Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଇଏଏସ ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ

ଭୁବନେଶ୍ୱର: ଆଇଏଏସ ଅରବିନ୍ଦ ପାଢ଼ୀ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ବିକ୍ରମ ଯାଦବଙ୍କୁ ଏହି ପଦରୁ ହଟାଇ ୧୯୯୬ ବ୍ୟାଚର ଆଇଏଏସ ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି ସରକାର। ଆଇନ ବିଭାଗ ତରଫରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ରାଜନାଥ ସିଂହ, ସ୍ଥିର ରହିଛି ସ୍ୱାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପିଠିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ହସ୍ପିଟାଲର ନ୍ୟୁରୋ ବିଭାଗରେ ଭର୍ତ୍ତି କରାଯାଇଛି। ଏମ୍ସର ଜନସମ୍ପର୍କ ଅଧିକାରୀ କହିଛନ୍ତି ଯେ ରାଜନାଥ ସିଂଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ସ୍ଥିର ଅଛି।…

ଗୁଜରାଟରେ ଚାକିରି ପାଇଁ ଆଶାୟୀଙ୍କ ଲମ୍ବା ଧାଡି, ଦଳଚକଟା ଭଳି ସ୍ଥିତି

ଅହମଦାବାଦ:  ଗୁଜରାଟର ଏକ କେମିକାଲ କମ୍ପାନୀ ପକ୍ଷରୁ ଆୟୋଜିତ କିଛି ପଦବା ପାଇଁ ସାକ୍ଷାତକାରର ଆୟୋଜନା କରାଯାଇଥିଲା। ଏହି ସମୟରେ ଶତାଧିକ ଲୋକ ଇଣ୍ଟରଭ୍ୟୁ ସ୍ଥଳକୁ ପ୍ରବେଶ କରିବାକୁ ଚେଷ୍ଟା କରିବାରୁ ହଇଚଇ ସୃଷ୍ଟି ହୋଇଥିଲା । ଗୁଜୁରାଟର ଭରୁଚ ଜିଲ୍ଲାର ଏକ ହୋଟେଲ ପରିସରରେ ଏକ କମ୍ପାନି…

ମୁଖ୍ୟମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକଙ୍କ ଚିଠି: ପହଣ୍ଡି ଅଘଟଣ ଯେପରି ପୁନରାବୃତ୍ତି ନହେବ, ତାହା ସୁନିଶ୍ଚିତ କରିବାକୁ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପହଣ୍ଡି ଅଘଟଣ ଯେପରି ପୁନରାବୃତ୍ତି ନହେବ, ସେନେଇ ସୁନିଶ୍ଚିତ କରିବାକୁ ଅନୁରୋଧ କଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ ଚିଠିରେ ଲେଖିଛନ୍ତି,…

ଚାମ୍ପିଅନସ ଟ୍ରଫି ପାଇଁ ବିସିସିଆଇ ଦେବ ହାଇବ୍ରିଡ୍ ମଡେଲର ପ୍ରସ୍ତାବ

ନୂଆଦିଲ୍ଲୀ: ୨୦୧୭ ପରେ ପ୍ରଥମ ଥର ପାଇଁ ଖେଳାଯିବ ଆଇସିସି ଚାମ୍ପିଅନସ ଟ୍ରଫି କ୍ରିକେଟ । ୨୦୨୫ରେ ପାକିସ୍ତାନ ଆୟୋଜନ କରିବ ଏହି ଚାମ୍ପିଅନସିପ୍ । ତେବେ, ଏଥିରେ ଟୁର୍ଣ୍ଣାମେଂଟରେ ଭାଗ ନେବାକୁ ଭାରତୀୟ ଦଳ ପାକିସ୍ତାନ ଯାଇନପାରେ । ବିସିସିଆଇ ଏନେଇ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରିନଥିଲେ…

ଜୟନାରାୟଣଙ୍କୁ କେମିତି ମନାଇବ ବିଜେପି ?

