Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସାଂସଦ ଅପରାଜିତା ହେଲେ ଏସିଆ ପାସିଫିକ୍‌ ଗ୍ରୁପ ଆଇପିୟୁ ଉପସଭାପତି

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀ ହେଲେ ଏସିଆ ପାସିଫିକ୍‌ ଗ୍ରୁପ ଆଇପିୟୁ ଉପସଭାପତି। ଆଇପିୟୁ (IPU) କାର୍ଯ୍ୟକାରୀ କମିଟି ଦ୍ବାରା ମନୋନୀତ ହୋଇଥିବା ସୂଚନା ଦେଇଛନ୍ତି ସାଂସଦ ଅପରାଜିତା। ସେ ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ କରି ଏହି ଖବର ଦେଛନ୍ତି। ତେବେ ସେ ବାଚସ୍ପତି ଓମ୍‌…

ପୂର୍ବରୁ ଓଡ଼ିଶାକୁ ପାଞ୍ଚ ଟାଉଟର ଶାସନ କରୁଥିଲେ, ବିଜେଡି ବିଧାୟକ ଟେଣ୍ଟ ବାନ୍ଧୁଥିଲେ: ସଂସଦୀୟ ବ୍ୟାପାର ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଫାଇଭ ଟିକୁ ପାଞ୍ଚ ଟାଉଟର କହି କରିଛନ୍ତି କଡ଼ା ସମାଲୋଚନା। ବିରୋଧୀ ବିଜେଡି ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଓଡ଼ିଆ ଅସ୍ମିତା ପ୍ରସଙ୍ଗ କଥା ଉଠାଇ ଶାସକ ଦଳକୁ ଘେରିଛି। ଆଉ ଏହି ସମୟରେ ବିଧାନସଭାରେ…

ରୋଜଗାର ପାଇଁ ମୋଦୀ ସରକାରର ବଡ଼ ଯୋଜନା, ଜାଣନ୍ତୁ କିଏ ପାଇପାରିବେ ଲାଭ?

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶିକ୍ଷା, ରୋଜଗାର ଏବଂ ଦକ୍ଷତା ପାଇଁ ୧.୪୮ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରି କହିଛନ୍ତି ଯେ ଚଳିତ ବର୍ଷ ବଜେଟ ପାଇଁ ୪ଟି ପ୍ରମୁଖ ବିଷୟ ବସ୍ତୁ ମଧ୍ୟରୁ ଗୋଟିଏ ହେଉଛି ଦକ୍ଷତା। ୫ ବର୍ଷ ମଧ୍ୟରେ ୨୦ ଲକ୍ଷ ଯୁବକ ଯୁବତୀଙ୍କୁ କୁଶଳୀ କରିବା ପାଇଁ…

କେନ୍ଦ୍ର ବଜେଟରେ ପୋଲାଭରମ ପ୍ରକଳ୍ପକୁ ପାଣ୍ଠି, ବିଜେଡି-କଂଗ୍ରେସ କହିଲେ ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସଘାତକତା

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଅଭିଭାଷଣ ପରେ ବିଜୁ ଜନତା ଦଳ (ବିଜେଡି) ଓ କଂଗ୍ରେସ ରାଜ୍ୟରେ ଶାସକ ଦଳ ଭାରତୀୟ ଜନତା ପାର୍ଟି (ବିଜେପି)କୁ କଡ଼ା ସମାଲୋଚନା କରିଛନ୍ତି। ଆନ୍ଧ୍ର ପ୍ରଦେଶର ପୋଲାଭରମ ଜଳସେଚନ ପ୍ରକଳ୍ପକୁ ଅର୍ଥ ଯୋଗାଣ ଓ ତ୍ୱରାନ୍ୱିତ କରିବା…

ଆଇରନ୍ ବଟିକା ଖାଇ ୩୦ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣାରେ ଦୁଇ ମାଡାମ ନିଲମ୍ବିତ

ପାରାଦୀପ: ପାରାଦୀପ ଲକପଡା ସ୍ଥିତ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ୩୦ ଜଣ ଛାତ୍ରଛାତ୍ରୀ ଆଇରନ ବଟିକା ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି। ଏହି ଘଟଣା ପରେ କୁଜଙ୍ଗ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରଧାନଶିକ୍ଷୟିତ୍ରୀ ମଞ୍ଜୁଲତା ସାମଲ ଓ ସହକାରୀ…

ନୀତୀଶ, ନାଇଡୁଙ୍କ ଉପରେ ମୋଦି ମେହେରବାନ

ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା , ତାହା ହିଁ ହେଲା । ବଜେଟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କ ଉପରେ ମେହେରବାନ ହୋଇଛନ୍ତି ମୋଦି ସରକାର । ନୀତୀଶଙ୍କ ଜେଡିୟୁ ଓ ନାଇଡୁଙ୍କ ଟିଡିପିର ଗୁରୁତ୍ୱପୂର୍ଣ୍ଣ ସମର୍ଥନ ଉପରେ ମୋଦି…

ଚଳେଇ ଦେଉନାହାନ୍ତି ବିଧାନସଭା: ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେଡି ବିଧାୟକ

ଭୁବନେଶ୍ବର: ବିରୋଧୀଙ୍କ ହୁଙ୍କାରରେ ବଢିଲା ବିଧାନସଭା ଉଷ୍ମତା । କଥା ଏତେ ଆଗକୁ ବଢିଗଲା ଯେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିଗଲେ ବିଜେଡି ବିଧାୟକ । ଖାଲି ଚଢିଲେ ନାହିଁ ବାଚସ୍ପତିଙ୍କ ମାଇକ ମଧ୍ୟ ଭାଙ୍ଗିଦେଇଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ। ଆଜି ଅପରାହ୍ନରେ ରାଜ୍ୟପାଳଙ୍କ ପୁଅ…

କେନ୍ଦ୍ର ବଜେଟରୁ କେତେ ପାଇଲା ଓଡିଶା ?

ଭୁବନେଶ୍ବର: ବଜେଟରେ ବିହାର, ଆନ୍ଧ୍ରପ୍ରଦେଶକୁ ଓଜାଡିଲେ । ଓଡିଶା ବେଳକୁ ଆଖି ବୁଜିଦେଲେ । କେନ୍ଦ୍ର ବଜେଟରେ ପୁଣି ଓଡିଶା ନିରାଶ । କେନ୍ଦ୍ର ବଜେଟ୍ ଓଡିଶା ବିରୋଧୀ ବୋଲି ବିଜେଡି କହିଛି । କେନ୍ଦ୍ର ବଜେଟ୍ ଉପସ୍ଥାପନ ବେଳେ ରାଜ୍ୟସଭାରୁ କକ୍ଷତ୍ୟାଗ କରିଥିଲେ ବିଜେଡି ସାଂସଦ । କେନ୍ଦ୍ର…

ରଘୁବର ଦାସଙ୍କ ଉପରେ ପୁରୁଣା ରାଗ ଶୁଝାଉଛନ୍ତି କି ନବୀନ ?

ଭୁବନେଶ୍ବର: ବିଧାନସଭାରେ ଏଏସଓଙ୍କୁ ମାଡ଼ ଘଟଣା ଝଡ଼ । ବିରୋଧୀଙ୍କ ହଙ୍ଗାମା, କାଠଗଡାରେ ସରକାର । କାହିଁକି ରାଜ୍ୟପାଳଙ୍କ ପୁଅ ବିରୋଧରେ ହେଉନି ଆକ୍ସନ୍? କୁଆଡ଼େ ଗଲା ଓଡିଆ ଅସ୍ମିତା ? ଦୁଇ ଦିନ ହେଲା ଘଟଣାକୁ ଅସ୍ତ୍ର କରି ଗର୍ଜନ କରୁଛନ୍ତି ବିରୋଧୀ। କାଲି ରାଜ୍ୟପାଳଙ୍କ ଅଭିଭାଷଣ ବର୍ଜନ…