Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏହି ସବୁ ଜିଲ୍ଲାରେ ଆଗାମୀ ୩ ଘଣ୍ଟିଆ ପ୍ରବଳ ବର୍ଷା, ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର:ଆଗାମୀ ୩ ଘଣ୍ଟା ପାଇଁ ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହି ସବୁ ଜିଲ୍ଲା ଗୁଡିକ ହେଲା ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା। ଭୁବନେଶ୍ୱରରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ…

ଅଲିମ୍ପିକ୍ସରେ ଫାଇନାଲ ଆଶା ଧୂଳିସାତ: ଏବେ କାଂସ୍ୟ ପଦକ ପାଇଁ ସ୍ପେନ୍ ସହ ଲଢ଼ିବ ଭାରତ

ପ୍ୟାରିସ: ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ହକି ଦଳ ସେମିଫାଇନାଲରେ ପରାଜୟର ସମ୍ମୁଖୀନ ହୋଇଛି। ଏଥିସହିତ ୪୪ ବର୍ଷ ପରେ ଫାଇନାଲରେ ପହଞ୍ଚିବାର ଟିମ୍ ଇଣ୍ଡିଆର ସ୍ୱପ୍ନ ମଧ୍ୟ ଭାଙ୍ଗିଯାଇଛି। ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ଜର୍ମାନୀ ୩-୨ ଗୋଲରେ ଭାରତକୁ ପରାସ୍ତ କରି ଫାଇନାଲରେ ପ୍ରବେଶ…

ଭିନେଶ ଫୋଗାଟ୍ ପ୍ରଥମ ଭାରତୀୟ ମହିଳା ଭାବେ ଅଲିମ୍ପିକ୍ସରେ କୁସ୍ତି ଫାଇନାଲରେ ପ୍ରବେଶ

ପ୍ୟାରିସ: ଅଗଷ୍ଟ ୬, ମଙ୍ଗଳବାର ଦିନ ଅଲିମ୍ପିକ୍ସରେ କୁସ୍ତି ଫାଇନାଲରେ ପ୍ରବେଶ କରିବାରେ ଭିନେଶ ଫୋଗାଟ୍ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି। ସେମିଫାଇନାଲ ମୁକାବିଲା ଖେଳୁଥିବା ଭିନେଶ ପ୍ୟାରିସରେ କ୍ୟୁବାର ଲୋପେଜ୍ ଗୁଜମ୍ୟାନ୍ ଙ୍କୁ ପରାସ୍ତ କରି ପଦକ ସୁନିଶ୍ଚିତ କରିଛନ୍ତି। କ୍ୟୁବା…

ନୋବେଲ ବିଜେତା ମହମ୍ମଦ ୟୁନୁସ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ନିଯୁକ୍ତ

ଢ଼ାକା: ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କୁ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ମଙ୍ଗଳବାର ମହମ୍ମଦ ୟୁନୁସ୍ କହିଥିଲେ ଯେ ସେ ଅନ୍ତରୀଣ ସରକାରର ନେତୃତ୍ୱ ନେବାକୁ ପ୍ରସ୍ତୁତ ଅଛନ୍ତି। ଏହା ପୂର୍ବରୁ ସେ କହିଥିଲେ ଯେ ଶେଖ ହସିନା କ୍ଷମତା ହରାଇବାର ସବୁଠାରୁ…

ଅଗଷ୍ଟ ୯ ରୁ ୧୯ ପର୍ଯ୍ୟନ୍ତ ବିଜେପି ପାଳିବ ବିଭିନ୍ନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୯ ତାରିଖରେ ରାଜ୍ୟରେ କ୍ରାନ୍ତି ଦିବସ ପାଳନ କରାଯିବ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ଦେଶ ପାଇଁ ଯେଉଁମାନେ ପ୍ରାଣବଳୀ ଦେଇଛନ୍ତି ଓ ଜେଲ କାରାବରଣ ଭୋଗିଛନ୍ତି, ସେମାନଙ୍କୁ ସ୍ମରଣ କରିବା ପାଇଁ ଏହି ଦିବସ ପାଳନ କରାଯିବ । ଏହି ଅବସରରେ…

