Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ରାଜ୍ୟସଭା ନିର୍ବାଚନ ଲଢିବା ପାଇଁ ବୟସ ସୀମା ୨୧ ବର୍ଷ ହେବା ଉଚିତ୍’

ନୂଆଦିଲ୍ଲୀ: ରାଜ୍ୟସଭାରେ ନିର୍ବାଚନ ଲଢିବା ପାଇଁ ବୟସ ସମ୍ପର୍କ ଉପରେ ପ୍ରଶ୍ନ ଉଠାଇଲେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଡ୍ଡା । ଆଜି ରାଜ୍ୟସଭାରେ ସେ କହିଛନ୍ତି ଯେ, ଯେତେବେଳେ ୧୮ ବର୍ଷ ବୟସରେ ସରକାର ଚୟନ କରିବାର ଅଧିକାର ରହିଛି ତେବେ ୨୧ ବର୍ଷ ବୟସରେ କାହିଁକି ନିର୍ବାଚନ…

ଛତିଶଗଡରୁ ଭାସି ଓଡିଶାରେ ଲାଗିଲେ, ସୁରକ୍ଷିତ ଉଦ୍ଧାର କଲେ ମତ୍ସଜୀବି

ଭୁବନେଶ୍ବର: କଥାରେ ଅଛି ଯାହାକୁ ରଖେ ହରି, କିଏ ବା ପାରିବ ତରି.. । ସେମିତି ଜଣେ ମହିଳା ନିଜ ଜୀବନ ବଳରେ ଛତିଶଗଡରୁ ସୁଦୂର ୬୦ କିଲୋମିଟର ମହାନଦୀରେ ଭାସି ଭାସି ଆସି ଓଡିଶାରେ ଲାଗିଛନ୍ତି । ୬୦ କିଲୋ ମିଟର ଭାସିବା ପରେ କିଛି ମତ୍ସଜୀବି ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ତେବେ…

ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍, ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ

ଭୁବନେଶ୍ବର: ରବିବାର ହୀରାକୁଦ ଜଳଭଣ୍ଡାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିଥିଲା । ହେଲେ ଉପର ମୁଣ୍ଡରେ ବର୍ଷାର ପରିମାଣ ନିୟନ୍ତ୍ରଣ ଥିବା ବେଳେ ଗତକାଲି ୨ଟି ଗେଟ୍ ବନ୍ଦହୋଇଥିବା ବେଳେ ପରେ ଆଉ ୪ଟି ଗେଟ୍ ବନ୍ଦ କରାଯାଇଥିଲା । ଆଜି ପୁଣି ୨ଟି ଗେଟ୍ ବନ୍ଦ କରିଛନ୍ତି…

ଆଗକୁ ପ୍ରବଳ ବର୍ଷିବ, ୨୨ ଜିଲ୍ଲାକୁ ଜାରି ହେଲା ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ବର୍ଷା ବଢିବା ନେଇ ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ ବିଭାଗ । ଝାଡଖଣ୍ଡ, ଛତିଶଗଡରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗାଙ୍ଗେୟ ପଶ୍ଚିମବଙ୍ଗର ସ୍ଥଳଭାଗ ଉପରେ ସକ୍ରିୟ ରହିଛି । ଯାହା ଶୁକ୍ରବାର ଲଘୁଚାପର ରୂପ ନେଇପାରେ । ଯାହାର ପ୍ରଭାବରେ ପଶ୍ଚିମ ଓ…

ସେନା ଡାକ୍ତରୀ ସେବାରେ ପ୍ରଥମ ମହିଳା ଡିଜି ସାଧନା ସକ୍ସେନା ନାୟର

ନୂଆଦିଲ୍ଲୀ: ଲେଫ୍ଟନେଣ୍ଟ ଜେନେରାଲ୍ ସାଧନା ସକ୍ସେନା ନାୟର ବୁଧବାର ଭାରତୀୟ ସେନାର ମେଡିକାଲ ବିଭାଗର ଡିଜି ଭାବେ ନିଯୁକ୍ତି ହୋଇଛନ୍ତି । ଆଜି କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହି ପଦ ପାଇଁ ସେ ହେବେ ପ୍ରଥମ ମହିଳା । ତେବେ ଭାରତୀୟ ସେନାର ଡାକ୍ତରୀ ବିଭାଗରେ ପ୍ରଥମ ମହିଳା ଡିଜି ସାଧନା…

