Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜନୀତିରୁ ଭଗବାନଙ୍କୁ ଦୂରେଇ ରଖିବା ଉଚିତ୍: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ତିରୁପତି ଲଡୁ ବିବାଦ ସହ ଜଡିତ ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖିବା ଉଚିତ ବୋଲି ଶୁଣାଣି ବେଳେ କୋର୍ଟ କହିଛନ୍ତି। ଲ୍ୟାବ ରିପୋର୍ଟରେ ଦର୍ଶାଯାଇଛି ଯେ ରିଜେକ୍ଟ ହୋଇଥିବା ଘିକୁ ନେଇ ଯାଞ୍ଚ କରାଯାଇଥିଲା। ଏହା…

ବିଜେଡି କଳି…କାହିଁକି ଆକ୍ସନ୍ ହେବନି କୁହ?

ଭୁବନେଶ୍ବର: ଉଠୁଛି ପଡୁଛି ରାଜଧାନୀ ରାଜନୀତି । ଭୁବନେଶ୍ବର ବିଜେଡିରେ କିଏ କରୁଛି ବିଶୃଙ୍ଖଳା? ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା କଳି ତୁଟିବାର ନାଁ ନେଉନି । ପ୍ରଥମେ ଟିକେଟ୍ ଲବି ତ ପରେ କର୍ପୋରେଟର କଳିକୁ ନେଇ ବିସ୍ଫୋରକ ବୟାନ । ଭୁବନେଶ୍ବର ବିଜେଡିରେ ଅନ୍ତକନ୍ଦଳ ବିଭିନ୍ନ ସମୟରେ…

ଜାଣନ୍ତୁ ଆଇପିଏସ୍ ଦେବଦତ୍ତ ସିଂହଙ୍କ ସଫଳତାର କାହାଣୀ…

ଭୁବନେଶ୍ୱର: ଆଜିକାଲି ସୂଚନା ସଂଗ୍ରହର ଉତ୍ସ ବୃଦ୍ଧି ପାଇଛି। UPSC ପରୀକ୍ଷା ପାଇଁ ପ୍ରସ୍ତୁତ ପ୍ରାର୍ଥୀମାନେ ଇଣ୍ଟରନେଟରେ ଉପଲବ୍ଧ କୋଚିଂ ଏବଂ ସାମଗ୍ରୀକୁ ନେଇ ସିଭିଲ ସର୍ଭିସେସ୍ ପାଇଁ ଭଲ ପ୍ରସ୍ତୁତ କରିପାରିବେ। କିନ୍ତୁ ପୂର୍ବରୁ ଏପରି ସୁବିଧା ନଥିଲା। ଓଡ଼ିଶା କ୍ୟାଡରରେ ନିଯୁକ୍ତ…

ପିଲାଙ୍କୁ ଛତୁଆ ବଦଳରେ ମିଳିବ ମାଣ୍ଡିଆ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅଙ୍ଗନଓ୍ବାଡିରେ ପିଲାଙ୍କୁ ଦିଆଯାଉଥିବା ଛତୁଆକୁ ନେଇ ଚିନ୍ତାରେ ଉପମୁଖ୍ୟମନ୍ତ୍ରୀ । ଖରାପ ମାନର ଛତୁଆକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଗକୁ ଅଙ୍ଗନଓ୍ବାଡି ମାନଙ୍କରେ ଛତୁଆ ବଳଦରେ ଦିଆଯାଇପାରେ ମାଣ୍ଡିଆ । ଉପମୁଖ୍ୟମନ୍ତ୍ରୀ…

ଭଦ୍ରକ ବିଜେଡିରେ ବି ଫାଟ!, ବୁଝାଇଲେ ବବି

ଭଦ୍ରକ: ତୁଟୁନି ବିଜେଡି ବିବାଦ । ନିର୍ବାଚନରେ ହାରିବା ପରେ ଯେମିତି ଦଳର ସବୁ ସଦସ୍ୟ ବେପରୁଆ ହୋଇଗଲେଣି । ଯେଉଁଠି ଦିନେ ମାଟି କାମୁଡି ପଡୁଥିଲେ । ଆଜି ଟିକିଏ କେଁ କିନା ହେଲା ବେଳକୁ ବି କନ୍ଦଳ ହେଇଯାଉଛି । ସମସ୍ତଙ୍କ ମୁହଁ ବି ଫିଟିଗଲାଣି । ଯାହାକୁ ନେଇ ଏବେ ବିଜେଡି ଭିତରେ ପରସ୍ପର…

