Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଶେଖ ହସିନାଙ୍କ ଆମେରିକୀୟ ଭିସା ରଦ୍ଦ, ଲଣ୍ଡନ ଯିବା ନେଇ ହୋଇପାରୁନି ସ୍ପଷ୍ଟ

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସମସ୍ୟା ଆହୁରି ବଢିବାରେ ଲାଗିଛି । ତାଙ୍କର ଆଶ୍ରୟ ନେବା ପାଇଁ ଅନୁରୋଧ ଉପରେ ବ୍ରିଟେନରେ ପ୍ରକ୍ରିୟାକରଣ କରାଯାଉଛି, କିନ୍ତୁ ବ୍ରିଟେନ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ । ଅନ୍ୟପକ୍ଷରେ,…

ଲାଞ୍ଚ କାରବାରକୁ ନେଇ ସିଡିପିଓଙ୍କ ଉପରେ ବର୍ଷିଲେ ବିଧାୟକ

ନବରଙ୍ଗପୁର: ନବରଙ୍ଗପୁର ବିଧାୟକଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମରେ ସିଡିପିଓ ସବିତା ରାଣୀ ବ୍ରହ୍ମାଙ୍କ ଉପରେ ବର୍ଷିଲେ ବିଧାୟକ ଗୌରୀ ଶଙ୍କର ମାଝୀ । ଏସଏଚଜି ଗ୍ରୁପକୁ ପୋଷାକ ବଣ୍ଟନ ବାବଦକୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ନେଇ ଖବର ମିଳିବା ପରେ ବିଧାୟକ ଗୌରୀ ଶଙ୍କର ମାଝୀ ତାଙ୍କ ଉପରେ…

ବିଜେଡିକୁ ‘ନୀଳଗିରି’ ଟେନସନ୍

ଭୁବନେଶ୍ବର: ନିର୍ବାଚନ ବେଳେ ଦଳବଦଳର ସାଇଡ୍ ଇଫେକ୍ଟ । ବିଜେଡିକୁ ମହଙ୍ଗା ପଡିପାରେ ଟିକେଟ ନିଷ୍ପତ୍ତି। ଟଳମଳ ନୀଳଗିରି ଏନଏସି ଅଧ୍ୟକ୍ଷାଙ୍କ ପଦ । ଅନାସ୍ଥା ପ୍ରସ୍ତାବ ଆଗତ କଲେ ଦଳୀୟ କାଉନସିଲର । ବାଲେଶ୍ବର ଜିଲ୍ଲା ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ରାଜନୀତି ନେଇଛି ନୂଆ ମୋଡ଼ ।…

ନବୀନଙ୍କ ନୂଆ କମିଟିରେ ବଡ଼ ସଂକେତ

ଭୁବନେଶ୍ବର: ନବୀନଙ୍କ ନୂଆ କମିଟିରେ ବିଜେଡି ରାଜନୀତିକୁ ନେଇ ବଡ ସଂକେତ । ମମତା ମହନ୍ତ ବିଜେଡି ଛାଡିବା ପରଠୁ ଦଳକୁ ଏକଜୁଟ୍ କରିବାକୁ ଦମ୍ ଲଗାଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମର ସଂଯୋଜନା ଓ ତଦାରଖ କରିବା ପାଇଁ ଗଠନ କରିଛନ୍ତି କମିଟି । ଦେବୀ…

ନୟାଗଡ଼ ନିର୍ବାଚନ ଅନିୟମିତତା ମାମଲାରେ ଅରୁଣ ସାହୁଙ୍କୁ ନୋଟିସ୍

କଟକ: ନୟାଗଡ଼ ନିର୍ବାଚନ ଅନିୟମିତତା ମାମଲାରେ ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ନୋଟିସ୍ l ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ l ନାମାଙ୍କନ ସତ୍ୟପାଠରେ ଅରୁଣ ତଥ୍ୟ ଲୁଚାଇଥିବା ନେଇ ନିର୍ବାଚନ ବେଳେ ଅଭିଯୋଗ ହୋଇଥିଲା l ସୂଚନା ଅନୁସାରେ, ଚଳିତ ବର୍ଷ ହୋଇଥିବା…

ଜୋରରେ ଭାସିଯାଇ ଛାତ୍ରୀ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବସଲା ପଞ୍ଚାୟତ ସୁନାଭୁଇଁ ଗାଁ ନିକଟରେ ଥିବା ଜୋରରେ ଭାସିଗଲେ ଛାତ୍ରୀ । ପାଠ ପଢିବାକୁ ଯାଇ ଘରକୁ ଫେରିବା ବାଟରେ ଜୋର ପାର ହେଉଥିବା ବେଳେ ଛାତ୍ରୀ ଜଣକ ଜୋରରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି । ଛାତ୍ରୀ ଜଣକଙ୍କର ପରିଚୟ ପ୍ରୀତି ବେହେରା ବୋଲି ଜଣାପଡିଛି ।…

ଖୋଲିବ କେଳେଙ୍କାରୀ ଗୁମର; ୨ ଦିନିଆ ରିମାଣ୍ଡରେ ଧୋକାବାଜ ୫ ସ୍ତ୍ରୀଙ୍କ ସ୍ବାମୀ

ଭୁବନେଶ୍ବର: ରିମାଣ୍ଡରେ ଗଲା ୫ ସ୍ତ୍ରୀଙ୍କ ସ୍ୱାମୀ ସତ୍ୟଜିତ ସାମଲ । ଆଜିଠୁ ୨ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ । ଖୋଳତାଡ଼ ପରେ ଖୋଲିବ ରସିକିଆ ପ୍ରେମିକର ସମସ୍ତ ଗୁମର । ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ବରରେ ୫ ଜଣ ମହିଳାଙ୍କୁ ବିବାହ କରିଥିଲା ସତ୍ୟଜିତ । ଖାଲି ସେତିକି…

ପୁଣି ଆଳୁ ଚଡକ: କେଜି ୬୦ ଛୁଇଁଲା

ଭୁବନେଶ୍ବର: ଗତ କିଛି ଦିନ ହେବ ଆଳୁ ଦର ସ୍ବାଭାବିକ ଥିବା ବେଳେ ଏବେ ପୁଣି ବଜାରରେ ତେଜିଛି ଆଳୁ ନିଆଁ । ଗୋଟିଏ ପଟେ ପଶ୍ଚିମବଙ୍ଗ ଆଳୁ ଦେଉନଥିବା ବେଳେ ୟୁପିରୁ ଆଳୁ ଆସିବା ଆଶା ଏବେ ମଉଳି ପଡିଛି । ଯାହା ଓଡିଶା ବଜାରରେ ଆଳୁ ଉପରେ ମହଙ୍ଗା ମାଡ କରିଛି । ଗୋଟିଏ ଦିନରେ ଆଳୁ କେଜି ୨୦ ରୁ…

ବର୍ଷାରେ ବେହାଲ ଉତ୍ତର ପୂର୍ବ ଭାରତ: ପାଣିରେ ବୁଡିଲା ଆସାମ

ନୂଆଦିଲ୍ଲୀ: ମୌସୁମୀ ପ୍ରଭାବରେ ଦେଶର ଅନେକ ଅଞ୍ଚଳ ବେହାଲ । ସବୁଠି ବର୍ଷାର ବିତ୍ପାତ ମୃତ୍ୟୁ ଫାଟକ ଖୋଲିକି ବସିଛି । ଲଗାଣ ବର୍ଷା ସାଙ୍ଗକୁ ଭୂସ୍ଖଳନ, ଏବେ ଜନଜୀବନ ଅସ୍ତବ୍ୟସ୍ତ କରିପକାଇଛି । କେରଳ, ହିମାଚଳ ପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡରେ ତ ଏହା ସବୁ ସୀମା ପର କରିଥିବା ବେଳେ…

ରୋହିତଙ୍କ କଭର ଡ୍ରାଇଭ ଓ ପୁଲ ସଟ୍ ପଛରେ କେଉଁ ଖାଦ୍ୟ?

ମୁମ୍ବାଇ: ଆମେ ସମସ୍ତେ ରୋହିତ ଶର୍ମାଙ୍କୁ ତାଙ୍କର କଭର ଡ୍ରାଇଭ୍ ଏବଂ ଶକ୍ତିଶାଳୀ ପୁଲ୍ ସଟ୍ ପାଇଁ ଜାଣୁ । କିନ୍ତୁ ଆପଣ ଜାଣନ୍ତି କି ଭାରତୀୟ କ୍ରିକେଟର ଏହି ଅଧିନାୟକଙ୍କୁ କ'ଣ ଖାଇବାକୁ ଭଲ ଲାଗେ ? ରୋହିତଙ୍କ ଭଳି ଜଣେ ମୁମ୍ବାଇବାସୀ ବଡ଼ାପାଓ ପ୍ରତି ଆଗ୍ରହ ରହିଥିବ ବୋଲି ସାଧାରଣରେ…