Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଘଡିସନ୍ଧି ମୁହୂର୍ତ୍ତରେ ବି ବଦଳିଛି ଭାରତର ଅର୍ଥନୀତିର ଭାଗ୍ୟ: ଖୋଲିଲା ନିର୍ମଳାଙ୍କ ପେଡି

ନୂଆଦିଲ୍ଲୀ: ସଂସଦରେ ଖୋଲିଲା ନିର୍ମଳାଙ୍କ ପେଡି । ଦେଶର ବିକାଶ ଦିଗରେ ଚଳିତ ବଜେଟରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମଧ୍ୟବର୍ତ୍ତୀ ବଜେଟରେ ୪ଟି ଭିନ୍ନ ଜାତି ତଥା ଗରିବ, ମହିଳା, ଯୁବକ ଏବଂ କୃଷକ ଉପରେ ଧ୍ୟାନ ଦିଆଯାଇଛି । କୃଷକମାନଙ୍କ ପାଇଁ…

ବିରୋଧୀଙ୍କ ହଟ୍ଟଗୋଳ, ସାଢେ ୧୧ ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ଆଜି ବିଜେପି ସରକାରର ବିଧାନସଭା ପ୍ରଥମ ଅଧିବେଶନର ଦ୍ବିତୀୟ ଦିନ । ପ୍ରଥମ ଦିନ ଭଳି ଦ୍ବିତୀୟ ଦିନ ଆରମ୍ଭରୁ ହିଁ ସେହି ସମାନ ପରିସ୍ଥିତି । ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣା ନେଇ ଗୃହ ନାରାବାଜି କରିଛି ବିରୋଧୀ ବିଜେଡି । ପ୍ରଶ୍ନକାଳ ଆରମ୍ଭରୁ ହିଁ ହଟ୍ଟଗୋଳ…

ମନ୍ତ୍ରୀ ମିଳିନଥିବା ସ୍ଥାନରୁ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ଦେଲେ ମୋହନ ସରକାର

ଭୁବନେଶ୍ୱର: ଦୀର୍ଘ ଦିନ ଧରି ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ହେବା ନେଇ ଚାଲିଥିଲା ଜୋରଦାର ଚର୍ଚ୍ଚା। ବର୍ତ୍ତମାନ ଚର୍ଚ୍ଚାର ଘଟିଛି ଅବସାନ। ମନ୍ତ୍ରୀ ମିଳିନଥିବା ସ୍ଥାନରୁ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ଦେଲେ ମୋହନ ସରକାର। ବୌଦ୍ଦ ବିଧାୟକ ସରୋଜ ପ୍ରଧାନଙ୍କୁ ମୁଖ୍ୟ…

ସ୍ବତନ୍ତ୍ର ରାଜ୍ୟ ପାହ୍ୟା : ବିହାରକୁ ନା, ଓଡିଶାକୁ ?

ନୂଆଦିଲ୍ଲୀ: ନୀତିଶଙ୍କୁ କେନ୍ଦ୍ରର ନା । କେନ୍ଦ୍ରରେ ଏନଡିଏ ସରକାରର ଅନ୍ୟତମ ପ୍ରମୁଖ ସହଯୋଗୀ ନୀତିଶ କୁମାରଙ୍କ ଜେଡିୟୁକୁ ଜୋରଦାର ଝଟକା। ବିହାରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ମନା କରିଛନ୍ତି କେନ୍ଦ୍ର ସରକାର। 2012 ଅନ୍ତଃମନ୍ତ୍ରୀସ୍ତରୀୟ ଦଳ ବା ଆଇଏମଜି ରିପୋର୍ଟ ଅନୁସାରେ…

ଭାଙ୍ଗିଯିବ କି ବିଜେଡି ?

ଭୁବନେଶ୍ବର: ନବୀନ-ପାଣ୍ଡିଆନ କ୍ଷମତା ସମୀକରଣକୁ ନେଇ ଚର୍ଚ୍ଚା। ଇଂରାଜୀ ଦୈନିକ ଖବରକାଗଜରେ ଖବର ପ୍ରକାଶ ପାଇବା ପରେ ସ୍ପଷ୍ଟୀକରଣ ରଖିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ରିପୋର୍ଟ ଅନୁସାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭିକେ ପାଣ୍ଡିଆନଙ୍କ ପ୍ରସ୍ତାବ ଗ୍ରହଣ ନକରିବାକୁ…

ଶରତଙ୍କ ପରେ କିଏ ହେବେ ପିସିସି ସଭାପତି ?

