Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିଜେପିରେ ସାମିଲ ହେଲେ ମମତା ମହାନ୍ତ

ଭୁବନେଶ୍ବର: ବିଜେପିରେ ସାମିଲ ହେଲେ ମମତା ମହାନ୍ତ । ଗତକାଲି ବିଜେଡିରୁ ଇସ୍ତଫା ଦେବା ସହିତ ରାଜ୍ୟସଭା ସଦସ୍ୟ ପଦରୁ ମଧ୍ୟ ସେ ଇସ୍ତଫା ଦେଇଥିଲେ । ଯାହା ପରେ ରାଜ୍ୟ ରାଜନୀତି ସରଗରମ ରହିଥିଲା ବେଳେ ଆଜି ବିଧିବଦ୍ଧ ଭାବେ ଦିଲ୍ଲୀରେ ବିଜେପିରେ ସାମିଲ ହୋଇଛନ୍ତି ମମତା । ତେବେ…

ପୂଜା ଖେଡକରଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ବହିଷ୍କୃତ ହୋଇଥିବା ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ କୋର୍ଟରୁ ବଡ଼ ଝଟକା ମିଳିଛି । ତାଙ୍କ ଆଗୁଆ ଜାମିନ ଆବେଦନକୁ ପଟିଆଲା ହାଉସ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଏଥିସହ ନକଲି ପ୍ରମାଣପତ୍ର ବ୍ୟବହାର କରି ଆଉ କେହି ସଂରକ୍ଷଣର ସୁବିଧା ନେଇଛନ୍ତି କି ନାହିଁ ତାହା…

ଖୋଲିବ ଖଣି ଦୁର୍ନୀତି ଗୁମର… ପଶିବ ସିବିଆଇ !

ଭୁବନେଶ୍ବର: ଖୋଲିବ ରାଜ୍ୟରେ ଖଣି ଦୁର୍ନୀତି ଗୁମର ! ଖଣି ମାଫିଆଙ୍କ ସହ ନେତା, ଦୁର୍ନୀତିଗ୍ରସ୍ତ ଅଧିକାରୀ ଯିବେ ଜେଲ୍ ! ଖଣି ଦୁର୍ନୀତିର ତଦନ୍ତ କରିବାକୁ ଓଡିଶାରେ ପଶିବ କି ସିବିଆଇ? ବିଜେପି ସରକାର କ୍ଷମତାକୁ ଆସିବା ପରେ ଖଣି ଦୁର୍ନୀତିର ପର୍ଦ୍ଦାଫାସ କରିବାକୁ ନିଜେ ମୁଖ୍ୟମନ୍ତ୍ରୀ…

ସୁପ୍ରିମ କୋର୍ଟଙ୍କ ବଡ ରାୟ: ଏଣିକି କୋଟା ଭିତରେ ମିଳିବ କୋଟା

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମ୍ପର୍କରେ ଆଜି ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଦେଇଛନ୍ତି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଭିତରେ ହୋଇପାରିବ ଉପବର୍ଗ ବା ସବ୍‌-କ୍ୟାଟେଗୋରୀ। ଅନୁସୂଚୀତ ଜାତି / ଅନୁସୂଚୀତ ଜନଜାତି ସଂରକ୍ଷଣରେ ଜାତି ଭିତ୍ତିକ ସଂରକ୍ଷଣ ଉପରେ…

‘ଆମେ କେବଳ ରିଲ୍ ନିର୍ମାତା ନୁହଁ, କାମ ମଧ୍ୟ କରୁଛୁ’

ନୂଆଦିଲ୍ଲୀ: ଆଜି ଲୋକସଭାରେ ରାଗିଗଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳ ମନ୍ତ୍ରୀ ଗୃହରେ ରେଳବାଇରେ କରାଯାଉଥିବା ସଂସ୍କାର ଏବଂ ଲୋକୋ ପାଇଲଟଙ୍କ ସମ୍ପର୍କରେ ବ୍ୟବସ୍ଥା ବିଷୟରେ କହୁଥିବା ସମୟରେ ତାଙ୍କୁ ରିଲ ମନ୍ତ୍ରୀ ବୋଲି କହି ଥଟ୍ଟା ପରିହାସ କରିଥିଲେ ଜଣେ ବିରୋଧୀଦଳ ସାସଂଦ ।…

ମମତା ମହନ୍ତଙ୍କ ଇସ୍ତଫା ପଛର କାରଣ କ’ଣ?

ଭୁବନେଶ୍ବର: ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିକୁ ବଡ ଝଟକା। ରାଜ୍ୟସଭା ସାଂସଦ ପଦ ସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ମମତା ମହନ୍ତ । ତେବେ ମମତାଙ୍କ ଇସ୍ତଫା ପଛରେ କାରଣ କଣ? ହଠାତ୍ ଇସ୍ତଫା ଦେଇ ଚମକାଇଲେ ନା ଅନେକ ପୂର୍ବରୁ କରିଥିଲେ ଯୋଜନା? ଲୋକସଭାରେ ବିଜେଡି ଶୂନ…

ମମତା ବିଜେପିକୁ ଆସିଲେ, ଆମେ ତାଙ୍କୁ ସ୍ବାଗତ କରିବୁ:ବିଶେଶ୍ୱର ଟୁଡୁ

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ପଦରୁ ମମତା ମହନ୍ତଙ୍କ ଇସ୍ତଫା ପରେ ଜାରି ରହିଛି ରାଜନୀତି ବୟାନବାଜି l ମମତାଙ୍କ ଇସ୍ତଫାକୁ ନେଇ ବରିଷ୍ଠ ବିଜେପି ନେତା ବିଶେଶ୍ୱର ଟୁଡୁଙ୍କ ପ୍ରତିକ୍ରିୟା l ମମତାଙ୍କୁ ବିଜେପି ଭଲ ଲାଗିଲେ, ସେ ଦଳରେ ଯୋଗ ଦେଇପାରନ୍ତି l ମମତା ବିଜେପିକୁ ଆସିଲେ, ଆମେ ତାଙ୍କୁ…

‘ରାଜ୍ୟସଭା ନିର୍ବାଚନ ଲଢିବା ପାଇଁ ବୟସ ସୀମା ୨୧ ବର୍ଷ ହେବା ଉଚିତ୍’

ନୂଆଦିଲ୍ଲୀ: ରାଜ୍ୟସଭାରେ ନିର୍ବାଚନ ଲଢିବା ପାଇଁ ବୟସ ସମ୍ପର୍କ ଉପରେ ପ୍ରଶ୍ନ ଉଠାଇଲେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଡ୍ଡା । ଆଜି ରାଜ୍ୟସଭାରେ ସେ କହିଛନ୍ତି ଯେ, ଯେତେବେଳେ ୧୮ ବର୍ଷ ବୟସରେ ସରକାର ଚୟନ କରିବାର ଅଧିକାର ରହିଛି ତେବେ ୨୧ ବର୍ଷ ବୟସରେ କାହିଁକି ନିର୍ବାଚନ…

ଛତିଶଗଡରୁ ଭାସି ଓଡିଶାରେ ଲାଗିଲେ, ସୁରକ୍ଷିତ ଉଦ୍ଧାର କଲେ ମତ୍ସଜୀବି

ଭୁବନେଶ୍ବର: କଥାରେ ଅଛି ଯାହାକୁ ରଖେ ହରି, କିଏ ବା ପାରିବ ତରି.. । ସେମିତି ଜଣେ ମହିଳା ନିଜ ଜୀବନ ବଳରେ ଛତିଶଗଡରୁ ସୁଦୂର ୬୦ କିଲୋମିଟର ମହାନଦୀରେ ଭାସି ଭାସି ଆସି ଓଡିଶାରେ ଲାଗିଛନ୍ତି । ୬୦ କିଲୋ ମିଟର ଭାସିବା ପରେ କିଛି ମତ୍ସଜୀବି ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ତେବେ…

ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍, ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ

ଭୁବନେଶ୍ବର: ରବିବାର ହୀରାକୁଦ ଜଳଭଣ୍ଡାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିଥିଲା । ହେଲେ ଉପର ମୁଣ୍ଡରେ ବର୍ଷାର ପରିମାଣ ନିୟନ୍ତ୍ରଣ ଥିବା ବେଳେ ଗତକାଲି ୨ଟି ଗେଟ୍ ବନ୍ଦହୋଇଥିବା ବେଳେ ପରେ ଆଉ ୪ଟି ଗେଟ୍ ବନ୍ଦ କରାଯାଇଥିଲା । ଆଜି ପୁଣି ୨ଟି ଗେଟ୍ ବନ୍ଦ କରିଛନ୍ତି…