Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓବିସି ସଂରକ୍ଷଣ ଉପରେ ପଶ୍ଚିମବଙ୍ଗ ସରକାରଙ୍କୁ ମିଳିଲାନି ଆଶ୍ବସ୍ତି; ତଥ୍ୟ ମାଗିଲେ ସିଜେଆଇ

ନୂଆଦିଲ୍ଲୀ: ୭୭ ଜାତିଙ୍କୁ ଅନ୍ୟ ପଛୁଆ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତି ଉପରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ କୌଣସି ଆଶ୍ବସ୍ତି ମିଳିନାହାଁ । ପଛୁଆ ବର୍ଗରେ ବିଭିନ୍ନ ଜାତି ଅନ୍ତର୍ଭୁକ୍ତ କରିବା ପାଇଁ ମମତା ବାନାର୍ଜୀ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟ ଖାରଜ…

ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ

ଭୁବନେଶ୍ବର: ରାଜ୍ୟରେ ଆଜି ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ମୋଟ ୨୬ ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ନବୀନ ସରକାରରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ବରିଷ୍ଠ ଓଏଏସ୍…

ମମତାଙ୍କ ପରେ ଖସିବ କାହାର ଓ୍ବିକେଟ୍ ?

ଭୁବନେଶ୍ବର: ମମତା ମହନ୍ତ ବିଜେଡି ଛାଡିବା ପରଠୁ ଥମୁନି ଚର୍ଚ୍ଚା । ମମତାଙ୍କ ପରେ ଖସିବ କାହାର ଓ୍ବିକେଟ୍ ? ବିଜେପି ନେତାଙ୍କ ସଂକେତ କାହା ଆଡକୁ ? କିଏ କହିଲେଣି ମମତା ମହନ୍ତ କେବଳ ଟ୍ରେଲର ଆଗକୁ ଫିଲ୍ମ ବାକି ଅଛି ତ କିଏ କହିଲେଣି ବିଜେଡିରେ ନେତା ଅଣନିଶ୍ବାସୀ । ମମତା ମହନ୍ତ…

ପୁଣି ଯାଞ୍ଚ ହେବ ରତ୍ନଭଣ୍ଡାର: ସରିଲା ଏସ୍‌ଓପି ପ୍ରସ୍ତୁତି, ଖାଲି ବାଜିବ ସରକାରଙ୍କ ମୋହର

ଭୁବନେଶ୍ବର: ପୁଣି ଯାଞ୍ଚ ହେବ ଭିତର ରତ୍ନଭଣ୍ଡାର । ଏଥିପାଇଁ ଏସଓପି ପ୍ରସ୍ତୁତି ନେଇ ଆଜି ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଯେଉଁଥିରେ ପୁଣି ରତ୍ନଭଣ୍ଡାର ଖୋଲିବା ପାଇଁ ଏସଓପି ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଏନେଇ ମୁଖ୍ୟ…

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ; ଏହି ୬ଟି ପ୍ରସ୍ତାବ ଉପରେ ହୋଇଛି ଆଲୋଚନା

ପୁରୀ: ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ବସିଥିବା ପରିଚାଳନା କମିଟି ବୈଠକ ଶେଷ ହୋଇଛି l ବୈଠକରେ ସମୁଦାୟ ୬ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି l ଭିତର ଓ ବାହାର ରତ୍ନଭଣ୍ଡାର ସ୍ଥାନାନ୍ତରଣ ପକ୍ରିୟାକୁ ଅନୁମୋଦନ କରାଯାଇଛି ଏନେଇ ରାଜ୍ୟସରକାରଙ୍କୁ ଅବଗତ କରାଯିବ ବୋଲି ବୈଠକରେ…

ଅଣାୟତ୍ତ ବାଂଲାଦେଶୀ ହିଂସା, ଦେଶ ଛାଡିଲେ ପ୍ରଧାନମନ୍ତ୍ରୀ ହସିନା

ନୂଆଦିଲ୍ଲୀ: କୋଟାକୁ ନେଇ ତାତିଛି ବାଂଲାଦେଶ । ସ୍ଥିତି ଦିନକୁ ଦିନ ଅଣାୟତ୍ତ ହୋଇଥିବା ବେଳେ ବିରୋଧ ଓ ହିଂସାରେ ଜଳୁଛି ପୂରା ଦେଶ । ଏହାରି ଭିତରେ ଦେଶ ଛାଡିଛନ୍ତି ପ୍ରଧାନମନ୍ତ୍ରୀ ଶେଖ୍ ହସିନା । ତେବେ ସେ ତାଙ୍କ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଏହାସହିତ ଢାକା ଛାଡି ସେ ଭାରତ…

ଘରୋଇ କଳିରୁ ତୁମୁଳ କାଣ୍ଡ; ବୋହୂ ନାକ କାଟିଦେଲେ ଶ୍ୱଶୁର

କଟକ: ବୋହୂର ନାକ କାଟିଦେଲେ ଶ୍ବଶୁର । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗାଁରୁ । ଅଭିଯୁକ୍ତ ଶ୍ୱଶୁର ଜଣଙ୍କ ହେଲେ ଅମର ନାୟକ । ଆହତ ବୋହୂ ନୀନା ନାୟକଙ୍କୁ ଗୁରୁଡିଝାଟିଆ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି…

ଚାହିଦା ପୂରଣ କରିପାରିଲାନି ୟୁପି, ଏବେ ଓଡିଶାକୁ ପଞ୍ଜାବ ଲୋଡା

ଭୁବନେଶ୍ବର: ଆଳୁକୁ ନେଇ ଏବେ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ଏହାରି ଭିତରେ ରାଜ୍ୟକୁ ଆଳୁ ଯୋଗାଉଥିବା ପଶ୍ଚିମବଙ୍ଗ ସରକାରଙ୍କ ମନମାନି ଯୋଗୁଁ, ଆଳୁ ଆଣିବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ଭରସା କରିଥିଲା ଓଡିଶା । ହେଲେ ଯାହା ଲାଗୁଛି ଉତ୍ତରପ୍ରଦେଶ ସରକାର ବି ଓଡିଶା ଆବଶ୍ୟକ…

ଖଣି ଖନନ ଉପରେ ସୁପ୍ରିମକୋର୍ଟଙ୍କ ରାୟ: ବିଲ୍ ପାରିତ କଲେ ଝାଡଖଣ୍ଡ ସରକାର, ଲାଗୁ କରିବ କି ଓଡିଶା?…

ଭୁବନେଶ୍ବର: ଗତ ଶୁକ୍ରବାର ଝାଡଖଣ୍ଡ ବିଧାନସଭାରେ ପାରିତ ହୋଇଛି ଖଣି ଖନନ ସଂପର୍କିତ ବିଲ୍ । ଯେଉଁଥିରେ ରାଜସ୍ବ ବଢାଇବା ପାଇଁ ଝାଡଖଣ୍ଡ ସରକାର ଖଣି ଖନନ ଉପରେ ଉପକର ଲଗାଇବା ପାଇଁ ପ୍ରସ୍ତାବ ପାରିତ କରିଛନ୍ତି । ତେବେ ଗତ ଜୁଲାଇ ୨୫ ତାରିଖରେ ସୁପ୍ରିମକୋର୍ଟ ଖଣି ଖନନ ନେଇ ଏକ ବଡ ଘୋଷଣା…