ଭୁବନେଶ୍ବର: ଓଡିଶାରେ ନୂଆ ଆରମ୍ଭ କରିବ କଂଗ୍ରେସ । ଭାଙ୍ଗିଲା ଓଡିଶା ପ୍ରଦେଶ କଂଗ୍ରେସ କମିଟି, ହଟିଲେ ଶରତ । କଂଗ୍ରେସ ସଭାପତିଙ୍କ ଅନୁମୋଦନ ପରେ ଜିଲ୍ଲା, ବ୍ଲକ, ମଣ୍ଡଳସ୍ତରୀୟ ବିଭିନ୍ନ କମିଟିକୁ ଭଙ୍ଗ କରିଛି କଂଗ୍ରେସ । ପଦରୁ ହଟିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ନୂଆ କମିଟି…

ନେମ୍ ପ୍ଲେଟ୍ ବିବାଦ: ଯୋଗୀ ସରକାରଙ୍କ ଆଦେଶରେ ଲାଗିଲା ସୁପ୍ରିମକୋର୍ଟଙ୍କ ରୋକ୍

ନୂଆଦିଲ୍ଲୀ: କାଉଡିଆ ଯାତ୍ରାକୁ ନେଇ ଯୋଗୀ ସରକାରଙ୍କର ନେମ୍ ପ୍ଲେଟ୍ ବିବାଦ ଉପରେ ମଧ୍ୟବର୍ତ୍ତୀକାଳୀନ ରୋକ ଲଗାଇଛନ୍ତି । ଏନେଇ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ମଧ୍ୟପ୍ରଦେଶ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଖାଲି ସେତିକି ନୁହେଁ, ଏହା ସହିତ କୋର୍ଟ କହିଛନ୍ତି,…

ଭିଜିଲାନ୍ସ ଜାଲରେ ମତ୍ସ୍ୟ ସମ୍ପଦ ବିଭାଗର ଡେପୁଟି ଡ଼ାଇରେକ୍ଟର, ୧.୫ କୋଟି ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ

କଟକ: ଭିଜିଲାନ୍ସ ଜାଲରେ କଟକ ମତ୍ସ୍ଯ ସମ୍ପଦ ବିଭାଗର ଡେପୁଟି ଡ଼ାଇରେକ୍ଟର ବସନ୍ତ କୁମାର ଦାସ । ସରକାରୀ ଅର୍ଥ ଆତ୍ମସାତ ମାମଲାରେ ମତ୍ସ୍ୟ ଉପନିର୍ଦ୍ଦେଶକ ବସନ୍ତ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ। ବସନ୍ତ ଦାସଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ପ୍ରାୟ ୧କୋଟି…

ଏଏସଓଙ୍କୁ ମାଡ ମାରିବା ଘଟଣାରେ ବର୍ଷିଲେ ନବୀନ, କହିଲେ ଭୁଶୁଡି ପଡିଲାଣି ଆଇନ ବ୍ୟବସ୍ଥା

ଭୁବନେଶ୍ବର:ସରିଯାଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ଅଧିବେଶନ ଆରମ୍ଭରୁ ହିଁ ପୂରା ଫାୟାର ବିରୋଧୀ । ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ ମାରିବା ଘଟଣାକୁ ନେଇ ଗୃହ ତ୍ୟାଗ କରିଥିଲେ ବିରୋଧୀ ବିଜେଡି ଓ କଂଗ୍ରେସ । ସେହି ସମାନ ପ୍ରସଙ୍ଗ ନେଇ ବିଧାନସଭା ବାହାରେ ମଧ୍ୟ…

୨୦୩୬ ସୁଦ୍ଧା ଗଠନ ହେବ ବିକଶିତ ଓଡିଶା

ଭୁବନେଶ୍ବର: ୨୦୩୬ ସୁଦ୍ଧା ଗଠନ ହେବ ବିକଶିତ ଓଡିଶା । ସମୃଦ୍ଧ ହେବ ଓଡିଶାର ପ୍ରତିଟି ରାଜ୍ୟ । ମୋ ସରକାର ନରପେକ୍ଷତାର ସହ କାମ କରିବ ବୋଲି କହିଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋମବାର ଆରମ୍ଭ ହୋଇଯାଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣ…