Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିଶିଷ୍ଠ କଣ୍ଠଶିଳ୍ପୀ ସଂଯୁକ୍ତା ରଏଙ୍କ ପରଲୋକ

ଭୁବନେଶ୍ଵର: ବିଶିଷ୍ଠ କଣ୍ଠଶିଳ୍ପୀ ସଂଯୁକ୍ତା ରଏଙ୍କର ପରଲୋକ ଘଟିଛି। ଭୁବନେଶ୍ଵର ବିଜେବି ନଗରସ୍ଥିତ ବାସଭବନରେ ୯୧ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। କଣ୍ଠଶିଳ୍ପୀ ସଂଯୁକ୍ତା ରଏ ଓଡିଶା ସଙ୍ଗୀତ କ୍ଷେତ୍ରରେ ବେଶ୍ ସୁନାମ ଅର୍ଜନ କରିଥିଲେ। ୧୯୪୮ରେ ଆକାଶବାଣୀ କଟକ କେନ୍ଦ୍ର ଉଦଘାଟନ ସମୟରେ…

ବନ୍ଧାହେଲେ ଆସିଷ୍ଟାଣ୍ଟ କମିଶନର ବାବୁ: ସରକାରୀ ଟିକସରେ କରିଥିଲେ ଘୋଟାଲା

ଯାଜପୁର: ବନ୍ଧାହେଲେ ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀ । ଯାଜପୁର ସିଟି ଏବଂ ଜିଏସଟି ଏନ୍‌ଫୋର୍ସମେଣ୍ଟ ଆସିଷ୍ଟାଣ୍ଟ କମିଶନରଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ଏହାସହିତ ବିନୟଙ୍କ ୨ ବ୍ୟକ୍ତିଗତ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ । ତେବେ ସରକାରୀ ଟିକସ ହେରଫେର…

ପୁଣି ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା, ହନ୍ତସନ୍ତ ଯାତ୍ରୀ

ପୁରୀ: ପୁଣି ଚିଲିକା ହ୍ରଦ ମଝିରେ ଫସିଲା ଯାତ୍ରୀବାହି ଡଙ୍ଗା। ଜହ୍ନିକୁଦାରୁ ସାତପଡ଼ା ଯାଉଥିଲା ଯାତ୍ରୀ ବାହି ଡଙ୍ଗା। ଏହି ସମୟରେ ଡ଼ଙ୍ଗାର ମେସିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଫଳରେ ଡଙ୍ଗା ଚାଳକ ଚିଲିକା ଜଳ ରାଶିରେ ଡଙ୍ଗାକୁ ଅଟକାଇ ରଖିଛନ୍ତି। ଦୀର୍ଘ ଏକ ଘଣ୍ଟାକାଳ ଡଙ୍ଗାଟି…

ବଜ୍ରାଘାତରେ ଗୋଟିଏ ପରିବାରର ଜଣେ ମୃତ, ୪ ଗୁରୁତର

ବାଲେଶ୍ୱର: ବଜ୍ରାଘାତରେ ଗୋଟିଏ ପରିବାରର ଜଣେ ମୃତ ଓ ୪ ଗୁରୁତର। ବାଲେଶ୍ୱର ଜିଲ୍ଲା ଉଆଦ ଗାଁର ଗୋଟିଏ ପରିବାର ବିଲରେ କାମ କରିବା ବେଳେ ବଜ୍ରାଘାତ ହୋଇଛି। ଏହି ଅଘଟଣରେ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଗୁରୁତର ୪ ଜଣ ସୋର ମେଡିକାଲ୍‌ରେ ଭର୍ତ୍ତି ଅଛନ୍ତି। ସୂଚନା ଅନୁସାରେ ସମସ୍ତେ…

ଉପରମୁହାଁ ମଙ୍କି ପକ୍ସ: ସତର୍କ ଜାରି କଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ମାଡୁଛି ମଙ୍କିପକ୍ସ ବା ଏମ-ପକ୍ସ । ପ୍ରଥମେ ପାକିସ୍ତାନ ଆଉ ଏବେ ଆଫ୍ରିକାରେ ଏମ- ପକ୍ସ ସ୍ଥିତି ଜାହିର କରିବା ପରେ ଏବେ ଭାରତର ଚିନ୍ତା ବଢିଛି । ତେବେ ଭାରତରେ ଏହାର ସ୍ଥିତି ନଥିଲେ ମଧ୍ୟ ଏନେଇ ଆଗୁଆ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର…

