Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କ୍ୟାଡର ନକ୍ସଲକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ପୁଣି ଆଉ ଏକ ନକ୍ସଲଙ୍କର ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ତେଲୁଗୁ କ୍ୟାଡର ନକ୍ସଲ ନେତା ବିଜୟ ରେଡ୍ଡୀ ଏବଂ ତାଙ୍କ ସାଥୀ ରାଜନନ୍ଦଗାଓ-କାଙ୍କେର ବଡର ଡିଭିଜନର ଏସିଏମ ପଦସ୍ଥ ବିଜ୍ଜାଙ୍କୁ ହତ୍ୟା କରିଛନ୍ତି । ଯାହାଦ୍ବାରା ନକ୍ସଲ ସଂଗଠନରେ ଏବେ ଅନ୍ତର୍ଦ୍ବନ୍ଦ ବଢୁଥିବା…

ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା; ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବର୍ଷାଜନିତ କ୍ଷୟକ୍ଷତି ଏବଂ ଉପକୂଳ ଓଡ଼ିଶାର ଲଘୁଚାପ ବର୍ଷା ସତର୍କତା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଦୁଇ ଦିନିଆ ସମ୍ବଲପୁର ଗସ୍ତରୁ ଫେରିବା ବେଳେ ସମ୍ବଲପୁର ଠାରେ…

ଭାରତରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ସାମ୍ନାକୁ ଆସିଲା ମଙ୍କିପକ୍ସର ପ୍ରଥମ ମାମଲା । ଜଣେ ଯୁବକ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ଶରୀରରୁ କ୍ଲେଡ ୨ ଭାଇରସ ଠାବ ହୋଇଛି । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ମକ୍ସିପକ୍ସ ଚିହ୍ନଟ ହୋଇଥିବା ଯୁବକ ଜଣଙ୍କ ପଶ୍ଚିମ ଆଫ୍ରିକା…

ଜଳବନ୍ଦୀ ମାଲକାନଗିରି; କାଲି ସ୍କୁଲ୍, ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମଙ୍ଗଳ ବାର ଦିନ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ଜଳମଗ୍ନ ହୋଇ ରହିଛି। ମାଲକାନଗିରିର ବହୁସ୍ଥାନରେ ବର୍ଷାଜଳ ଯୋଗୁ ଯାତାୟାତ…

ମାଛକୁଣ୍ଡ ପାୱାର ହାଉସରେ ପଶିଲା ବନ୍ୟା ପାଣି; ବିଦ୍ୟୁତ ଉତ୍ପାଦନ ଠପ୍

କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟରେ ଥିବା ମାଛକୁଣ୍ଡ ପାୱାର ହାଉସରେ ପଶିଲା ବନ୍ୟା ଜଳ । ଫଳରେ ବିଦ୍ୟୁତ ଉତ୍ପାଦନ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ଏନେଇ ପାଓ୍ବାର ହାଉସର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ମାଛକୁଣ୍ଡ ପାୱାର…

ଆଗାମୀ ୪୮ ଘଣ୍ଟା ଯାଏଁ ପ୍ରବଳ ବର୍ଷିବ; ପୌରାଞ୍ଚଳମାନଙ୍କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ପଶ୍ଚିମ-କେନ୍ଦ୍ର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅବପାତ କ୍ଷେତ୍ର ସ୍ରୁଷ୍ଟି ହୋଇଛି l ଉତ୍ତର ଓଡିଶା, ପଶ୍ଚିମବଙ୍ଗ ଉପକୁଳରେ ଗତିଶୀଳ ହୋଇ ଆଗାମୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତ ରୂପ ନେଇପାରେ l ଆଗାମୀ ୪୮…

କ’ଣ କହିଲେ ସୁପ୍ରିମକୋର୍ଟ, କ’ଣ କହିଲେ ମମତା ?

ନୂଆଦିଲ୍ଲୀ: କୋଲକାତା ଆରଜି କର ହସପିଟାଲରେ ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ମାସେ ବିତିଛି । ପୀଡିତାଙ୍କୁ ନ୍ୟାୟ ଦାବିରେ ଜାରି ରହିଛି ଆନ୍ଦୋଳନ ଓ ବିକ୍ଷୋଭ । ସିବିଆଇ ତଦନ୍ତ ଜାରି ରଖିଥିବା ବେଳେ ଏକ କଡା ଦୁଷ୍କର୍ମ ନିରୋଧ ବିଲ୍ ଆଣି ଜନ ଅସନ୍ତୋଷ ଓ ରାଜନୈତିକ ବିରୋଧରୁ…

କଂଗ୍ରେସ ସହ ହୋଇପାରିଲାନି ମେଣ୍ଟ, ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍ 

ଚଣ୍ଡୀଗଡ଼: କଂଗ୍ରେସ ସହ ହୋଇପାରିଲାନି ମେଣ୍ଟ, ହରିୟାଣା ରୁ ଏକାକୀ ଲଢିବ ଆମ୍ ଆଦମୀ ପାର୍ଟି। ଏନେଇ ସୋମବାର ଆମ ଆଦମୀ ପାର୍ଟି ୨୦ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି । ଆପ୍‌ ଓ କଂଗ୍ରେସ ହରିୟାଣାରେ ଏକାଠି ଲୋକସଭା ନିର୍ବାଚନ ଲଢ଼ିଥିଲେ । ତେଣୁ ବିଧାନସଭା ନିର୍ବାଚନ ମଧ୍ୟ…

ଜାନୁଆରୀ ୧ ଯାଏଁ ବାଣ ଉତ୍ପାଦନ ଓ ବିକ୍ରି ଉପରେ ରୋକ୍ ଲଗାଇଲେ ସରକାର

ନୂଆଦିଲ୍ଲୀ: ଆସନ୍ତା ଶୀତ ଋତୁରେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ସୋମବାର ବାଣ ଉତ୍ପାଦନ, ବିକ୍ରୟ ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି କଟକଣା ୨୦୨୫ ମସିହା ଜାନୁଆରୀ ୧ ଯାଏଁ ବଳବତ୍ତର ରହିବ। ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏନେଇ ସୂଚନା ଦେବା ସହ…

ବିଦେଶରେ ବର୍ଷିଲେ ରାହୁଲ, ବିଜେପି କହିଲା ପୁରୁଣା ଅଭ୍ୟାସ

ନୂଆଦିଲ୍ଲୀ: ଆମେରିକା ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଲୋକସଭାରେ ବିରୋଧୀ ଦଳ ନେତା ଭାବେ ପ୍ରଥମ ଥର ପାଇଁ ଆମେରିକା ଗସ୍ତରେ ଯାଇ ରାହୁଲ ବିଭିନ୍ନ ପ୍ରସଙ୍ଗରେ ରଖିଛନ୍ତି ମତ । ଲୋକସଭା ନିର୍ବାଚନ ଫଳାଫଳ, ଭାରତ ଯୋଡ ଯାତ୍ରା, ଅର୍ଥନୀତି ଏମିତି ଅନେକ ପ୍ରସଙ୍ଗରେ ମତ ରଖିଛନ୍ତି…