Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିଶ୍ଵର ସବୁଠୁ ଅଳସୁଆ ଦେଶ ତାଲିକାରେ ସ୍ଥାନ ପାଇଲା ଭାରତ

ନୂଆଦିଲ୍ଲୀ: ଷ୍ଟାନଫୋର୍ଡ ୟୁନିଭରସିଟିର ନିକଟରେ ହୋଇଥିବା ଏକ ଅଧ୍ୟୟନରେ ବିଶ୍ୱର ଅଳସୁଆ ରାଷ୍ଟ୍ରଙ୍କ ତାଲିକା ପ୍ରକାଶ ପାଇଛି। ଯାହା କିଛି ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ କରିଛି। ବିଶ୍ୱର ୪୬ଟି ଦେଶରେ ୭୦୦,୦୦୦ରୁ ଅଧିକ ଲୋକଙ୍କୁ ନେଇ କରାଯାଇଥିବା କରିଥିବା ଏହି ଅଧ୍ୟୟନରେ ଦୈନିକ…

କେଦାରନାଥରେ ବାଦଲଫଟା ବର୍ଷା: ଫସିଛନ୍ତି ୪ ଓଡ଼ିଆ, ଏୟାରଲିଫ୍ଟ କରି କରାଯିବ ଉଦ୍ଧାର

କେନ୍ଦୁଝର: କେରଳ ୱାୟନାଡ ଭୂସ୍ଖଳନରେ କ୍ଷତିଗ୍ରସ୍ତ ଓଡ଼ିଆଙ୍କ ଦୁଃଖଦ କାହାଣୀରେ ପୂର୍ଣ୍ଣଚ୍ଛେଦ ପଡିନି ଅନ୍ୟପଟେ ଉତ୍ତରାଖଣ୍ଡ କେଦାରନାଥରେ ୪ ଓଡ଼ିଆ ଯୁବକ ଫିସି ରହିଥିବା ଖବର ଆସିଛି। କେନ୍ଦୁଝର ଜିଲ୍ଲାର ୪ ଜଣ ବୋଲବମ୍ ଭକ୍ତ ଶ୍ରାବଣରେ ଜଳଲାଗି ପାଇଁ କେଦାରନାଥ ଯାଇଥିଲେ। ବାଦଲଫଟା…

ବିଜେଡିକୁ ‘ମମତା’ ଛନକା !

ଭୁବନେଶ୍ଵର: ବିଜେଡିରେ ମମତା କମ୍ପନ। କୁଡୁମୀ ନେତ୍ରୀ ମମତା ମହନ୍ତ ବିଜେଡି ତ ଛାଡିଲେ ରାଜ୍ୟସଭା ସଦସ୍ୟତା ଛାଡି ବିଜେଡିକୁ ଦୁର୍ବଳ କରି ଦେଇଗଲେ । ଆଗକୁ ବି ଆହୁରି ଦୁଇ ତିନି ଜଣ ସାଂସଦ ବିଜେପି ସହ ଯୋଗାଯୋଗରେ ରହିଥିବା ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ବିଜେଡି ଭାଗ ଭାଗ ହେବା ନେଇ…

ଦୂରେଇ ଯାଉଛି ଚନ୍ଦ୍ର, ଦିନ ହେବ ଲମ୍ବା

ନୂଆଦିଲ୍ଲୀ: ଚନ୍ଦ୍ର ପୃଥିବୀର ଏକମାତ୍ର ସୁନ୍ଦର, ଛୋଟ ଉପଗ୍ରହ । ଚନ୍ଦ୍ରକୁ ନେଇ ମଣିଷ ବି ସୁନ୍ଦର ସୁନ୍ଦର ପରିକଳ୍ପନା କରିଆସିଛି । ଜହ୍ନମାମୁରେ ଘର କରିବା ପାଇଁ ଦେଖିଛି ସ୍ୱପ୍ନ । ଚନ୍ଦ୍ର ଯେ, କେବଳ ଆମ ପୃଥିବୀର ଉପଗ୍ରହ ନୁହେଁ, ଏହା ସହିତ ଆମର ଭାବନାତ୍ମକ ସଂପର୍କ ରହିଛି ।…

ବର୍ଷା ଯୋଗୁଁ ସବୁ ଜଳଭଣ୍ଡାରରେ ପାଣି ଭରିଛି, ରାଜ୍ୟରେ ନାହିଁ ବନ୍ୟା ସ୍ଥିତି: ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ଚଳିତ ବର୍ଷା ଭଲ ଖବର ଆଣିଛି । ମାଲକାନଗିରିରେ ବର୍ଷା ଯୋଗୁଁ ପ୍ରଥମ ଥର ପାଇଁ ସମସ୍ତ ଜଳଭଣ୍ଡାରରେ ପାଣି ଭରିଛି । ସେ ବାଲିମେଳା ହେଉ କିମ୍ବା ମାଛକୁଣ୍ଡ ଏବେ ଜଳଭଣ୍ଡାର ଭଲ ସ୍ଥିତିକୁ ଆସିଯାଇଛି । ସବୁଠାରେ ବର୍ଷା ପାଣି କମିଛି, ଆଗକୁ ଆହୁରି ମଧ୍ୟ କମିବ ବୋଲି କହିଛନ୍ତି ଜଳ…

