Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓଡିଶା ପୋଲିସକୁ ସାହାଯ୍ୟ କରିବ ମୁଧୋଲ ହାଉଣ୍ଡ

ଭୁବନେଶ୍ବର: ଓଡିଶା ପୋଲିସ କାମକୁ ଆହୁରି ସହଜ କରିବ ମୁଧୋଲ ହାଉଣ୍ଡ । ରାଜ୍ୟରେ ପୋଲିସ ପ୍ରଶାସନର କ୍ଷମତା ବଢାଇବା ପାଇଁ ସାମିଲ ହୋଇଛି ଓଡ଼ିଶା ପୋଲିସ କେ-୯ ଡଗ୍ ସ୍କ୍ବାର୍ଡରେ ଭାରତୀୟ ପ୍ରଜାତିର ପ୍ରଥମ ଶ୍ଵାନ ମୁଧୋଲ ହାଉଣ୍ଡ । ଯାହାକୁ ସର୍ଚ୍ଚ ଏବଂ ଉଦ୍ଧାରକାର୍ଯ୍ୟରେ ନିୟୋଜିତ…

ନିର୍ମାଣ ଶ୍ରମିକଙ୍କୁ ନେଇ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନିର୍ମାଣ ଶ୍ରମିକଙ୍କୁ ନେଇ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ, ପୂର୍ବରୁ ନିର୍ମାଣ ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଉଥିଲେ ୪ ଲକ୍ଷ…

ସୁନା କିଣୁଥିଲା ବେଳେ ସାବଧାନ ରୁହନ୍ତୁ: ଆପଣଙ୍କୁ ବି ଚୂନ ଲଗାଇ ପାରନ୍ତି ଦୋକାନୀ

ଭୁବନେଶ୍ବର: ସୁନା କିଣୁଥିଲା ବେଳେ ସବୁବେଳେ ସାବଧାନ ରୁହନ୍ତୁ । ସୁନା ପରଖି, ନିରିଖି ଆଣନ୍ତୁ । ନହେଲେ ଆପଣଙ୍କୁ ବି ଚିତା କାଟି ପାରନ୍ତି ଠକ ସୁନା ଦୋକାନୀ । କାରଣ ଏ କଥା ଆମେ କହୁନୁ, ଆଜି ଏହାକୁ ନେଇ ଗୃହରେ କିଛି ଚକିତ କଲା ଭଳି ତଥ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ…

ଘରେ ପଶି ଦମ୍ପତିଙ୍କୁ ଛୁରାମାଡ଼ କଲା ଦୁର୍ବୃତ୍ତ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଗୌଡ଼ସାହିରେ ଘରେ ପଶି ଦମ୍ପତିଙ୍କୁ ଛୁରାମାଡ଼ କରିଛନ୍ତି ଦୁର୍ବୁତ୍ତ । ଗତ ରାତିରେ ଘରେ ପଶି ଚୋରି କରୁଥିଲା ଦୁର୍ବୃତ୍ତ । ହେଲେ ଘର ମାଲିକଙ୍କ ନିଦ ଭାଙ୍ଗି ଯିବାରୁ ତାଙ୍କୁ ଆକ୍ରମଣ କରି ଫେରାର ହୋଇଗଲା ଦୁର୍ବୁତ୍ତ । ଆହତ ହେଲେ ସତୀଶ କୁମାର ସୁବୁଦ୍ଧି ଓ…

ଫାଇଭ୍-ଟି ଦୁର୍ନୀତି, ବାକି ପଡିଛି ବିଜୁଳି ବିଲ୍

ଭୁବନେଶ୍ବର: ଫାଇଭ ଟି ନାଁରେ କିଛି ବିଭାଗ ନଥିଲା । ଫାଇଭ ଟି ଯୋଜନା ନାଁରେ ମନଇଚ୍ଛା କାମ ଚାଲିଥିଲା । ଫାଇଭ ଟି ସ୍କୁଲରେ ଏବେ ବି ବିଜୁଳି ବିଲ୍ ବକେୟା ରହିଛି । ଯାହାର ପରିଣାମ ପିଲା ଭୋଗୁଛନ୍ତି । ଆଜି ଗୃହରେ ସୁଜାତା ସାହୁ ଓ ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କ ପ୍ରଶ୍ନରେ ଏହି ଉତ୍ତର…

ଚନ୍ଦ୍ରରେ ହେବ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ !

ନୂଆଦିଲ୍ଲୀ: ଚନ୍ଦ୍ରରେ ହେବ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ! ଶକ୍ତିଶାଳୀ ଋଷ ଏହି ପରମାଣୁ ଶକ୍ତି ପ୍ରକଳ୍ପ ନିର୍ମାଣ କରିବାକୁ ଯାଉଛି। ଆଉ ଏହାକୁ ସମର୍ଥ କରିବ ଭାରତ ଓ ଚୀନ। ୨୦୩୫ ସୁଦ୍ଧା ଋଷ ଚନ୍ଦ୍ରରେ ଆଣବିକ ଶକ୍ତି କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା କରୁଛି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ…

ପ୍ରେମିକକୁ ଟାଙ୍ଗିଆରେ ହାଣିଲା ପ୍ରେମିକାର ବାପା

ରାୟଗଡ଼ା: ପ୍ରେମିକଙ୍କ ସହ ଫେରାର ଥିଲେ ଝିଅ । ବିବାହର ପ୍ରଲୋଭନ ଦେଖାଇ ଘରକୁ ଝିଅକୁ ଡାକିଲା ବାପା । ପରେ ଝିଅର ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନୃଶଂସ ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲା କାଶୀପୁର ଥାନା ଅଞ୍ଚଳରେ । ମୃତ ଯୁବକ ଜଣଙ୍କ ହେଲେ କାଶୀପୁର ବ୍ଲକ…

ବିଚାରଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

ଛତ୍ରପୁର: ବିଚାରଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ । ଧାରୁଆ ଅସ୍ତ୍ରରେ ନିଜ ବେକକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଆଶୁତୋଷ ନାହାକ । ଏଭଳି ଘଟଣା ଘଟିଛି ଛତ୍ରପୁର ଉପକାରାଗାରରେ । ବିଚାରାଧୀନ କଏଦୀଙ୍କ ଘର ରମ୍ଭା ଅଞ୍ଚଳରେ । ଗତ ତିନି ମାସ ତଳେ ସେ କୋଦଳା ଜେଲରୁ ଛତ୍ରପୁର…

ରାଜ୍ୟରେ ତିଆରି ହେବ ୨ଶହ ଗୋଶାଳା

ଭୁବନେଶ୍ବର: ରାଜ୍ୟରେ ଦୁଇ ଶହ ଗୋଶାଳା ତିଆରି କରିବେ ସରକାର । ଗୋମାତାଙ୍କ ସୁରକ୍ଷା ପାଇଁ ୨ ଶହ ଗୋଶାଳା ନିର୍ମାଣ ହେବ । ଆଜି ବିଧାନସଭା ଗୃହରେ ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ଘୋଷଣା କରିଛନ୍ତି । ଏନେଇ ମନ୍ତ୍ରୀ କହିଛନ୍ତି, କୃତ୍ରିମ ପ୍ରଜନନ କରାଯାଇ ଦୁଗ୍ଧ…

ଆର ବର୍ଷ ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ବିଜୁଳି

ଭୁବନେଶ୍ବର: ସବୁ ଗାଁକୁ ମିଳିବ ବିଜୁଳି । ମାର୍ଚ୍ଚ ୨୦୨୫ ସୁଦ୍ଧା ସବୁ ରାଜସ୍ବ ଗାଁକୁ ବିଦ୍ୟୁତ ସଂଯୋଗ ଦିଆଯିବ । ଆଜି ବିଧାନସଭାରେ ବିଧାୟକ ବଦ୍ରି ପାତ୍ରଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ଏଥିସହିତ ବିଧାୟକଙ୍କ ଜିଲ୍ଲାସ୍ତରୀୟ କମିଟି ନିୟମିତ…