Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅଷ୍ଟ୍ରେଲିଆ ବିପକ୍ଷରେ ଯୁବରାଜ ସିଂହଙ୍କ ଧୂଆଁଧାର ବ୍ୟାଟିଂ, ମ୍ୟାଚ ପୂର୍ବରୁ ଟ୍ରେଲର ଦେଖି ପାକିସ୍ତାନ ଚିନ୍ତିତ

ନୂଆଦିଲ୍ଲୀ: ଓ୍ୱାର୍ଲଡ ଚାମ୍ପିୟନଶିପ୍ ଅଫ୍ ଲିଜେଣ୍ଡସ୍ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଆଜି ସନ୍ଧ୍ୟାରେ ହେବାକୁ ଥିବା ଏହି ଟାଇଟଲ ମୁକାବିଲା ପୂର୍ବରୁ ପାକିସ୍ତାନର ଅବସ୍ଥା ନିଶ୍ଚିତ ଭାବେ ଖରାପ ହୋଇଯିବ। କାରଣ ଡବ୍ଲୁସିଏଲ୍ ୨୦୨୪ର ଦ୍ୱିତୀୟ ସେମିଫାଇନାଲରେ…

କଂଗ୍ରେସ ଭଳି ବିଜେପି ଭୁଲ ନ ଦୋହରାଉ, ନିଜ ଦଳକୁ କାହିଁକି ଏପରି କହିଲେ ଗଡ଼କରୀ?

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ନିଜ ଦଳ ବିଜେପିକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ବିଜେପି କଂଗ୍ରେସର ଭୁଲର ପୁନରାବୃତ୍ତି କରିବା ଉଚିତ୍ ନୁହେଁ । ଗଡ଼କରୀ କହିଛନ୍ତି ଯେ ବିଜେପି ଏକ ଭିନ୍ନ ଚିନ୍ତାଧାରାର ଦଳ, ସେଥିପାଇଁ ଏହା ବାରମ୍ବାର ଲୋକଙ୍କ ବିଶ୍ୱାସ…

ବଢ଼ିଲା ରାଜ୍ୟପାଳଙ୍କ ପୁଅର ଅଡ଼ୁଆ, ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ କଲେ ଏଏସଓ

ଭୁବନେଶ୍ୱର: ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ଏଏସ୍ଓ) ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୁରୀ ରାଜଭବନରେ ଲଳିତ ମାଡ଼ ମାରିଥିବା ନେଇ ଥାନାରେ ପୁରୀ ସମୂଦ୍ରକୂଳ ଥାନାରେ ଏତଲା ଦେଇଛନ୍ତି ବୈକୁଣ୍ଠ। ପୁଲିସ ସୂତ୍ରରୁ…

ବାରିପଦାରେ ବଡ଼ ଦୁର୍ଘଟଣା, ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ୨୦ ଜଣ ଗୁରୁତର ଆହତ

ବାରିପଦା: ଶନିବାର ବଡି ସକାଳୁ ଦୁର୍ଘଟଣା। ବାରିପଦା ସ୍ଥିତ ବୁଢିଖାମାର ଦେଇଯାଇଥିବା ୧୮ ନମ୍ବର ଜାତୀୟ ରାଜପଥରେ ଏକ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାୟ ସାଢ଼େ ୫ଟାବେଳେ ଏହି…

ସମୀର ଦେ ‘ଫାଓ’ ର ନୂଆ ସଭାପତି

ଭୁବନେଶ୍ବର: ଫୁଟବଲ ଆସୋସିଏସନ ଅଫ୍ ଓଡ଼ିଶା (ଫାଓ)ର ସଭାପତି ହେଲେ ସମୀର ଦେ । କୌଣସି ପ୍ରତିଦ୍ବନ୍ଦି ନଥିବାରୁ ନିର୍ବାଚନ ପୂର୍ବରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ସମୀର ଦେ । ଏହା ସହିତ ସମ୍ପାଦକ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ଆଶୀର୍ବାଦ ବେହେରା । ଆଗାମୀ ୨୧ରେ…

ରଥ ଉପରେ ମୋବାଇଲ ନିଷେଧ

ପୁରୀ: ଏଣିକି ରଥ ଉପରକୁ ଯିବ ନାହିଁ ମୋବାଇଲ । ସେବାୟତ ହୁଅନ୍ତୁ କି ଦଇତାପତି, କେହି ବି ନିଜ ସହିତ ରଥ ଉପରକୁ ମୋବାଇଲ ନେଇ ଯାଇପାରିବେ ନାହିଁ । ସେବାୟତଙ୍କୁ ତାଗିତ୍ କରି ଏମିତି କିଛି କଡା ନିର୍ଦ୍ଦେଶ ଦେଇଛନ୍ତି ନୂଆ କରି ନିଯୁକ୍ତ ହୋଇଥିବା ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ…

ଓଡିଶାରେ ଭିକେ ପାଣ୍ଡିଆନ, ବିହାରରେ ମନୀଷ ବର୍ମା !

ଭୁବନେଶ୍ବର: ବିହାରରେ ଓଡିଶା ଫର୍ମୁଲା। ଓଡିଶାରେ ଭିକେ ପାଣ୍ଡିଆନ, ବିହାରରେ ମନୀଷ ବର୍ମା । ଆଇଏଏସ୍ ମନୀଷ ବର୍ମାଙ୍କୁ ଜେଡିୟୁର ଜାତୀୟ ସାଧାରଣ ସଂପାଦକ ନିଯୁକ୍ତ କରାଯିବା ପରେ ନବୀନଙ୍କ ରାସ୍ତାରେ ନୀତିଶ ଆଗେଇଥିବା ନେଇ ଚର୍ଚ୍ଚା ହେଉଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ…

କେଜ୍ରିଓ୍ବାଲଙ୍କୁ ଆଶ୍ବସ୍ତି, ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲା ବଡ ଆଶ୍ବସ୍ତି । ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ । ତେବେ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିଲେ ମଧ୍ୟ ତିହାର ଜେଲରେ ହିଁ ରହିବେ କେଜ୍ରିଓ୍ବାଲ । କାରଣ ଏହି ଦୁର୍ନୀତି ମାମଲାରେ ସେଣ୍ଟ୍ରାଲ ବ୍ୟୁରୋ…

ପୂର୍ବତନ ଓଡ଼ିଶା କ୍ୟାଡରର ଆଇଏଏସ ନୀତୀଶଙ୍କ ଦଳର ମହାସଚିବ ନିଯୁକ୍ତ

ପାଟଣା: ଆରସିପି ସିଂହଙ୍କ ଇସ୍ତଫା ପରେ ଜନତା ଦଳ (ୟୁନାଇଟେଡ୍)ରେ ପରବର୍ତ୍ତୀ ଅଧିକାରୀ ଭାବେ ଯୋଗଦେବାର ୪୮ ଘଣ୍ଟା ମଧ୍ୟରେ ପୂର୍ବତନ ଓଡ଼ିଶା କ୍ୟାଡରର ଆଇଏଏସ୍ ମନୀଷ ବର୍ମାଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ମନୀଷ ବର୍ମାଙ୍କୁ ଜେଡିୟୁର…

ନିଟ୍-ୟୁଜି ପେପର ଲିକ୍ ମାମଲାରେ ମାଷ୍ଟର ମାଇଣ୍ଡ ଗିରଫ

ନୂଆଦିଲ୍ଲୀ: ନିଟ୍-ୟୁଜି ପେପର ଲିକ୍ ମାମଲାରେ ଅନିୟମିତତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବା ପରଠାରୁ ଫେରାର ଥିବା ଅଭିଯୁକ୍ତକୁ ଗୁରୁବାର ସିବିଆଇ ଗିରଫ କରିଛି। ବିହାରର ନାଳନ୍ଦା ଜିଲ୍ଲାର ବାସିନ୍ଦା ତଥା ମାଷ୍ଟରମାଇଣ୍ଡ ସଞ୍ଜୀବ ମୁଖିଆଙ୍କ ସମ୍ପର୍କୀୟ କୁହାଯାଉଥିବା ରକି ଓରଫ ରାକେଶ…