ଭୁବନେଶ୍ବର: ବିଜେପି ବିରୋଧୀ ସିଟରେ ଥିବା ବେଲେ ଗର୍ଜୁଥିଲେ ଜୟନାରାୟଣ । କଥା କଥାରେ ବିଜେଡି ସରକାର ଓ ଭିକେ ପାଣ୍ଡିଆନଙ୍କୁ ଦେଉଥିଲେ କଡା ଟକ୍କର । ବିରୋଧୀ ଦଳ ନେତା ଭାବେ ବିଜେଡି ଟାର୍ଗେଟରେ ବି ରହିଥିଲେ। ବିଜେପି ସରକାର କ୍ଷମତାକୁ ଆସିବାର ବହୁ ପୂର୍ବରୁ ବିଜେପିର ସ୍ବର ପାଲଟିଥିଲେ ।…

ଗୃହ ବିଭାଗକୁ ବଦଳି ହେଲେ ବିବାଦୀୟ ଆଇପିଏସ ଅଫିସର ଆଶିଷ ସିଂ

ଭୁବନେଶ୍ବର: ବରିଷ୍ଠ ଆଇପିଏସ୍‌ ଅଫିସର ଆଶିଷ ସିଂଙ୍କ ବଦଳି । ଗୃହ ବିଭାଗ ଓଏସଡି ଭାବେ ଆଶିଷ ସିଂଙ୍କୁ ନିଯୁକ୍ତ କଲେ ମୋହନ ସରକାର । ପୂର୍ବ ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ଆଇଜି ଆଶିଷ ସିଂ । ଯାହଙ୍କୁ ଆଜି ଗୃହ ବିଭାଗକୁ ବଦଳି କରାଯାଇଛି । ଏନେଇ ଗୃହ…

ଜୁଲାଇ ୧୪ରେ ରତ୍ନ ଭଣ୍ଡାର ଖୋଲିବା ନେଇ ସ୍ପଷ୍ଟୀକରଣ ଦେଲେ ଆଇନ ମନ୍ତ୍ରୀ

ଭୁବନେଶ୍ବର: ଆଗାମୀ ୧୪ରେ ଖୋଲିବ ରତ୍ନ ଭଣ୍ଡାର । ଏନେଇ ରତ୍ନଭଣ୍ଡାର ତଦାରଖ କମିଟି ପୂର୍ବତନ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି ନିଆସରିଛି । ଏଥିରେ ଖାଲି ସରକାରଙ୍କ ମଞ୍ଜୁରୀ ଆବଶ୍ୟକ । ଏହାରି ଭିତରେ ରତ୍ନ ଭଣ୍ଡାର ୧୪ରେ ଖୋଲିବା ନେଇ ବଡ ସୂଚନା ଦେଇଛନ୍ତି ଆଇନ…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ଯିବନି ଭାରତ

ମୁମ୍ବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପ୍ରସ୍ତୁତିରେ ପାକିସ୍ତାନକୁ ଶକ୍ତ ଧକ୍କାେ ଲାଗିଛି । ସମସ୍ତ ଉଦ୍ୟମ ସତ୍ୱେ ଭାରତକୁ ମନାଇବାରେ ପାକିସ୍ତାନ ସଫଳ ହୋଇପାରି ନାହିଁ । ରିପୋର୍ଟ ମୁତାବକ ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ଯିବ ନାହିଁ ବୋଲି ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୧୯୯୬ ପରେ…

ଇଏ କେମିତିକା ମୃତ୍ୟୁ!, ଗୀତ ଗାଉ ଗାଉ ଟଳିପଡିଲେ ଏଡିଏମ

ପାରେଳାଖେମୁଣ୍ଡି: ଷ୍ଟେଜ୍ ଉପରେ ଗୀତ ଗାଉଥିଲେ । ହଠାତ୍ ଚାଲିଗଲା ଜୀବନ । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ପାରେଳାଖେମୁଣ୍ଡିରେ । ଏକ ଆୟୋଜିତ କାର୍ଯ୍ୟକ୍ରମରେ ଷ୍ଟେଜ୍ ଉପରେ ଖୁସିରେ ଭଜନ ଗାଉଥିଲେ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସ । ହଠାତ୍ ଗାଉ ଗାଉ ଟଳି…