Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରଘୁବର ଦାସଙ୍କ ଉପରେ ପୁରୁଣା ରାଗ ଶୁଝାଉଛନ୍ତି କି ନବୀନ ?

ଭୁବନେଶ୍ବର: ବିଧାନସଭାରେ ଏଏସଓଙ୍କୁ ମାଡ଼ ଘଟଣା ଝଡ଼ । ବିରୋଧୀଙ୍କ ହଙ୍ଗାମା, କାଠଗଡାରେ ସରକାର । କାହିଁକି ରାଜ୍ୟପାଳଙ୍କ ପୁଅ ବିରୋଧରେ ହେଉନି ଆକ୍ସନ୍? କୁଆଡ଼େ ଗଲା ଓଡିଆ ଅସ୍ମିତା ? ଦୁଇ ଦିନ ହେଲା ଘଟଣାକୁ ଅସ୍ତ୍ର କରି ଗର୍ଜନ କରୁଛନ୍ତି ବିରୋଧୀ। କାଲି ରାଜ୍ୟପାଳଙ୍କ ଅଭିଭାଷଣ ବର୍ଜନ…

ରାଜ୍ୟର ନୂଆ ସିଇଓ ହେଲେ ଆର୍ ସନ୍ଥଗୋପାଳନ

ଭୁବନେଶ୍ବର: ଆର୍‌. ସନ୍ଥଗୋପାଳନ ହେଲେ ରାଜ୍ୟର ନୂଆ ସିଇଓ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହେଲେ ଆର. ସନ୍ଥଗୋପାଳନ। ୨୦୦୧ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇଏଏସ୍‌ ହେଉଛନ୍ତି ସନ୍ଥଗୋପାଳନ। ସନ୍ଥଗୋପାଳନଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ଭାବରେ ଇସିଆଇ ପକ୍ଷରୁ ସୂଚନା ଦିଆଯାଇଛି।…

ସବୁ ବର୍ଗର ଲୋକମାନଙ୍କର ସ୍ୱାର୍ଥକୁ ଦିଆଯାଇଛି ଗୁରୁତ୍ଵ: ମୋଦୀ

ନୂଆଦିଲ୍ଲୀ: ବଜେଟ୍‌କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିକ୍ରିୟା। ଗତ ୧୦ ବର୍ଷରେ ୨୫ କୋଟି ଲୋକ ଗରିବୀରୁ ମୁକ୍ତି ପାଇଛନ୍ତି ।ଏହି ବଜେଟ୍‌ରେ ମଧ୍ୟବିତ୍ତ ବର୍ଗର ସ୍ବାର୍ଥକୁ ଗୁରୁତ୍ବ ଦିଆଯାଇଛି। ଏଥିସହ ଦେଶର ଯୁବ ବର୍ଗ ବଜେଟ୍‌ରୁ ପର୍ଯ୍ୟାପ୍ତ ସୁଯୋଗ ପାଇବେ ବୋଲି କହିଛନ୍ତି ମୋଦୀ।…

ବଜେଟରେ ଛାନିଆ ନିବେଶକାରୀ: ବଢିଲା ଷ୍ଟକ ମାର୍କେଟ ଟିକସ

ନୂଆଦିଲ୍ଲୀ: ଆଜି ନିର୍ମଳା ସୀତାରମଣ ଚଳିତ ବର୍ଷର ପୂର୍ଣ୍ଣଙ୍ଗ ବଜେଟ୍ ଉପସ୍ଥାପନା କରିଛନ୍ତି । ବଜେଟ୍ ଗରିବ, କୃଷକ, ଯୁବକ ଓ ମହିଳାଙ୍କୁ ଅଧିକ ଗୁରୁତ୍ବ ଦେଇଛି । ରୋଜଗାରଠାରୁ ଆରମ୍ଭ କରି କୃଷି, ଶିକ୍ଷା, ଉଦ୍ୟୋଗ, ମାନବ ସମ୍ବଳ ବିକାଶ, ଦକ୍ଷତା ବୃଦ୍ଧି ଇତ୍ୟାଦିକୁ ନେଇ ୯ଟି କ୍ଷେତ୍ରକୁ…

ନିର୍ମଳାଙ୍କ ପେଡିରେ ଯୁବକଙ୍କୁ ଆଶ୍ବସ୍ତି, ପ୍ରତି ମାସରେ ମିଳିବ ୫୦୦୦ ଭତ୍ତା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦି ସରକାରଙ୍କର ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନା କରିଛନ୍ତି । ଏଥରର ବଜେଟ୍ କୃଷକ, ଯୁବକ ଓ ମହିଳାଙ୍କୁ ଅଧିକ ଗୁରୁତ୍ବ ଦେଇଛି । ରୋଜଗାରଠାରୁ ଆରମ୍ଭ କରି କୃଷି, ଶିକ୍ଷା, ଉଦ୍ୟୋଗ, ମାନବ ସମ୍ବଳ ବିକାଶ,…

ଆୟକରକୁ ନେଇ ବଜେଟରେ ବଡ଼ ଘୋଷଣା

ନୂଆଦିଲ୍ଲୀ: ମଧ୍ୟବିତ୍ତ ଓ ଟିକସଦାତାଙ୍କ ପାଇଁ କେନ୍ଦ୍ର ବଜେଟରେ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି । ନୂଆ ଟିକସ ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ସୀମା ୫୦ହଜାରରୁ ୭୫ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥିସହ ନୂଆ ଟିକସ ସ୍ଲାବରେ ପୁଣି ଥରେ ପରିବର୍ତ୍ତନ କରାଯାଇଛି । ତେବେ…

କ’ଣ ଶସ୍ତା କ’ଣ ମହଙ୍ଗା? ସୁନା, ରୁପା ମୋବାଇଲ୍ ହେବ ଶସ୍ତା

ନୂଆଦିଲ୍ଲୀ: ମୋଦି ସରକାରର ତୃତୀୟ ପାଳିର ପ୍ରଥମ ସାଧାରଣ ବଜେଟ୍ ଉପସ୍ଥାପିତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବିଭିନ୍ନ କ୍ଷେତ୍ର ପାଇଁ ସ୍ବତନ୍ତ୍ର ଘୋଷଣା କରାଯାଇଛି । ତେବେ ବଜେଟ୍ ସାଧାରଣ ଜନତାଙ୍କ ପକେଟକୁ କେମିତି ପ୍ରଭାବିତ କରିବ? କେଉଁ ସାମଗ୍ରୀ ଶସ୍ତା ହେବ ଓ…

ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ତଳସରା ବିଧାୟକ

ଭୁବନେଶ୍ବର: ବିଜେପିର ଉପବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ । ବିଧାନସଭା ସଚିବଙ୍କୁ ନିଜ ନାମାଙ୍କନ ପତ୍ର ପ୍ରଦାନ କରିଛନ୍ତି ଭବାନୀ । ତେବେ ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୨୪ରେ ହେବ ଉପବାଚସ୍ପତି ନିର୍ବାଚନ । ତେବେ କହିରଖୁଛୁ, ସୁନ୍ଦରଗଡ…

ଖୁସି ଖବର: ପ୍ରଥମକରି ଚାକିରି ପାଇଥିବା ବ୍ୟକ୍ତିଙ୍କ ଆୟ ୧ଲକ୍ଷରୁ କମ ଥିଲେ ଇପିଏଫଓରୁ ମିଳିବ ସ୍ୱତନ୍ତ୍ର ସହାୟତା

ନୂଆଦିଲ୍ଲୀ: ଯୁବବର୍ଗଙ୍କ ପାଇଁ ଖୁସି ଖବର। ପ୍ରଥମ କରି ଚାକିରି ପାଇଥିବା ବ୍ୟକ୍ତିଙ୍କ ଆୟ ୧ଲକ୍ଷରୁ କମ ଥିଲେ ଇପିଏଫଓରୁ ମିଳିବ ସ୍ୱତନ୍ତ୍ର ସହାୟତା। ପ୍ରଥମକରି ଚାକିରି କରିଥିବା ଯୁବକ, ଯୁବତୀ ଯାହାଙ୍କ ଦରମା ୧ ଲକ୍ଷରୁ କମ୍ ଥିବ ସେମାନଙ୍କ ପାଇଁ ପ୍ରଥମଥର ଇପିଏଫଓ ରେଜିଷ୍ଟର କରିଥିଲେ ୧୫…

ଖୋଲିଲା ନିର୍ମଳାଙ୍କ ପେଡି: ବିହାର-ଆନ୍ଧ୍ରକୁ ଓଜାଡିଲେ

ନୂଆଦିଲ୍ଲୀ: ମୋଦି ସରକାରଙ୍କର ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଆଜି ଉପସ୍ଥାପନା ହେଉଛି । ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନା କରୁଛନ୍ତି । ତାଙ୍କ ବଜେଟ୍ ଉପସ୍ଥାପନାରେ ବିହାର ଓ ଆନ୍ଧ୍ର ପାଇଁ ବଡ ଘୋଷଣା କରିଛନ୍ତି ନିର୍ମଳା । ବଜେଟରେ ବିହାର ପାଇଁ…