ଚାଷୀଙ୍କ ପାଇଁ ଖୁସି ଖବର: ୧୦ ଯାଏ ବଢିଲା ଫସଲ ବୀମା ପଞ୍ଜୀକରଣ ଅବଧି

ଭୁବନେଶ୍ୱର: କୃଷକଙ୍କ ପାଇଁ ଖୁସି ଖବର। ଖରିଫ-୨୦୨୪ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍ଏଫ୍‌ବିୱାଇ) ପଞ୍ଜୀକରଣ ଅବଧି ୧୦ ତାରିଖ ଯାଏ ବଢାଇଛନ୍ତି ସରକାର। ରାଜ୍ୟ କୃଷି ଓ କୃଷକ ବିକାଶ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି। ଜୁଲାଇ ୩୧ ତାରିଖ ଥିଲା କୃଷକମାନଙ୍କ ନାମ ପଞ୍ଜୀକରଣର…

ପୂର୍ବତନ କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ପରଲୋକ, କ୍ୟାନସରରେ ଥିଲେ ଆକ୍ରାନ୍ତ

ମୁମ୍ବାଇ: ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିବା ପୂର୍ବତନ ଭାରତୀୟ କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କର ବୁଧବାର ପରଲୋକ ଘଟିଛି।ଭାରତ ପାଇଁ ୪୦ ଟେଷ୍ଟ ଓ ୧୫ ଦିନିକିଆ ଖେଳିଥିବା ଗାଏକୱାଡ ଗତ ମାସରେ ଭାରତ ଫେରିବା ପୂର୍ବରୁ ଲଣ୍ଡନର କିଙ୍ଗସ କଲେଜ ହସ୍ପିଟାଲରେ ରକ୍ତ କର୍କଟ ରୋଗରେ…

ସମ୍ବାଦକୁ ଫେରିବେ ସୌମ୍ୟ !

ଭୁବନେଶ୍ୱର: ଆସନ୍ତାକାଲି ଇଷ୍ଟର୍ଣ୍ଣ ମିଡିଆ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଭୁବନେଶ୍ବରସ୍ଥିତ ସମ୍ବାଦ ଭବନକୁ ଯିବେ । ଇଷ୍ଟର୍ଣ୍ଣ ମିଡିଆ ପକ୍ଷରୁ ଏନେଇ ନୋଟିସ ପ୍ରକାଶ ପାଇଥିବା ବେଳେ ବଢିଛି ଭିନ୍ନ ଚର୍ଚ୍ଚା। ଓଡିଶାର ଲୋକପ୍ରିୟ ସମ୍ବାଦପତ୍ର ସମ୍ବାଦର ସଂପାଦକ ପଦକୁ ଫେରିବେ କି…

ରାଜ୍ୟସଭା ପାଇଁ ‘ଖେଲା’ ଆରମ୍ଭ କଲା କି ବିଜେପି? ପ୍ରମିଳା କହିଲେ ବିଜେଡି ମଜବୁତ ଅଛି

ଭୁବନେଶ୍ୱର: ନିକଟରେ ହୋଇଥିବା ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଆସନ କମିଥିଲେ ହେଁ ଓଡ଼ିଶାରେ ଦଳର ନିର୍ବାଚିତ ସାଂସଦଙ୍କ ସଂଖ୍ୟା କେନ୍ଦ୍ରରେ ସରକାର ଗଢ଼ିବାରେ ବଡ଼ ଭୂମିକା ନେଇଛି। ବିଜେପି କେବଳ ଓଡ଼ିଶାର ଲୋକସଭା ଆସନ ଜିତିନି ବରଂ ବିଧାନସଭାରେ ପ୍ରଥମ ଥର ପାଇଁ କ୍ଷମତାର…

ବିଜେଡିକୁ ବଡ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହନ୍ତ

ଭୁବନେଶ୍ଵର: ରାଜ୍ୟସଭାରୁ ବିଜେଡି ସାଂସଦ ମମତା ମହନ୍ତଙ୍କ ଇସ୍ତଫା । ମମତାଙ୍କ ଇସ୍ତଫା ନେଇ ସୂଚନା ଦେଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ । ୨୦୨୦ରେ ରାଜ୍ୟସଭାକୁ ବିଜେଡି ଟିକେଟ୍‌ରେ ନିର୍ବାଚିତ ହୋଇଥିଲେ ମମତା । ରାଜ୍ୟସଭା ସାଂସଦ ସହ ବିଜେଡିରୁ ବି ଇସ୍ତଫା ଦେଇଛନ୍ତି ମମତା । ବିଜେଡିରୁ…