ଟ୍ରେନ୍ ରେ ଥାଇ ଜୋମାଟୋରୁ ଅର୍ଡର କରିପାରିବେ ଖାଦ୍ୟ…

ନୂଆଦିଲ୍ଲୀ: ଏବେ ଟ୍ରେନ୍ ରେ ବି ଖାଇ ପାରିବେ ନିଜ ମନ ପସନ୍ଦର ଖାଦ୍ୟ । ଯେପରି ଘରେ ବସି ଆପଣ ମାନେ ନିଜ ନିଜ ରୁଚି ମୁତାବକ ଖାଦ୍ୟ ଅର୍ଡର କରି ଖାଉଛନ୍ତି ସେହିପରି ଟ୍ରେନ୍ ରେ ମଧ୍ୟ ଠିକ୍ ସେହିପରି ଖାଇବା ଉପଲବ୍ଧ ହେବାରୁ ଯାଉଛି । ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ…

ଆପଣ ଅଧିକ ରାଗୁଛନ୍ତି କି ? ସାବଧାନ, ହୋଇପାରେ ଏହି ସବୁ କ୍ଷତି

ଭୁବନେଶ୍ୱର: ଜଣେ ସାଧାରଣ ବ୍ୟକ୍ତିଙ୍କର ହସିବା, କାନ୍ଦିବା, ରାଗିବା, ଲାଜ କରିବା ଏସବୁ ଏକ ପ୍ରକୃତି। ମନୁଷ୍ୟଙ୍କର ଏହି ସବୁ କ୍ରିୟା ସାଧାରଣ ଅଟେ। କିନ୍ତୁ ବେଳେ ବେଳେ କିଛି ଲୋକଙ୍କୁ ସର୍ବଦା ଅତ୍ୟଧିକ କ୍ରୋଧ ଲାଗେ। ଆଉ ସେ କ୍ରୋଧକୁ ନିୟନ୍ତ୍ରଣ କରିପାରେ ନାହିଁ। କ୍ରୋଧକୁ ଆୟତ୍ତ କରିବା…

ନୋଟରେ ଗାନ୍ଧୀଙ୍କ ବଦଳରେ ଅନୁପମଙ୍କ ଫଟୋ, ଜବତ ହେଲା କୋଟିଏରୁ ଅଧିକ ନକଲି ନୋଟ

ଅହମ୍ମଦାବାଦ୍: ଜବତ କଲା ପୋଲିସ୍ ବିଡା ବିଡା ନୋଟ୍ । ହଜାର ନୁହେଁ କି ଲକ୍ଷେ ନୁହେଁ ପୋଲିସ୍ ହାତରେ ଲାଗିଛି ଏକ କୋଟିରୁ ଉର୍ଦ୍ଧ୍ବ ନକଲି ନୋଟ୍ । ହେଲେ ଏ ନକଲି ନୋଟ ଜବତରେ ସବୁଠୁ ରୋଚକ କଥା ହେଉଛି ଏହି ନୋଟରେ ଗାନ୍ଧିଙ୍କ ବଦଳରେ ରହିଛି ବଲିଉଡ ଅଭିନେତା ଅନୁପମ ଖେରଙ୍କ ଫଟୋ ।…

ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ଆୱାର୍ଡ

ମୁମ୍ବାଇ: ବଲିଉଡ୍ କିମ୍ଵଦନ୍ତୀ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡରେ ସମ୍ମାନିତ କରାଯିବ। ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଟ୍ଵିଟ୍‌ କରି ଏହି ସୂଚନା ଦେଇଛନ୍ତି। ଭାରତୀୟ ସିନେମାରେ ବିଶିଷ୍ଟ ଅବଦାନ ପାଇଁ ତାଙ୍କୁ ଏହି ଫାଲକେ ସମ୍ମାନରେ ସମ୍ମାନିତ…

ଚନ୍ଦ୍ର ଉପରେ ମଧ୍ଯ ପଡିଛି ଲକଡାଉନର ପ୍ରଭାବ, କମିଥିଲା ତାପମାତ୍ରା…

ନୂଆଦିଲ୍ଲୀ: କରୋନା ମହାମାରୀ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିଲା। କୋଭିଡ ଲକଡାଉନ ଯୋଗୁ ବିଶ୍ୱରେ ଲକଡାଉନ୍ ମଧ୍ଯ କରାଯାଇଥିଲା। ଏବେ ଏକ ଗବେଷଣାରୁ ଜଣାପଡିଛି ଯେ ପୃଥିବୀରେ ଜାରି ଲକଡାଉନ୍ ଚନ୍ଦ୍ର ଉପରେ ମଧ୍ୟ ପ୍ରଭାବ ପକାଇଥିଲା। ଗବେଷଣାରୁ ମିଳିଥିବା ତଥ୍ଯ ଅନୁଯାୟୀ, ଏପ୍ରିଲ-ମେ…