Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଜମ୍ମୁ କଶ୍ମୀର ନିର୍ବାଚନ: ଷଷ୍ଠ ତାଲିକା ଜାରି କଲା ବିଜେପି

ଶ୍ରୀନଗର: ଜମ୍ମୁ କଶ୍ମୀର ନିର୍ବାଚନ ପାଇଁ ଆଜି ଷଷ୍ଠ ତାଲିକା ଜାରି କଲା ବିଜେପି । ଏହି ତାଲିକାରେ ୧୦ ଜଣ ପ୍ରାର୍ଥୀଙ୍କ ନାମ ସାମିଲ ଅଛି । ବିଜେପି ଦ୍ୱାରା ପ୍ରକାଶିତ ଏହି ତାଲିକାରେ ପାଞ୍ଚଜଣ ମୁସଲମାନ ପ୍ରାର୍ଥୀ ଅଛନ୍ତି । ତେବେ ଜମ୍ମୁ କଶ୍ମୀରର ସବୁଠାରୁ ଚର୍ଚ୍ଚିତ ଆସନ କାଠୁଆରୁ…

ମମତାଙ୍କୁ ଶକ୍ତ ଝଟକା, ହାତ ଛାଡ଼ିଲେ ଜବାହାର ସରକାର

କୋଲକାତା: କୋଲକାତା ସରକାର ଏବେ ବଡ଼ ଅଡ଼ୁଆରେ ପଡିଛନ୍ତି। ଗୋଟ ପଟେ ଆରଜି କର ଘଟଣା ତାଙ୍କ ଗାଦି ଉପରେ ବଡ଼ ବିପଦ ହୋଇଥିବା ବେଳେ ଏବେ ପୁଣି ତାଙ୍କୁ ମିଳିଛି ଶକ୍ତ ଝଟକା। ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । କୋଲକାତା ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ…

ବିଜେପି ନେତାଙ୍କୁ ମିଳିଲା ହତ୍ୟା ଧମକ

ଦଶପଲ୍ଲା: ବିଜେପି ନେତାଙ୍କୁ ମିଳିଲା ହତ୍ୟା ଧମକ। ବିଜେପି ନେତା ରାଘବ ମଲ୍ଲିକଙ୍କୁ ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ରାଘବ ବନିଗୋଛା ଥାନାରେ ଅଭିଯୋଗ କରିଛନ୍ତି। ବିଜେଡିର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ କରିଛନ୍ତି ରାଘବ ମଲ୍ଲିକ। ତାଙ୍କ…

ଅବପାତରେ ପରିଣତ ହେଲା ଲଘୁଚାପ: ୧୦ ଯାଏଁ ପ୍ରବଳ ବର୍ଷିବ 

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହେଲା ଲଘୁଚାପ। ଗତକାଲିର ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ସୁଦୃଶ ଲଘୁଚାପ କ୍ଷେତ୍ର ଆଜି ସକାଳ ସମୟରେ ଘନୀଭୂତ ହୋଇ ଅବପାତ ପରିଣତ ହୋଇଛି।…

ଜମ୍ମୁ-କାଶ୍ମୀର ବିଧାନସଭା: ପ୍ରଥମ ଥର ପାଇଁ ଭୋଟ ଦାନ କରିବେ ବାଲ୍ମୀକି ସମ୍ପ୍ରଦାୟ 

ଶ୍ରୀନଗର: ଅନେକ ଦିନ ଅନ୍ତରାଳ ପରେ ଜମ୍ମୁ-କାଶ୍ମୀରରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଜମ୍ମୁ-କାଶ୍ମୀରରେ ନିର୍ବାଚନ କେବଳ ରାଜନୀତିକ ସ୍ତରରେ ନୁହେଁ ଏହା ସାମାଜିକ ସ୍ତରରେ ବି ଐତିହାସିକ ହେବାକୁ ଯାଉଛି। ଏହି ନିର୍ବାଚନରେ ପ୍ରଥମ ଥର ପାଇଁ ବାଲ୍ମୀକି ସମ୍ପ୍ରଦାୟର ପାଖାପାଖି ୩୫୦…

