Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦିଲ୍ଲୀ ଭୟାବହ ଅଗ୍ନିକାଣ୍ଡ: ମୃତ ୨୧ ମଧ୍ୟରୁ ୧୭ ଜଣ ବିଦେଶୀ, ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗର ଅଞ୍ଚଳରେ ମଙ୍ଗଳବାର ସକାଳେ ଏକ ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଘଟଣାରେ ଏପର୍ଯ୍ୟନ୍ତ ୨୧ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୭ ବିଦେଶୀ ନାଗରିକ ରହିଥିବା ଜଣାପଡିଛି। ଲାଇବେରିଆ, ନାଇଜେରିଆ, ମୋଜାମ୍ବିକ୍,…

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବକୁମାର

ବେଙ୍ଗାଲୁରୁ: ସିଦ୍ଧରମୈୟାଙ୍କ ଇସ୍ତଫା ପରେ, ବୁଧବାର ଦିନ ଲୋକଭବନରେ କର୍ଣ୍ଣାଟକର ୨୫ତମ ମୁଖ୍ୟମନ୍ତ୍ରୀ ଭାବରେ ଡିକେ ଶିବକୁମାର ଶପଥ ଗ୍ରହଣ କରିଛନ୍ତି। ଲୋକଭବନରେ ଶପଥ ପାଠ କରାଇଲେ ରାଜ୍ୟପାଳ। ଜି ପରମେଶ୍ବର ଉପମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ। ଏହି ଶପଥ ଉତ୍ସବରେ କଂଗ୍ରେସ ଅଧ୍ୟକ୍ଷ…

ଖାନ ସାରଙ୍କ କୋଚିଂ ସେଣ୍ଟର ଉଡ଼ାଇ ଦେବାକୁ ଧମକ, ଜ୍ଞାନ ବିନ୍ଦୁ ନିର୍ଦ୍ଦେଶକ ରୋଶନ ଆନନ୍ଦ ଗିରଫ

ପାଟନା: ବିହାରର ପାଟନାରେ ଖାନ ସାରଙ୍କ କୋଚିଂ ସେଣ୍ଟର ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣ ସାରା ବିହାରରେ ଆତଙ୍କ ସୃଷ୍ଟି କରିଛି। ମଙ୍ଗଳବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟର ବାହାରେ ଗୁଳି ଚାଳନା କରାଯାଇଥିଲା ଏବଂ ସୁରକ୍ଷା ଗାର୍ଡଙ୍କୁ ମାଡ଼ ମରାଯାଇଛି। କିନ୍ତୁ ପୋଲିସ କୌଣସି ଗୁଳି…

ବାଲି ଘାଟରେ ଖଣି ଅଧିକାରୀ ଓ ପୋଲିସକୁ ଆକ୍ରମଣ;ଜବତ ଗାଡ଼ି ଛଡ଼ାଇ ନେଲେ ମାଫିଆ

ସୁନ୍ଦରଗଡ଼: ଖଣି ଅଧିକାରୀ ଓ ପୋଲିସକୁ ଆକ୍ରମଣ କଲେ ବାଲି ମାଫିଆ । ସକାଳେ ସୁନ୍ଦରଗଡ଼ ଟାଉନ୍ ଥାନା ଅମଲିପାଲି ଇବ ନଦୀ ବାଲିଘାଟରେ ଚୋରା ବାଲି ଚାଲାଣ ହେଉଥିବା ନେଇ ଖବର ପାଇଥିଲା ପୋଲିସ । କନିଷ୍ଠ ଖଣି ଅଧିକାରୀ ଓ ଟାଉନ ଥାନା ପୋଲିସ ବାଲି ଘାଟରେ ଚଢ଼ଉ କରିଥିଲେ। ୬ଟି ଗାଡ଼ିରେ ବୋଲି…

ଜଣେ ମହିଳାଙ୍କୁ ୭୦୦ ଲୋକ କରିଛନ୍ତି ଦୁଷ୍କର୍ମ !