୩ ଘଣ୍ଟା ଯାଏଁ ଏହିସବୁ ଜିଲ୍ଲାରେ ବର୍ଷିବ, ଆଜି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଓଡିଶାର ୨ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ରବିବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ମଧ୍ଯରେ ରହିଛି- ବାଲେଶ୍ୱର ଓ ଭଦ୍ରକ। ଆଗାମୀ ୩ଘଣ୍ଟା ମଧ୍ୟରେ ଏହି ଦୁଇଟି ଜିଲ୍ଲାରେ ସାମାନ୍ଯରୁ ମଧ୍ଯମ ଧରଣର ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି।…

ବ୍ଲୁ ମୁନ୍, ବ୍ଲଡ଼୍ ମୁନ୍ ଓ ସୁପରମୁନ୍ ମଧ୍ୟରେ ପାର୍ଥକ୍ୟ କଣ ? ରାକ୍ଷୀ ପୂର୍ଣ୍ଣିମାରେ ଦେଖିବାକୁ ମିଳିବ ବିରଳ ଦୃଶ୍ୟ

ରକ୍ଷା ବନ୍ଧନ ଅବସରରେ ଦେଖାଯିବ ବିରଳ ଘଟଣା। କାରଣ ବଦଳିଯିବ ଚନ୍ଦ୍ରର ରଙ୍ଗ। ତୋଫା ଜହ୍ନ ନୀଳ ପଡିଯିବ ଅର୍ଥାତ୍‌ ଆକାଶରେ ବ୍ଲୁ ମୁନ ବା ନୀଳଜହ୍ନ ଦେଖାଯିବ। ଲୋକେ ରାତିରେ ସୁନ୍ଦର ଚନ୍ଦ୍ରକୁ ଦେଖିବାକୁ ପସନ୍ଦ କରନ୍ତି। ଅନେକ ଥର ଆମେ ଦେଖୁ ଯେ ଚନ୍ଦ୍ର ପୃଥିବୀଠାରୁ ପ୍ରତିଦିନ ଭିନ୍ନ…

କୋଲକତା ଲଜ୍ଜା: ଅଭିଯୁକ୍ତ ସଂଜୟର ହେବ ମାନସିକ ସ୍ଥିତି ଯାଞ୍ଚ

କୋଲକାତା: କୋଲକାତାରେ ଯାହା ଘଟିଛି ତାହା ସାରା ଭାରତକୁ ସ୍ତବ୍ଧ କରିଦେଇଛି । ଏହାକୁ ନେଇ ଜାରି ରହିଛି ଡାକ୍ତର ଓ ନର୍ସିଂ ଷ୍ଟାଫଙ୍କ ଦେଶବ୍ୟାପୀ ଆନ୍ଦୋଳନ । ଅନ୍ୟପଟେ ଏହି ଘଟଣାରେ ସତ ଖୋଜୁଛି ସିବିଆଇ । ଅଭିଯୁକ୍ତ ସଂଜୟ ରାୟକୁ ଧରିଥିଲେ ମଧ୍ୟ ଘଟଣାରେ ବିଭିନ୍ନ ମୋଡ ନେଇ ତନତନ ଯାଞ୍ଚ…

ପୁଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ବର: ପୁଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ। ପୂଜା ପଣ୍ଡା ନିଯୋଗ ଓ ବଡୁ ନିଯୋଗ ବିବାଦ ପାଇଁ ନୀତି କାନ୍ତି ବନ୍ଦ ହୋଇଛି । ଗତକାଲି ସନ୍ଧ୍ୟା ଧୂପ ପରଠୁ ନୀତି ବନ୍ଦ ରହିବାରୁ କାଲି ଠାରୁ ଉପାସରେ ପଡିଛନ୍ତି ମହାପ୍ରଭୁ  । ତେବେ ପଇତା ଲାଗି ନୀତି ପାଇଁ ଉଭୟ ନିଯୋଗ ମଧ୍ୟରେ ବିବାଦ ଲାଗି…

ପ୍ରତି ୨ ଘଣ୍ଟାରେ ରାଜ୍ୟର ଅପେଡେଟ୍ ନେବ ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ:  ପ୍ରତି ଦୁଇ ଘଣ୍ଟାରେ ଥରେ ସବୁ ରାଜ୍ୟର ଅପେଡେଟ୍ ନେବ ଗୃହ ମନ୍ତ୍ରାଳୟ । କୋଲକାତା ଲଜ୍ଜା ପରେ ସବୁ ରାଜ୍ୟକୁ କିଛି ଏମିତି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏଥିରେ ପ୍ରତି ୨ ଘଣ୍ଟା ଅନ୍ତରାଳରେ ରାଜ୍ୟର ସ୍ଥିତି କିପରି ରହିଛି, ଆଇନ ଶୃଙ୍ଖଳାର ପରିସ୍ଥିତି…