ଭାରତ ଆଜି ଏକ ଖାଦ୍ୟ ବଳକା ଦେଶ: ମୋଦୀ

ନୂଆଦିଲ୍ଲୀ : ଉଦଘାଟିତ ହୋଇଛି କୃଷି ଅର୍ଥନୀତିଜ୍ଞ ମାନଙ୍କର ୩୨ତମ ଆନ୍ତର୍ଜାତିକ ସମ୍ମିଳନୀ l ନୂଆଦିଲ୍ଲୀର ଜାତୀୟ କୃଷି ବିଜ୍ଞାନ କେନ୍ଦ୍ର (ଏନଏଏସସି) କମ୍ପ୍ଲେକ୍ସରେ ଏହି ସମ୍ମିଳନୀ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ l ଚଳିତ ବର୍ଷ ସମ୍ମିଳନୀର ବିଷୟବସ୍ତୁ ରହିଛି, "ସ୍ଥାୟୀ କୃଷି…

ସରକାରୀ ସ୍କୁଲ ହଷ୍ଟେଲରେ ମ୍ୟାଲେରିଆ ସନ୍ଦୀଗ୍ଧ ଛାତ୍ରଙ୍କ ମୃତ୍ୟୁ, ଚାଲିଛି କାରଣ ଖୋଜା

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର କୋଲନରା ବ୍ଲକ୍ ଭୋଇଁମଡ଼ା ସରକାରୀ ଉଚ୍ଚବିଦ୍ୟାଳୟର ହଷ୍ଟେଲରେ ଜଣେ ମ୍ୟାଲେରିଆ ସନ୍ଦୀଗ୍ଧ ଛାତ୍ରଙ୍କ ମୃତ୍ୟୁ ହୋଇଛି । ପ୍ରଥମେ ଛାତ୍ର ଜଣଙ୍କୁ ସ୍କୁଲରେ ଜ୍ୱର ହୋଇଥିଲା ଏନେଇ ତାଙ୍କୁ ପିଏଚସି କୁ ପଠାଯାଇଥିଲା । ହେଲେ ସେଠାରେ ଜ୍ୱର ନକମିବାରୁ ପୁଣି ତାଙ୍କୁ…

ବିଏସକେଓ୍ୱାଇ ବଦଳରେ ଲାଗୁ ହେବାକୁ ଥିବା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କେବେ ଲାଗୁ ହେବ?

ଭୁବନେଶ୍ୱର: ନିକଟରେ ବିଧାନସଭାରେ ରାଜ୍ୟ ସରକାର ଆଗତ କରିଥିବା ବଜେଟ ଅନୁଯାୟୀ ପୂର୍ବ ସରକରାରର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସକେଓ୍ୱାଇର ନାମ ଗୋପବନ୍ଧୁ ଜନ ଆରୋଗ୍ୟ ହୋଇଛି। ତେବେ ଏହି ନୂଆ ଯୋଜନା କେବେ ଲାଗୁ ହେବ ତାରିଖ ସ୍ପଷ୍ଟ ହୋଇନଥିବା ବେଳେ ଏହାକୁ ନେଇ…

ଅଲିମ୍ପିକ୍ସ ପଦକର ହ୍ୟାଟ୍ରିକରୁ ବଞ୍ଚିତ ମନୁ ଭାକର, ୨୫ ମିଟର ପିସ୍ତଲ ଇଭେଣ୍ଟରେ ହେଲେ ନିରାଶ

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ୨୦୨୪ରେ ଭାରତୀୟ ଶୁଟର ମନୁ ଭାକର ୨୫ ମିଟର ପିସ୍ତଲ ଇଭେଣ୍ଟରେ ଶେଷ ମ୍ୟାଚ୍ ଖେଳିଛନ୍ତି। ଏହା ପୂର୍ବରୁ ସେ ୧୦ ମିଟର ଏୟାର ପିସ୍ତଲ ଓ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍ ଇଭେଣ୍ଟରେ ଭାଗ ନେଇଥିଲେ। ଏହି ଦୁଇଟି ଇଭେଣ୍ଟରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ।…

କାହିଁକି ଓଡିଶା ଆସିଲେ ଓ୍ବାଇ ବି ଖୁରାନିଆ?

ଭୁବନେଶ୍ବର: ଓଡିଶା ଫେରିବେ ୧୯୯୦ ବ୍ୟାଚର ଆଇପିଏସ୍ ଯୋଗେଶ ବାହାଦୂର ଖୁରାନିଆ । ଖୁରାନିଆଙ୍କୁ ଓଡିଶା କ୍ୟାଡରକୁ ତତ୍କାଳ ପ୍ରଭାବରେ ଫେରାଇ ଆଣିବା ପାଇଁ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟ ନିଯୁକ୍ତି କମିଟି ଅନୁମୋଦନ କରିଛି । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ…