Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ୩ ‘ସ’କୁ ଗୁରୁତ୍ୱ

ପୁରୀ: ପଦାଧିକାରୀ ବୈଠକ ପରେ ପୁରୀରେ ଆରମ୍ଭ ହୋଇଛି ବିଜେପିର କାର୍ଯ୍ୟକାରିଣୀ ବୈଠକ। ଏହାକୁ ଉଦଘାଟନ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଓ ବିଭିନ୍ନ ପଦାଧିକାରୀ ଏହି ବୈଠକରେ ଯୋଗ ଦେଇଛନ୍ତି। ରାଷ୍ଟ୍ରୀୟ…

ମାଇକ୍ରୋସଫ୍ଟ ସର୍ଭର ଡାଉନ, ଠପ୍ ହେଲା ବିମାନସେବା

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ମାଇକ୍ରୋସଫ୍ଟର ସର୍ଭର ଡାଉନ୍ ହୋଇଯାଇଛି । ଏଥିପାଇଁ ବାଧାପ୍ରାପ୍ତ ହୋଇଛି ବିମାନ ସେବା । ଯେଉଁଥିରେ ଭାରତ ସହ ଅଷ୍ଟ୍ରେଲିଆ, ଆମେରିକା, ଜର୍ମାନୀ, ୟୁରୋପ ସବୁଠି ବିମାନସେବା ପ୍ରଭାବିତ ହୋଇଛି । ଯାହାକୁ ନେଇ ଭାରତ ଓ ସ୍ପାଇସଜେଟର ଏୟାରଲାଇନ୍ସ ଏହି କାରଣରୁ…

ନିର୍ଦ୍ଦେଶ ଦେଲେ ଯୋଗୀ; କାଉଡିଆଙ୍କ ମାର୍ଗରେ ଥିବା ସବୁ ଦୋକାନରେ ଲାଗିବ ନେମପ୍ଲେଟ୍

ହରିଦ୍ବାର: ଜୁଲାଇ ୨୨ରୁ ଶ୍ରାବଣ ମାସର ଆରମ୍ଭ । ମାସ ଆରମ୍ଭରୁ କାଉଡିଆଙ୍କ ଯାତ୍ରା ଆରମ୍ଭ ହୋଇଯିବ । ଏହାସହିତ ହରିଦ୍ବାରଙ୍କୁ ଛୁଟିବ କାଉଡିଆ ଭକ୍ତଙ୍କ ସୁଅ । ଯାହାକୁ ଦୃଷ୍ଟିରେ ରଖୁ କିଛି କଡା ନିର୍ଦ୍ଦେଶ ଦେଇଛନ୍ତି ୟୁପି ସରକାର । ୟୁପିର ଯୋଗୀ ସରକାର କାଉଡିଆ ଯିବା ମାର୍ଗରେ ଥିବା…

ଆଜିଠୁ ବିଜେପିର କାର୍ଯ୍ୟକାରିଣୀ ବୈଠକ, ଯୋଗଦେବେ ଜେପି ନଡ୍ଡା

ପୁରୀ: ଆଜିଠୁ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ପୁରୀ ବଳିଆପଣ୍ଡା ସ୍ଥିତ ଏକ ହୋଟେଲରେ ବସିବ ବୈଠକ । ପ୍ରତିଶ୍ରୁତି ପୂରଣ ପାଇଁ ପ୍ରସ୍ତୁତ ହେବ ସରକାରଙ୍କ ରୋଡ୍ ମ୍ୟାପ୍ । ବୈଠକରେ ଯୋଗ ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ…

ସାଢେ ୭ ଘଣ୍ଟାରେ ହେଲା ଅଳଙ୍କାର ସ୍ଥାନାନ୍ତରଣ, ଭିତରେ ନାହିଁ କୌଣସି ଗୁପ୍ତ ସୁଡ଼ଙ୍ଗ

ପୁରୀ: ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ସ୍ଥାନାନ୍ତରଣ କରି ଶ୍ରୀମନ୍ଦିରରୁ ବାହାରିଲେ ୧୧ ଜଣିଆ ଟିମ୍‌ । ସଂପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରଣ ପାଇଁ ଲାଗିଲା ସାଢ଼େ ୭ ଘଣ୍ଟା ସମୟ । ସକାଳ ୯ଟା ୫୧ରେ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲୁ । ଅପରାହ୍ନ ୫ଟା ୧୫ ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ…

ବନ୍ଦ ହେବନି ଆହାର କେନ୍ଦ୍ର, ବଦଳିପାରେ ନାଁ!

ଭୁବନେଶ୍ବର: ଜନସାଧାରଣଙ୍କ ପାଇଁ ଖୁସି ଖବର। ବନ୍ଦ ହେବନି ଆହାର ଯୋଜନା। ତେବେ ବଦଳି ପାରେ ଆହାର କେନ୍ଦ୍ରର ନାଁ । ଆହାର ଯୋଜନା ବନ୍ଦ କରାଯିବନି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ଆହାର ପ୍ରତି ଲୋକଙ୍କ ଆଗ୍ରହ ଅଛି, ସେଥିପ୍ରତି ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି ମନ୍ତ୍ରୀ । ସୂଚନା…

ଆମେ ରାଜକୋଷ ଲୁଟିବା ଯୋଜନାରେ ନାହୁଁ, ତେଣୁ ଡରିବାର ପ୍ରଶ୍ନ ଉଠୁନି: ପ୍ରତାପ ଷଡଙ୍ଗୀ

ଭୁବନେଶ୍ବର: ଆମେ ଅତ୍ୟନ୍ତ ଖୁସି ଯେ ଆମକୁ ଶକ୍ତ ବିରୋଧୀ ଦଳ ମିଳିଛି । ସେମାନେ ଆମକୁ ଜଗନ୍ତୁ ବୋଲି ବିରୋଧୀଙ୍କୁ ସମାଲୋଚନା କରି କହିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ। ବାସ୍ତବରେ ବିଜେଡିର ଛାୟା କ୍ୟାବିନେଟକୁ ନେଇ ଏପରି କିଛି କହିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ। ସେ ଆହୁରି ମଧ୍ୟ…

ଏଣିକି ଧବଳେଶ୍ବର ପୀଠକୁ ଯିବନି ପ୍ଲାଷ୍ଟିକ ସାମଗ୍ରୀ

ଆଠଗଡ଼: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ପୀଠରେ ପ୍ଲାଷ୍ଟିକ୍ ମନା । ପ୍ଲାଷ୍ଟିକ କଳସ, ପ୍ଲାଷ୍ଟିକ ତିଆରି ଅନ୍ୟ ସାମଗ୍ରୀକୁ ସଂପୂର୍ଣ୍ଣ ବ୍ୟାନ କରିଛି ମନ୍ଦିର ପ୍ରଶାସନ । ଦେବୋତ୍ତର ବିଭାଗ ଓ ପୂଜକ କମିଟି ଦ୍ବାରା ବସିଥିବା ବୈଠକରେ କିଛି ଏମିତି କଡା ନିଷ୍ପତ୍ତି ଦେଇଛନ୍ତି । ତେବେ ଆଗକୁ…

ଦକ୍ଷିଣ ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ଗଲେ ଗଜପତି, ଜାଣନ୍ତୁ କାହିଁକି?

ପୁରୀ: ଆଜି ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ଗଜପତି ମହାରାଜ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲା ବେଳେ ସିଂହଦ୍ବାର ବାଟେ ନଯାଇ ଦକ୍ଷିଣ ଦ୍ବାରବାଟେ ପ୍ରବେଶ କରିଥିଲେ । ତେବେ କ’ଣ ଆପଣ ଜାଣନ୍ତି, ସବୁବେଳେ ପୂର୍ବଦ୍ବାର ଦେଇ ଯାଉଥିବା ମହାପ୍ରଭୁଙ୍କ ଆଦ୍ୟ ସେବକ କାହିଁକି ଏଥର ଦକ୍ଷିଣ ଦ୍ବାର ଦେଇ…

ରତ୍ନଭଣ୍ଡାର ପରିଦର୍ଶନ କରି ଫେରିଲେ ଗଜପତି ମହାରାଜ, ଜାଣନ୍ତୁ କ’ଣ କହିଲେ….

ପୁରୀ: ଚାଲିଛି ଅଳଙ୍କାର ସ୍ଥାନାନ୍ତରଣ । ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତରିତ ପ୍ରକ୍ରିୟା ସବୁକୁ ଅନୁଧ୍ୟାନ କରି ବାହାରକୁ ଫେରିଛନ୍ତ ଗଜପତି ମହାରାଜ । ଏହାପରେ ଭିତର ରତ୍ନଭଣ୍ଡାର ସ୍ଥାନାନ୍ତରଣ ନେଇ ସୂଚନା ଦେଇଛନ୍ତି ଗଜପତି । ଏନେଇ ଗଜପତି କହିଛନ୍ତି, ଭିତର ରତ୍ନଭଣ୍ଡାରର ଅଳଙ୍କାର…