ନୂଆଦିଲ୍ଲୀ: ବ୍ରିଟେନରେ ସାମ୍ନାକୁ ଆସିଛି ସାଙ୍ଘାତିକ ଯୌନ ଶୋଷଣ ମାମଲା, ଯାହା ପୂରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଜଣେ କି ଦୁଇ ଜଣ ନୁହେଁ, ବରଂ ପ୍ରାୟ ୬୦୦ରୁ ୭୦୦ ଲୋକଙ୍କ ବିରୋଧରେ ଦୁଷ୍କର୍ମ ଭଳି ସାଙ୍ଘାତିକ ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ ବ୍ରିଟେନ୍ ସଂସଦରେ ଜୋରଦାର ଆଲୋଚନା…

କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ଘଟଣା, ବଦଳିଲେ ଥାନାର ସବୁ କର୍ମଚାରୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ହାଜତରେ ପୋଲିସର ଅକଥନୀୟ ଅତାୟଚାରରେ ସୁଶାନ୍ତ ସାହୁଙ୍କ ମୃତ୍ୟୁ ଘଟଣା । ପୂର୍ବରୁ ୩ ଜଣ ପୋଲିସ କର୍ମଚାରୀଙ୍କୁ ବଦଳି କରାଯାଇଥିବାବେଳେ, ଏବେ ବଦଳିଲେ ଥାନାର ସବୁ କର୍ମଚାରୀ । କେବଳ ଥାନା ନୁହଁ ବାଲିଛାଇ ଫାଣ୍ଡିର ସବୁ କର୍ମଚାରୀଙ୍କୁ ବି…

Kangana Ranaut on 26/11 attack: ୨୬/୧୧ ଆକ୍ରମଣ ବେଳେ ପାର୍ଟି କରୁଥିଲେ କଙ୍ଗନା, ନିଜେ କହିଲେ ସେ ଭୟାନକ ଦିନର…

ମୁମ୍ବାଇ:  ଅଭିନେତ୍ରୀରୁ ସାଂସଦ ହୋଇଥିବା କଙ୍ଗନା ରାଣାୱତ ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ "ଭାରତ ଭାଗ୍ୟ ବିଧାତା" ପାଇଁ ଖବରରେ ଅଛନ୍ତି । ଯାହାର ଟ୍ରେଲର ଏହି ନିକଟରେ ମୁକ୍ତିଲାଭ କରିଛି। ଯେଉଁଥିରେ କଙ୍ଗନା ରାଣାୱତ ଜଣେ ନର୍ସ ଭୂମିକାରେ ଅଭିନୟ କରୁଥିବାର ଦେଖାଯାଇଛି। ଟ୍ରେଲର…

ଏସଆଇଆର କାମରେ ଅବହେଳା, ନିଲମ୍ଵିତ ହେଲେ ବିଡିଓ

ମୟୁରଭଞ୍ଜ: ନିଲମ୍ବିତ ହେଲେ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ବିଡିଓ । ଏସଆଇଆର କାର୍ଯ୍ୟରେ ଅବହେଳା କାରଣରୁ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ବିଡିଓ ସ୍ମୃତିମୟୀ ବନଜା ଦାସଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ ନିଲମ୍ବିତ କରିଥିବା…

Ranveer Singh gets relief: ରଣଭୀର ସିଂହଙ୍କ ବଡ଼ ବିଜୟ, ପଛଘୁଞ୍ଚା ଦେଲା FWICE, ଶେଷ କଲା ଅସହଯୋଗ ଆନ୍ଦୋଳନ

ନୂଆଦିଲ୍ଲୀ: ଅଭିନେତା ରଣଭୀର ସିଂହଙ୍କୁ ମିଳିଲା ବଡ ବିଜୟ । 'ଡନ୍ ୩' ବିବାଦରେ ବଡ ଆଶ୍ବସ୍ତି । ମେ ୨୫ ରେ, FWICE ରଣଭୀର ସିଂହଙ୍କ ବିରୁଦ୍ଧରେ ଏକ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିଲା। ଫରହାନ୍ ଅଖତରଙ୍କ ଅଭିଯୋଗ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଫରହାନ୍ ଦାବି କରିଥିଲେ ଯେ ରଣଭୀର ସିଂହ…

ଜୁଆ ଆଡ୍ଡାରେ ଚଢ଼ାଉ ୨୨ ଜୁଆଡ଼ି ଗିରଫ, ସାଢେ ୩ ଲକ୍ଷରୁ ଅଧିକ ଟଙ୍କା ଜବତ

ନୂଆପଡା: ନୂଆପଡା ଜିଲ୍ଲା ପୋଲିସକୁ ପୁଣି ମିଳିଲା ବଡ ସଫଳତା l ଏକ ଜୁଆ ଆଡ୍ଡା ରେ ଚଢ଼ାଉ କରି ୨୨ ଜଣ ଜୁଆଡ଼ିଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୩ ଲକ୍ଷ ୫୬ ହଜାର ୫୫ ଟଙ୍କା ଜବତ କରିବା ସହ ୨୦ ଗୋଟି ସ୍ମାର୍ଟ ଫୋନ୍, ୬ ଗୋଟି ମୋଟର ସାଇକେଲ ଓ ୪ ଗୋଟି ତାସ ପ୍ୟାକେଟକୁ ଜବତ କରିଛି…