Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦିନକରେ ଗଲାଣି ୧୦ଜଣଙ୍କ ଜୀବନ; ୧୨ରୁ ଅଧିକ ଆହତ

ନୂଆଦିଲ୍ଲୀ:ହିମାଚଳପ୍ରଦେଶର କାଙ୍ଗଡ଼ା ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ଟ୍ରଲି ନିୟନ୍ତ୍ରଣ ହରାଇ ଗଭୀର ଖାଇକୁ ଖସି ପଡ଼ିଛି। ଏପର୍ଯ୍ୟନ୍ତ ଚାରି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୨ ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି । ଦେହରା-ଚିନ୍ତପୂର୍ଣ୍ଣି ରାସ୍ତାରେ ଥିବା ଏକ…

ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଇନ୍ଧନ ସଙ୍କଟ, ଏପ୍ରିଲ ୧୫ରୁ ମେ’ ୩୧ ପର୍ଯ୍ୟନ୍ତ…

ଝାରସୁଗୁଡ଼ା: ଇରାନ, ଇଜରାୟଲ ଓ ଆମେରିକା ଲାଗି ରହିଥିବା ଯୁଦ୍ଧ ଯୋଗୁଁ ଚାରିଆଡ଼େ ଏବେ ଇନ୍ଧନ ସଙ୍କଟ ଦେଖାଦେଇଛି । ଯେଉଁ କାରଣରୁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ଇନ୍ଧନ ସଙ୍କଟ କାରଣରୁ ଏପ୍ରିଲ ୧୫ ତାରିଖରୁ ମେ’ ମାସ ୩୧ ତାରିଖ…

ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ କରିବାକୁ ସବୁ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗର ଚିଠି

ଭୁବନେଶ୍ବର: ୨୦୨୭ ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ କରିବାକୁ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଏପ୍ରିଲ ଶେଷ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି । ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ସଂରକ୍ଷଣ…

Maoist surrender: ଟପ୍ କମାଣ୍ଡର ସୋଡିଙ୍କ ସମେତ ୪୨ମାଓବାଦୀ ଆତ୍ମସମର୍ପଣ

ମାଲକାନଗିରି:ଶୁକ୍ରବାର ଦିନ ପିପୁଲ୍ସ ଲିବରେସନ ଗରିଲା ଆର୍ମି (PLGA) ବାଟାଲିୟନର ଅନ୍ତିମ କମାଣ୍ଡର ସୋଡି ମଲ୍ଲା ଓରଫ କେଶଲଙ୍କ ସମେତ ୪୨ ଜଣ ସିପିଆଇ (Maoist) କ୍ୟାଡର ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କଠାରୁ ୩୬ଟି ଅସ୍ତ୍ରଶସ୍ତ୍ର ଏବଂ ୮୦୦ ଗ୍ରାମ ସୁନା ଜବତ…

ମେଟ୍ରୋ ପ୍ରକଳ୍ପକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଲେ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ଵର: ମେଟ୍ରୋ ପ୍ରକଳ୍ପ ବାତିଲ୍ ହୋଇନି, ସାମୟିକ ଭାବେ ସ୍ଥଗିତ ରହିଛି। ଭୁବନେଶ୍ଵର ମେଟ୍ରୋ କର୍ପୋରେସନ ବନ୍ଦ ହୋଇନି, ଅଫିସ ଚାଲୁ ରହିଛି। ମେଟ୍ରୋ ପ୍ରକଳ୍ପ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବିଚାରାଧୀନ ରହିଛି ବୋଲି ଆଜି ସ୍ପଷ୍ଟୀକରଣ ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର…

Odisha Police: ସର୍ବଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନସିପରେ ‘ଗୋଲଡେନ୍ ବୁଟ୍’ ହାସଲ କଲା ଓଡ଼ିଶା ପୋଲିସ

ଭୁବନେଶ୍ବର: ତେଲେଙ୍ଗାନାର ହାଇଦ୍ରାବାଦଠାରେ ଅନୁଷ୍ଠିତ ୭୪ତମ ବି.ଏନ୍. ମଲ୍ଲିକ ସର୍ବଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନସିପ୍ ୨୦୨୫-୨୬ରେ ଓଡ଼ିଶା ପୋଲିସର ପୁରୁଷ ଓ ମହିଳା ଫୁଟବଲ ଦଳ ଉଲ୍ଲେଖନୀୟ ସଫଳତା ହାସଲ କରି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଅବସରରେ ରାଜ୍ୟ ପୋଲିସ ମହିଳା ଓ…

Boat Capsized: ଯମୁନା ନଦୀରେ ଡଙ୍ଗା ବୁଡ଼ି ୧୦ ଜଣଙ୍କ ମୃତ୍ୟୁ, ୨୦ରୁ ଉର୍ଦ୍ଧ୍ବ ନିଖୋଜ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାରୁ ଏକ ଦୁଃଖଦ ଖବର ଆସୁଛି । ବୃନ୍ଦାବନରେ ଯମୁନା ନଦୀରେ ଏକ ଷ୍ଟିମର ବୁଡ଼ିଯିବାରୁ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ୨୦ରୁ ଅଧିକ ଜଣ ନିଖୋଜ ଥିବା ଜଣାପଡ଼ିଛି । ରିପୋର୍ଟ ଅନୁଯାୟୀ, ଷ୍ଟିମରରେ ପ୍ରାୟ ୩୦ ଜଣ ଯାତ୍ରା କରୁଥିଲେ । ବୃନ୍ଦାବନର…

ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର ବେଳେ ଏହି ସବୁ ବଡ ପ୍ରତିଶୃତି ଦେଲେ ଅମିତ ଶାହ

କୋଲକତା: ପଶ୍ଚିମବଙ୍ଗ ଗସ୍ତ କରି ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ସମୟରେ ସେ ପଶ୍ଚିମବଙ୍ଗବାସୀଙ୍କୁ ଅନେକ ବଡ ବଡ ପ୍ରତିଶୃତି ଦେଇଛନ୍ତି । ନିର୍ବାଚନୀ ପ୍ରଚାର ବେଳେ ସେ ଘୋଷଣା କରିଛନ୍ତି ଯେ, ପ୍ରତି ମାସରେ ମହିଳାମାନଙ୍କୁ ମିଳିବ ୩…

Elephant attack: ଦଣ୍ଡ ନାଚ ଦେଖି ଫେରୁଥିବା ବେଳେ ମାଆ-ଝିଅଙ୍କୁ ଦଳିଦେଲା ହାତୀ

ଅନୁଗୁଳ:ଦଣ୍ଡ ନାଚ ଦେଖି ଫେରୁଥିବା ବେଳେ ମାଆ ସହିତ ୮ବର୍ଷ ଝିଅକୁ ଦଳିଦେଲା ହାତୀ ,ବାପା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବନ୍ତଳା ଥାନା ଅନ୍ତର୍ଗତ ଅନୁଗୋଳ ବନଖଣ୍ଡ ମଧୁପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଉଛନ୍ତି ପଙ୍କଜିନୀ ଓ ୮ ବର୍ଷର ଝିଅ କୁଶ । ଘଟଣାସ୍ଥଳରେ ବନ…

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ତାଲିକା ପ୍ରକାଶ

ଭୁବନେଶ୍ୱର: ପ୍ରକାଶ ପାଇଲା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ତାଲିକା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି । ଏହାସହ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ତାଲିକା ମଧ୍ୟ ଘୋଷଣା ହୋଇଛି । ତାଲିକାରେ ୭୨…