ବାଂଲାଦେଶୀ ହିନ୍ଦୁଙ୍କୁ ଭାରତରେ ଆଶ୍ରୟ ଦେବାକୁ ସରକାରଙ୍କୁ ଅପିଲ କଲେ ଧିରେନ୍ଦ୍ର ଶାସ୍ତ୍ରୀ

ନୂଆଦିଲ୍ଲୀ: ବାଂଲାଦେଶରେ ଚାଲିଥିବା ହିଂସାତ୍ମକ ବିରୋଧ ମଧ୍ୟରେ ବର୍ତ୍ତମାନ ସେଠାରେ ଥିବା ସଂଖ୍ୟାଲଘୁଙ୍କ ଉପରେ ସବୁଠୁ ବଡ ବିପଦ ଦେଖାଦେଇଛି । ଆକ୍ରମଣକାରୀଙ୍କ ଦ୍ୱାରା ହିନ୍ଦୁ ଘର ଏବଂ ମନ୍ଦିର ଉପରେ ହେଉଥିବା ଆକ୍ରମଣ କୁ ନେଇ ନିରନ୍ତର ଖବର ସାମ୍ନାକୁ ଆସୁଛି । ଭାରତ ସରକାର ମଧ୍ୟ…

ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ସାଂଘାତିକ ବୟାନ ଦେଲେ ମମତା ମହାନ୍ତ

ଭୁବନେଶ୍ଵର: ଦଳ ଛାଡିବା ପରେ ବିଜେଡି ବିରୋଧରେ ମମତା ମହାନ୍ତଙ୍କ ବିସ୍ଫୋରକ ବୟାନ । ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ସାଂଘାତିକ ବୟାନ ଦେଲେ ମମତା ମହାନ୍ତ । ୪ରେ ତୁମ ହିସାବ କରାଯିବ ବୋଲି ମମତାଙ୍କୁ ବବି କହିଥିଲେ ବୋଲି କହିଛନ୍ତି ମମତା । ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ସବୁ ଠିକ ଥିଲା,…

ଢାକାକୁ ପୁନଃ ଉଡାଣ ଆରମ୍ଭ କଲା ଏୟାର ଇଣ୍ଡିଆ, ଯାତ୍ରୀଙ୍କୁ ମିଳୁଛି ଏହି ସୁବିଧା

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଅଗଷ୍ଟ ୬ ଅର୍ଥାତ୍ ଆଜି ଠାରୁ ଦିଲ୍ଲୀ-ଢାକା-ଦିଲ୍ଲୀ ସେକ୍ଟରରୁ ଏହାର ସନ୍ଧ୍ୟା ବିମାନ ଏଆଇ୨୩୭/୨୩୮ ଉଡାଣ ଆରମ୍ଭ କରିଛି । ଏଥିସହ, ଢାକାରେ ବର୍ତ୍ତମାନର ପରିସ୍ଥିତି ହେତୁ ଏୟାର ଇଣ୍ଡିଆ ଅଗଷ୍ଟ ୪ ରୁ ୭ ମଧ୍ୟରେ ଢାକା ରୁ ଆସିବାକୁ ଥିବା ସମସ୍ତ ଏୟାର ଇଣ୍ଡିଆ…

ଶେଖ ହସିନାଙ୍କ ଆମେରିକୀୟ ଭିସା ରଦ୍ଦ, ଲଣ୍ଡନ ଯିବା ନେଇ ହୋଇପାରୁନି ସ୍ପଷ୍ଟ

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସମସ୍ୟା ଆହୁରି ବଢିବାରେ ଲାଗିଛି । ତାଙ୍କର ଆଶ୍ରୟ ନେବା ପାଇଁ ଅନୁରୋଧ ଉପରେ ବ୍ରିଟେନରେ ପ୍ରକ୍ରିୟାକରଣ କରାଯାଉଛି, କିନ୍ତୁ ବ୍ରିଟେନ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ । ଅନ୍ୟପକ୍ଷରେ,…

ଲାଞ୍ଚ କାରବାରକୁ ନେଇ ସିଡିପିଓଙ୍କ ଉପରେ ବର୍ଷିଲେ ବିଧାୟକ

ନବରଙ୍ଗପୁର: ନବରଙ୍ଗପୁର ବିଧାୟକଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମରେ ସିଡିପିଓ ସବିତା ରାଣୀ ବ୍ରହ୍ମାଙ୍କ ଉପରେ ବର୍ଷିଲେ ବିଧାୟକ ଗୌରୀ ଶଙ୍କର ମାଝୀ । ଏସଏଚଜି ଗ୍ରୁପକୁ ପୋଷାକ ବଣ୍ଟନ ବାବଦକୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ନେଇ ଖବର ମିଳିବା ପରେ ବିଧାୟକ ଗୌରୀ ଶଙ୍କର ମାଝୀ ତାଙ୍କ ଉପରେ…