କାରକୁ ପିଟିଦେଲା କାର୍: ଅଳ୍ପକେ ବଞ୍ଚିଗଲା ତହସିଲଦାରଙ୍କ ଜୀବନ

ରେଢ଼ାଖୋଲ: ତହସିଲଦାରଙ୍କ କାରକୁ ପିଟି ଦେଲା ଆଉ ଏକ କାର। ଅଳ୍ପକେ ବଞ୍ଚିଗଲା ତହସିଲଦାରଙ୍କ ଜୀବନ। ରେଢ଼ାଖୋଲ ନାକଟିଦେଉଳ ତହସିଲଦାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁର ଯିବା ବାଟରେ ତାଙ୍କ କାର କୁ ଅନ୍ୟ ଏକ କାର ଦେହୁରୀ ସାହି ଛକ ନିକଟରେ ଧକ୍କା ଦେଇଥିବାରୁ ତାଙ୍କ…

ଚିକିଟି ପରେ ଦିଗପହଣ୍ଡି: ଗଡୁଛି ଗୋଟେ ପରେ ଗୋଟେ ମୁଣ୍ଡ

ଗଞ୍ଜାମ: ପ୍ରଥମେ ଚିକିଟି ଆଉ ଏବେ ଦିଗପହଣ୍ଡି। ମାଡିଛି ବିଷାକ୍ତ ମଦର ଚେର। ଗଞ୍ଜାମ ଜିଲ୍ଲାରେ ବିଷାକ୍ତ ମଦ ଚିକିଟି ଦୁଃଖ ଦେଇଥିବା ବେଳେ ଏବେ ଦିଗପହଣ୍ଡିରେ ଯାଇଛି ଗୋଟିଏ ଜୀବନ। ଦିଗପହଣ୍ଡି ଭୀଷ୍ମଗିରି ଗ୍ରାମ ପ୍ରେମନଗରର ଜଣେ ଯୁବକ କେ. କ୍ରିଷ୍ଣା ପାତ୍ର(୪୦) ବିଷାକ୍ତ ମଦ ପିଇ ମୃତ୍ୟୁ…

ଆଜି ମିଳିବ ସିଏମ୍ କିଷାନର ପ୍ରଥମ କିସ୍ତି, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ନୂଆଁଖାଇ ଭେଟି । ଆଜି ଚାଷୀଙ୍କୁ ମିଳିବ ସିଏମ୍ କିଷାନ ଟଙ୍କା । ସମ୍ବଲପୁରରେ ସିଏମ୍ କିଷାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଯୋଜନା ଦ୍ଵାରା ଉପକୃତ ହେବେ ରାଜ୍ୟର ୪୬ ଲକ୍ଷରୁ ଅଧିକ ଚାଷୀ । ଆଜି ସମ୍ବଲପୁର ଗସ୍ତରେ ଯିବେ…

ଋଷ ଉପରେ ନିଆଁ ବର୍ଷା କଲା ୟୁକ୍ରେନର ‘ଡ୍ରାଗନ’

କିଭ୍: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ସହିତ ଉଭୟ ଦେଶ କ୍ରମାଗତ ଭାବରେ ପରସ୍ପର ଉପରେ ଡ୍ରୋନ୍ ଏବଂ ରକେଟରେ ଆକ୍ରମଣ କରୁଛନ୍ତି। କିନ୍ତୁ ଏବେ ୟୁକ୍ରେନର 'ଡ୍ରାଗନ' ଋଷର ନିଦ ହଜାଇ ଦେଇଛି। ଋଷର ଦଖଲରେ ଥିବା ଅଞ୍ଚଳ ଉପରେ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିଛି…

ସତ ମାନିଲା ପାକିସ୍ତାନ; କାରଗିଲ ଯୁଦ୍ଧରେ ରହିଥିଲା ସଂପୃକ୍ତି

ନୂଆଦିଲ୍ଲୀ: କାର୍ଗିଲ ଯୁଦ୍ଧର ପ୍ରାୟ ୨୫ ବର୍ଷ ପରେ ପାକିସ୍ତାନ ଶେଷରେ ସତ ସ୍ବୀକାର କରିଛି। ୧୯୯୯ରେ ଭାରତ ବିରୋଧରେ ଆରମ୍ଭ ହୋଇଥିବା ଯୁଦ୍ଧରେ ପାକିସ୍ତାନ ନିଜର ସମ୍ପୃକ୍ତିକୁ ସ୍ୱୀକାର କରିଛି। ଦେଶର ପ୍ରତିରକ୍ଷା ଦିବସର ବିଶେଷ ଅବସରରେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ଅସୀମ…