Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜ୍ୟରେ ଭାଙ୍ଗିଲା ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’

ଭୁବନେଶ୍ବର: ଆଉ ରହିବନି ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ । ରାଜ୍ୟର ସମସ୍ତ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଭଙ୍ଗ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଜି ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା…

ବିଳମ୍ବିତ ରାତିରେ ଟ୍ରେନ୍‌ରୁ ଖସି ପଡ଼ିଲା ୫ ବର୍ଷର ଶିଶୁ, ଆଉ ତା’ପରେ…

ରେଢାଖୋଲ: ରେଢାଖୋଲ ରେଳଷ୍ଟେସନ ଠାରୁ ପ୍ରାୟ ୪ କିମି ଦୁର ଅଙ୍ଗାରପଡା ନିକଟରେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ପୁରୀ-ଦୁର୍ଗ ଟ୍ରେନରୁ ଜଣେ ୫ ବର୍ଷ ର ଶିଶୁ ଖସିପଡିଥିବା ବେଳେ ରାତି ସାରା ଜଙ୍ଗଲ ମଝିରେ ନିଜ ଜୀବନ ବଞ୍ଚାଇବାକୁ ସଙ୍ଘର୍ଷ କରିଚାଲିଥିଲା । ଶେଷରେ ଖବରପାଇ ତାଙ୍କୁ…

କୃଷିମନ୍ତ୍ରୀଙ୍କ ଚାଷର କମାଲ, ବିଦେଶ ଗଲା ଡ୍ରାଗନ ଫ୍ରୁଟସ

ଭୁବନେଶ୍ୱର: ଓଡିଶାରୁ ପ୍ରଥମ ଥର ଲାଗି ବାହାର ଦେଶକୁ ରପ୍ତାନୀ ହେଲା ଡ୍ରାଗନ୍‌ ଫଳ । ଆଜି ସକାଳେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଗୋ ଟର୍ମିନାଲରୁ ପ୍ରଥମ ଥର ଲାଗି ଡ୍ରାଗନ ଫଳର ରପ୍ତାନୀ ହୋଇଛି । ଏହି ରପ୍ତାନିର ଶୁଭାରମ୍ଭ ପୂର୍ବରୁ ଶ୍ରୀ ସିଂହଦେଓ ନଡ଼ିଆ…

ମ୍ୟାଲେରିଆ ଓ ଫାଇଲେରିଆକୁ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ବର: ମ୍ୟାଲେରିଆ ଓ ଫାଇଲେରିଆକୁ ନେଇ ବଡ ବୟାନ ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ୨୦୨୭ ସୁଦ୍ଧା ଫାଇଲେରିଆ ମୁକ୍ତ ହେବ ଓଡ଼ିଶା ଏବଂ ୨୦୩୦ ସୁଦ୍ଧା ମ୍ୟାଲେରିଆ ମୁକ୍ତ ହେବ ଓଡ଼ିଶା । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଡେଙ୍ଗୁ ଏଡିସ ମଶା କାମୁଡିଲେ ହୁଏ…

“ଲୋକଙ୍କ ପାଇଁ ଆମେ, ଅଭିଯୋଗ ଆସିଲେ ସବୁ ଅଫିସରେ ପଶିବି”

ଭୁବନେଶ୍ୱର: 'ଲୋକଙ୍କ ଅଭିଯୋଗ ଆସିଲେ, ଲୋକ ହଇରାଣ ହେଲେ ସେଠି ସବୁ ଅଫିସରେ ପଶିବା ଆମର କର୍ତ୍ତବ୍ୟ। ଆମେ ନିର୍ବାଚିତ ହେଇଛି ଲୋକଙ୍କ ସହ ଛିଡ଼ା ହେବାକୁ, ନ କି ଘରେ ବସିବାକୁ । ଅବକାରୀ ବିଭାଗର ଅଭିଯୋଗ ଆସିବା ପରେ ସେଠାକୁ ଯାଇଥିଲି। ଯାହାକୁ ବିଧାନସଭା ରେ ବି ଉଠେଇଲି ଆଉ ସେଠାକୁ ଯାଇ…

ପୁଣି ଆଉ ଏକ ଲଘୁଚାପ: ୬ ଯାଏଁ ପ୍ରବଳ ବର୍ଷିବ 

ଭୁବନେଶ୍ୱର: ପୁଣି ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଏହାର ପ୍ରଭାବରେ ଆସନ୍ତା ୬ ତାରିଖ ଯାଏଁ ପ୍ରବଳ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ। ଆସନ୍ତାକାଲି ଅର୍ଥାତ୍ ଗୁରୁବାର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପଶ୍ଚିମ…

ନୂଆଖାଇ ପାଇଁ ୯ ତାରିଖ ଦିନ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର: କୃଷି ଭିତ୍ତିକ ପର୍ବ 'ନୂଆଖାଇ' ପାଇଁ ସେପ୍ଟେମ୍ବର ୯ ତାରିଖ ଦିନ ରାଜ୍ୟର ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି ଓଡିଶା ସରକାର। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ, ନୁଆଖାଇ ପର୍ବ ପାଇଁ ସୋମବାର ଦିନ…

ବ୍ୟାନ୍ ହେବ କି ରାସାୟନିକ ସାର? କାହିଁକି ଏମିତି କହିଲେ ମନ୍ତ୍ରୀ……

ଭୁବନେଶ୍ୱର: ଏଣିକି ରାଜ୍ୟର ସବୁ ଜିଲ୍ଲାରେ ହେବ ଜୈବିକ ଚାଷ। ରାସାୟନିକ ସାର ପ୍ରୟୋଗ ଦ୍ଵାରା କ୍ୟାନ୍ସର ରୋଗ ବଢୁଛି। ମାଟିର ଉର୍ବର ଶକ୍ତି ବି କମୁଛି । ଯାହାକୁ ନେଇ ଆଜି ଗୃହରେ ଜୈବିକ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଅନୁରୋଧ କରିଥିଲେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ…

ମାଓ କ୍ୟାମ୍ପ ଧ୍ୱଂସ କଲେ ସୁରକ୍ଷାବାହିନୀ

ଫୁଲବାଣୀ: ପୁଣି ମାଓ କ୍ୟାମ୍ପ ଠାବ କଲେ ଏସଓଜି ଯବାନ । ବୌଦ୍ଧ-କନ୍ଧମାଳ ସୀମାନ୍ତ ଟୁଡିବାହାଲ ଜଙ୍ଗଲରେ ଏହି ମାଓ କ୍ୟାମ୍ପ ଠାବ କରିଛନ୍ତି ସୁରକ୍ଷାବାହିନୀ । ମାଏ କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ବହୁ ମାତ୍ରାରେ ବିସ୍ଫୋରକ ମଧ୍ୟ ଜବତ ହୋଇଛି । ଖବର ମୁତାବକ, ଟୁଡିବାହାଲ…

ସୁଭଦ୍ରା କଲ୍‌ ସେଣ୍ଟର ଉଦଘାଟିତ

ଭୁବନେଶ୍ବର: ଭୁବନେଶ୍ବରରେ ସୁଭଦ୍ରା କଲ୍‌ ସେଣ୍ଟର ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଓସିଏସି ଠାରେ ଉଦଘାଟିତ ହେଲା ସୁଭଦ୍ରା କଲ ସେଣ୍ଟର । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ସର୍ବସାଧାରଣ ନିଜର ସୁବିଧା ବିଷୟରେ ପଚାରିବାକୁ ଏହି କଲ ସେଣ୍ଟର…