Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କିଏ ଜିତିବ ଯୁଦ୍ଧ ? କାହାର ଶକ୍ତି କେତେ? 

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଆଉ ଏକ ଯୁଦ୍ଧ ବାଦଲ । ଇସ୍ରାଏଲ ଓ ଇରାନ ମଧ୍ୟରେ ପୂର୍ଣ୍ଣାଙ୍ଗ ଯୁଦ୍ଧ ହୋଇପାରେ ବୋଲି ବଢି ଚାଲିଛି ଆଶଙ୍କା । ତେହେରାନରେ ପାଲେଷ୍ଟିନୀୟ କଠୋରପନ୍ଥୀ ସଂଗଠନ ହମାସର ରାଜନୈତିକ ମୁଖ୍ୟଙ୍କୁ ହତ୍ୟା କରାଯିବା ପରେ ରକ୍ତମୁଖା ହୋଇ ଉଠିଛି ଇସ୍ରାଏଲର ଚିର ଆରବ ଶତ୍ରୁ…

ଲୋକଙ୍କୁ କାମ ଦେବାକୁ ସରକାରଙ୍କ ବ୍ଲୁ-ପ୍ରିଣ୍ଟ୍, ଆସନ୍ତା ପାଞ୍ଚ ବର୍ଷରେ ଲୋପ ପାଇବ ଦାଦନ ସମସ୍ୟା

ଭୁବନେଶ୍ୱର: ଲୋକଙ୍କୁ କାମ ଦେବାକୁ ସରକାରଙ୍କ ବ୍ଲୁ-ପ୍ରିଣ୍ଟ୍ । ମାଟି ଖୋଳିବେ ରାଜ୍ୟ ସରକାର, ମାଟି ବୋହିବେ ଲୋକେ। ଏପରି ଭାବେ ଗାଁ ଗାଁରେ ଲୋକଙ୍କୁ କାମ ଦେବାକୁ ଯୋଜନା କରିଛି ପଞ୍ଚାୟତିରାଜ ବିଭାଗ। ଏହା ଦ୍ବାରା ଦାଦନ ସମସ୍ୟାକୁ ଆସନ୍ତା ପାଞ୍ଚ ବର୍ଷରେ ଲୋପ କରିବାକୁ ଯୋଜନା କରାଯାଇଛି।…

ଅସନ୍ତୁଷ୍ଟ’ ଦେଉଛନ୍ତି ବିଜେପିକୁ ଟେନସନ

ଭୁବନେଶ୍ୱର: ବିରୋଧୀ ଦଳକୁ ଭାଙ୍ଗିବା କଳାରେ ପାରଙ୍ଗମ ବିଜେପି ଏବେ ନିଜ ଶାସିତ ବିଭିନ୍ନ ରାଜ୍ୟରେ ଜଟିଳ ପରିସ୍ଥିତିର ସାମନା କରୁଛି । ଦଳୀୟ ଅସନ୍ତୋଷର ସମ୍ମୁଖୀନ ହୋଇଛି ଦଳ । ଲୋକସଭା ନିର୍ବାଚନ ପରେ ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଅସନ୍ତୋଷ ସୃଷ୍ଟି…

ମହାପ୍ରଭୁଙ୍କ ନୀତିରେ ବିଳମ୍ବ ହେବା ଗ୍ରହଣୀୟ ନୁହେଁ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ପୁଣି ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ ବିବାଦ। ଦ୍ୱାରପାଳ ପୂଜା ଚାଲିଥିବା ସମୟରେ ଏହି ବିବାଦ ଦେଖାଯାଇଥିଲା। ପୂଜା ପଣ୍ଡା ସେବାୟତ ଦ୍ୱାରପାଳ ପୂଜା କରୁଥିବା ସମୟରେ ପିଣ୍ଡି ଉପରେ ଚଡିଯାଇଥିଲେ ପ୍ରଧାନୀ ସେବାୟତ। ଏହାକୁ ନେଇ ସମ୍ପୃକ୍ତ ପ୍ରଧାନୀ ସେବାୟତଙ୍କୁ ବାହାରକୁ ବାହାର…

ଭୟଙ୍କର ସଡ଼କ ଦୁର୍ଘଟଣା; କାର୍‌କୁ ପିଟିଲା ବସ୍‌, ୭ ମୃତ

ଲକ୍ଷ୍ନୌ: ଶନିବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶ ଇଟାୱାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାରକୁ ଧକ୍କା ଦେଲା ଡବଲ ଡେକର ବସ୍। ଏଥିରେ ୭ ଜଣଙ୍କ ମୃତ୍ଯୁ ଘଟିଛି। ୨୫ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଆଗ୍ରା ଲକ୍ଷ୍ନୌ ଏକ୍ସପ୍ରେସ୍‌-ୱେରେ ଘଟିଛି ଏଭଳି କିଛି…

