Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅଣାୟତ୍ତ ଆଳୁ ଦରକୁ ନେଇ ବଡ ବୟାନ ଦେଲେ ମନ୍ତ୍ରୀ…..

ଭୁବନେଶ୍ବର: ରାଜ୍ୟରେ ପୁଣି ଆଳୁ ଦର ଉପରମୁହାଁ ହୋଇଥିବା ବେଳେ ଏହାକୁ ନେଇ ହନ୍ତସନ୍ତ ହେଉଛନ୍ତି ଖାଉଟି । ସରକାରଙ୍କ ହସ୍ତକ୍ଷେପ ପରେ ବି ସ୍ଥିତି ସୁଧୁରୁନି । ଦିନକୁ ଦିନ ବଜାରରେ ଆଳୁ ଦର ବଢିଚାଲିଛି । କିଛି କିଛି ଖୁଚୁରା ଦୋକାନୀ ୬୦ ଟଙ୍କା ଚଢା ଦରରେ ଆଳୁ ବିକ୍ରି କରୁଛନ୍ତି ।…

ଇଭିଏମ୍ ଟାମ୍ପରିଂ ! ବିଜେଡି ଆଣିଲା ବଡ଼ ଅଭିଯୋଗ

ଭୁବନେଶ୍ବର: କେମିତି ନିର୍ବାଚନ ଜିତିଲା ବିଜେପି? ଦଳର ବିଜୟ ଜନାଦେଶ ନା ଯନ୍ତ୍ରାଦେଶ ? ଭୋଟ୍ ଭେଳିକି ଦେଖାଇ କରାଯାଇଥିଲା କି ଇଭିଏମ୍ ଟାମ୍ପରିଂ ? ଜନତାଙ୍କ ସ୍ବର ଦବାଇ ଇଭିଏମରେ କରାଯାଇଥିଲା କି ଖେଳ ? ଗଣତନ୍ତ୍ର ପ୍ରତି ବିଜେପି କରିଛି କି ଷଡ଼ଯନ୍ତ୍ର? ରାଜ୍ୟରେ କେମିତି ୨୦ଟି ଲୋକସଭା…

ଆଳୁ ବଦନାମି…ପଛରେ କାହାର ଷଡଯନ୍ତ୍ର?

ଭୁବନେଶ୍ବର: ରାଜ୍ୟରେ ଥମିବାର ନାଁ ନେଉନି ଆଳୁ ସଂକଟ। ବଜାରରୁ ଗାଏବ ହେଲାଣି ଆଳୁ, ଚଢା ଦର ଦେଖି ଖାଉଟି ନିରାଶ । ନିତିଦିନିଆ ପରିବା ଭାବେ ବ୍ୟବହାର ହେଉଥିବା ଆଳୁ ପାଇଁ ସମସ୍ୟା ଭୋଗୁଛନ୍ତି ଲୋକେ । ସଂକଟ ଦିନେ କି ଦୁଇ ଦିନ ନୁହେଁ ସପ୍ତାହ ସପ୍ତାହ ଧରି କଣ୍ଟ୍ରୋଲକୁ ଆସୁନି ଆଳୁ ଦର । ନା…

କୁନି ପିଲାର କୌତୁହଳ ଉତ୍ତର, ତାଜୁବ ପୂରା ଇଣ୍ଟରନେଟ୍

ନୂଆଦିଲ୍ଲୀ: ସାଧାରଣତଃ ଛୋଟ ପିଲାମାନେ ପାଠ ପଢିବା ବେଳେ ଫେଚକାମି କରନ୍ତି । ପାଠ ନ ପଢିବା ପାଇଁ ଅନେକ ବାହାନା ମଧ୍ୟ କରନ୍ତି । ଯଦି ତାଙ୍କୁ ଏଥିପାଇଁ ତାଗିଦ୍ କରାଯାଏ ତାହାଲେ କୌତୁହଳ ପୂର୍ଣ୍ଣ କଥା କହି ଏଡାଇବାକୁ ଚେଷ୍ଟା କରନ୍ତି । ଯାହାର ଅନେକ ଝଲକ ଇଣ୍ଟରନେଟରେ ଭାଇରାଲ ହୋଇଛି ।…

ଶ୍ମଶାନ ଗୃହ ବିଲ କରାଇବା ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଜଗତସିଂହପୁର: ଏହି କିଛି ଦିନ ମଧ୍ୟରେ ରାଜ୍ୟରେ ବଡ ବଡ ପଦବୀରେ ଥିବା ଯନ୍ତ୍ରୀ ମାନେ ଲାଞ୍ଚ ନେଉଥିବା ବେଳେ ଧରାପଡୁଛନ୍ତି । ସେମାନଙ୍କ ନିକଟରୁ ପୁଳା ପୁଳା ଟଙ୍କା, ସୁନା ଗହଳା ସହ ବହୁ ସଂଖ୍ୟକ ପ୍ଲଟ ମାନ ଠାବ ହେଉଛି । ତଥାପି ଲାଞ୍ଚ କାରବାର ବନ୍ଦ ହେବା ସତ୍ତ୍ବେ ବ୍ୟାଧି ପରି ବ୍ୟାପିବାରେ…

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କଲେ ଦୁବୃତ୍ତ

ପୁରୀ: ପୁରୀ ସହରରେ ଆଉ ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଟାଉନଥାନା ଅନ୍ତର୍ଗତ ହାଡଗୋଡିଆ ସାହି ରାଧାଗୋବିନ୍ଦ ଲେନ୍ ଠାରେ କିଛି ଦୁର୍ବୁତ୍ତଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ହାଡଗୋଡିଆ ସାହି ରାଧାଗୋବିନ୍ଦ ଲେନର ଦିନେଶ କୁମାର ଖୁଣ୍ଟିଆ । ପୂର୍ବ…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ମିଳିବ ଭତ୍ତା

ଭୁବନେଶ୍ବର: ମାଟି ପାଇଁ ନିଜ ଜୀବନ ଦେଇଥିବା ମହାନ ସଂଗ୍ରାମୀଙ୍କ ସମ୍ମାନରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଣିକି ସେମାନଙ୍କ ପରିବାର ଲୋକେ ପାଇବେ ଭତ୍ତା । ଆଜି କ୍ରାନ୍ତି ଦିବସରେ କିଛି ଏପରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ…

ଟିଟ୍ ଫର ଟାଟ୍ , ଆଳୁ ନେଇ ପଶ୍ଚିମବଙ୍ଗ ଉପରେ ତାତିଲା ଓଡିଶା

କଟକ: ରାଜ୍ୟରେ ଏବେ ତାତିଛି ଆଳୁ ବଜାର । କିଲୋ ପିଛା କେଉଁଠି ୪୫,୫୦ରେ ବିକ୍ରି ହେଉଥିବା ବେଳେ ଆଉ କେଉଁଠି ୬୦ ଛୁଇଁଛି । ସେପଟେ ସରକାରଙ୍କ ସମସ୍ତ ପ୍ରଚେଷ୍ଟା ପରେ ବି ପଶ୍ଚିମବଙ୍ଗ ଆଳୁ ଗାଡି ଛାଡିବାକୁ ନାରାଜ । ଗତକାଲି ଏମିତି ବି ପରିସ୍ଥିତି ଦେଖିବାକୁ ମିଳିଥିଲା ଯେ, ଓଡିଶାକୁ…

ନାଗାସାକି ଦିବସ: ମନରୁ ଲିଭିନି ମହାବିନାଶର ଭୟଙ୍କର ଚିତ୍ର

ନୂଆଦିଲ୍ଲୀ: ଚାରିଆଡେ ଧ୍ବସଂର ବିଭୀଷିକା, ଶବ ହିଁ ଶବ, ଗର୍ବ ଅହଂକାରର ଏହାଥିଲା କରୁଣ ପରିଣତି। ଜୀବନ୍ତ ମଣିଷ ପାଲଟିଯାଇଥିଲା ଶବ,ଚାରିଆଡେ ଶୁଭୁଥିଲା ବୁକୁଫଟା ଚିତ୍କାର, ଇତିହାସ ପୃଷ୍ଠାରେ ଆଜିର ଦିନ ପାଲଟିଯାଇଥିଲା କଳାଦିନ। ଫ୍ୟାଟମ୍ୟାନ୍ ନାମକ ଏକ ଭୟଙ୍କର ପରମାଣୁ ବୋମା ବିସ୍ଫୋରଣ…

ପ୍ୟାରିସ ଅଲିମ୍ପିକ୍ସରେ ରୋପ୍ୟ ଜିତିଲେ ସୁନା ପୁଅ ନୀରଜ

ପ୍ୟାରିସ୍: ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ। ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ରୌପ୍ୟ ଜିତିଲେ ନୀରଜ ଚୋପ୍ରା । ୮୯.୪୫ ମିଟର ଜାଭେଲିନ୍ ଫିଙ୍ଗି ରୌପ୍ୟ ଜିତିଲେ ନୀରଜ । ଅନ୍ୟପଟେ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ପାକିସ୍ତାନର ଏ. ନଦିମ ସ୍ବର୍ଣ୍ଣ ଜିତିଛନ୍ତି । ନାଦିମ ୯୨.୯୭ ମିଟର…