଛି। ଏଭଳି ପରିସ୍ଥିତିରେ ଜମ୍ମୁ କାଶ୍ମୀରର…