ଓଡିଆ ସାମ୍ବାଦିକତା ଦିବସ: ଓଡିଆ ସାମ୍ବାଦିକଙ୍କ ପାଇଁ ବଡ ଦିନ

ଭୁବନେଶ୍ଵର: ଆଜି ଓଡ଼ିଶାର ସାମ୍ବାଦିକଙ୍କ ପାଇଁ ଏକ ବଡ଼ ଦିନ । ଆଜି ଓଡ଼ିଆ ସାମ୍ବାଦିକତା ଦିବସ । ପ୍ରତିବର୍ଷ ଅଗଷ୍ଟ ୪ ତାରିଖକୁ ଓଡ଼ିଶା ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି । ଆଜିର ଦିନରେ କର୍ମବୀର ଗୌରୀଶଙ୍କର ରାୟ ଓ ବାବୁ ବିଚିତ୍ରାନନ୍ଦ ଦାସଙ୍କ ଦ୍ଵାରା ପ୍ରକାଶିତ ହୋଇଥିଲା ପ୍ରଥମ…

ଶ୍ରୀମନ୍ଦିରରେ ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ

ପୁରୀ:ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ। ଚିତାଲାଗି ଅମାବାସ୍ୟା ପାଇଁ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ। ପ୍ରଥମ ଭୋଗ ମଣ୍ଡପ ପରେ ଆରମ୍ଭ ହେବ ସ୍ବତନ୍ତ୍ର ନୀତି। ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ। ଆଜି ଶ୍ରାବଣ ଅମାବାସ୍ୟା ଅବସରରେ…

ବିଶ୍ଵର ସବୁଠୁ ଅଳସୁଆ ଦେଶ ତାଲିକାରେ ସ୍ଥାନ ପାଇଲା ଭାରତ

ନୂଆଦିଲ୍ଲୀ: ଷ୍ଟାନଫୋର୍ଡ ୟୁନିଭରସିଟିର ନିକଟରେ ହୋଇଥିବା ଏକ ଅଧ୍ୟୟନରେ ବିଶ୍ୱର ଅଳସୁଆ ରାଷ୍ଟ୍ରଙ୍କ ତାଲିକା ପ୍ରକାଶ ପାଇଛି। ଯାହା କିଛି ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ କରିଛି। ବିଶ୍ୱର ୪୬ଟି ଦେଶରେ ୭୦୦,୦୦୦ରୁ ଅଧିକ ଲୋକଙ୍କୁ ନେଇ କରାଯାଇଥିବା କରିଥିବା ଏହି ଅଧ୍ୟୟନରେ ଦୈନିକ…

କେଦାରନାଥରେ ବାଦଲଫଟା ବର୍ଷା: ଫସିଛନ୍ତି ୪ ଓଡ଼ିଆ, ଏୟାରଲିଫ୍ଟ କରି କରାଯିବ ଉଦ୍ଧାର

କେନ୍ଦୁଝର: କେରଳ ୱାୟନାଡ ଭୂସ୍ଖଳନରେ କ୍ଷତିଗ୍ରସ୍ତ ଓଡ଼ିଆଙ୍କ ଦୁଃଖଦ କାହାଣୀରେ ପୂର୍ଣ୍ଣଚ୍ଛେଦ ପଡିନି ଅନ୍ୟପଟେ ଉତ୍ତରାଖଣ୍ଡ କେଦାରନାଥରେ ୪ ଓଡ଼ିଆ ଯୁବକ ଫିସି ରହିଥିବା ଖବର ଆସିଛି। କେନ୍ଦୁଝର ଜିଲ୍ଲାର ୪ ଜଣ ବୋଲବମ୍ ଭକ୍ତ ଶ୍ରାବଣରେ ଜଳଲାଗି ପାଇଁ କେଦାରନାଥ ଯାଇଥିଲେ। ବାଦଲଫଟା…

ବିଜେଡିକୁ ‘ମମତା’ ଛନକା !

ଭୁବନେଶ୍ଵର: ବିଜେଡିରେ ମମତା କମ୍ପନ। କୁଡୁମୀ ନେତ୍ରୀ ମମତା ମହନ୍ତ ବିଜେଡି ତ ଛାଡିଲେ ରାଜ୍ୟସଭା ସଦସ୍ୟତା ଛାଡି ବିଜେଡିକୁ ଦୁର୍ବଳ କରି ଦେଇଗଲେ । ଆଗକୁ ବି ଆହୁରି ଦୁଇ ତିନି ଜଣ ସାଂସଦ ବିଜେପି ସହ ଯୋଗାଯୋଗରେ ରହିଥିବା ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ବିଜେଡି ଭାଗ ଭାଗ ହେବା ନେଇ…