Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ୱାଏନାଡରେ ଭୟଙ୍କର ଭୂସ୍ଖଳନ: ୧୯ ମୃତ, ମାଟି ତଳେ ଫସି ରହିଛନ୍ତି ଶତାଧିକ, ଉଦ୍ଧାର କାର୍ଯ୍ୟରେ ବାୟୁସେନା ନିୟୋଜିତ

ଥିରୁବନନ୍ତମପୁରମ: କେରଳ ୱାଏନାଡରେ ଭୟଙ୍କର ଭୂସ୍ଖଳନ। ଏହି ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଫସି ରହିଛନ୍ତି। ୱଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିବା ଖବର ଆସିଛି। ଉଦ୍ଧାର କାର୍ଯ୍ୟରେ KSDMA ଓ NDRF ନିୟୋଜିତ ଅଛନ୍ତି। ସେହିପରି ଉଦ୍ଧାର କାର୍ଯ୍ୟ ପାଇଁ…

୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗିରହିଛି ବର୍ଷା। ଆଜି ୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲା ହେଉଛି- କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁର। ତେବେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ୩୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି…

ଚକ୍ରଧରପୁର ନିକଟରେ ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ, ୬ରୁ ଊର୍ଦ୍ଧ୍ୱ ଆହତ

ରାଞ୍ଚି: ଆଜି ବୋର ୩.୪୫ ରେ ଝାଡଖଣ୍ଡର ଚକ୍ରଧରପୁର ନିକଟରେ ଏକ ଟ୍ରେନ୍ ଦୁର୍ଘଟଣା ଘଟିଛି। ଟ୍ରେନ୍ ନମ୍ବର ୧୨୮୧୦ ହାୱଡା-CSMT ଏକ୍ସପ୍ରେସ ଚକ୍ରଧରପୁର ନିକଟରେ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ୬ ରୁ ଉର୍ଦ୍ଧ୍ୱ ଯାତ୍ରୀ  ଆହତ ହୋଇଥିବା ଖବର ରହିଛି। ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା…

ଜୋରଦାର ହେଲା ସ୍ବାଧିକାର ଭଙ୍ଗ ରାଜନୀତି

ଭୁବନେଶ୍ବର: ତେଜିଲା ସ୍ବାଧିକାର ଭଙ୍ଗ ରାଜନୀତି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ କଂଗ୍ରେସ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଛି । ସେପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ…

ବିଶ୍ୱର ପ୍ରଥମ କଳା ବାଘ ସଫାରିକୁ ସିଜେଡ୍‌ଏର ଅନୁମୋଦନ

ଭୁବନେଶ୍ୱର: ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ଶିମିଳିପାଳ ସୁରକ୍ଷା ପାଇଁ ମିନି ମାରାଥନ୍ ଆୟୋଜିତ ହୋଇଛି। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ନିକଟରେ ପ୍ରତିଷ୍ଠା ହେବାକୁ ଥିବା ମେଲାନିଷ୍ଟିକ୍‌ ଟାଇଗର (କଳା ବାଘ) ସଫାରି ଆଉ ପାଦେ ଆଗେଇଛି। ବିଶ୍ବର ପ୍ରଥମ ମେଲାନିଷ୍ଟିକ୍‌ ଟାଇଗର…

ଆଉ ଥରେ ଯାଞ୍ଚ ହେବ ଭିତର ରତ୍ନଭଣ୍ଡାର, ଖୋଜା ହେବ ଗୁପ୍ତ ସମ୍ପତ୍ତି

ପୁରୀ: 'ଆଉ ଥରେ ଯାଞ୍ଚ ହେବ ରତ୍ନଭଣ୍ଡାର, ଗୁପ୍ତଭଣ୍ଡାର ଅଛି କି ନାହିଁ ଖୋଜା ଯିବ । ପୁଣିଥରେ ଯାଞ୍ଚ ପାଇଁ ସରକାର ଏସଓପି ଆଣିବେ । ଏସଓପି ଅନୁଯାୟୀ ରତ୍ନଭଣ୍ଡାରରେ ଗୁପ୍ତ ସମ୍ପତ୍ତି ଅଛି କି ନାହିଁ ତାହା ଯାଞ୍ଚ କରାଯିବ' । ଆଜି ପୁରୀରେ ରତ୍ନଭଣ୍ଡାର ଯାଞ୍ଚ ବୈଠକ ପରେ କିଛି ଏମିତି…

ସବୁ ଉପରେ ରହିବ ମୁଖ୍ୟମନ୍ତ୍ରୀଙ୍କ ନଜର, ବାଣ୍ଟିଲେ ଦାୟିତ୍ବ

ଭୁବନେଶ୍ବର: ବିଭିନ୍ନ ବିଭାଗ ଉପରେ ନଜର ରଖିବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଟିକିଏ ଖଇଚା ଦେଖିଲେ ବାଜିବ ଛାଟ । ଏଥିପାଇଁ ବିଭିନ୍ନ ବିଭାଗ ଉପରେ ରିପୋର୍ଟ କରିବା ପାଇଁ ୬ ଅଧିକାରୀଙ୍କ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ୬ ଅଫିସରଙ୍କ ମଧ୍ୟରେ ଆଇଏଏସ ନିକୁଞ୍ଜ ଧଳଙ୍କୁ ଗୃହ,…

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ୍

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଭାଙ୍ଗିଲେ ନିୟମ । ଫେରାଦ ହେଲା କଂଗ୍ରେସ । ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ୍ ଆଣିଲା କଂଗ୍ରେସ । ଶୂନ୍ୟକାଳରେ ନୋଟିସ୍‌କୁ ଗ୍ରହଣ କଲେ ବାଚସ୍ପତି ସୁରମା ପାଢୀ । ଅଗ୍ନିବୀର ସଂରକ୍ଷଣ ଓ ୫ ବର୍ଷ ବୟସ ସୀମା…

ହୀରାକୁଦ ନିଷିଦ୍ଧାଞ୍ଚଳରେ ଉଡିଲା ଡ୍ରୋନ୍

ସମ୍ବଲପୁର: ହୀରାକୁଦ ଡ୍ୟାମରେ ଉଡିଲା ଡ୍ରୋନ୍ । ସୋସିଆଲ ମିଡିଆରେ ଭାଇରାଲ ହେଲା ଅପରେସନ ଗ୍ୟାଲେରୀର ଭିଡିଓ । ଖାଲି ସେତିକି ନୁହେଁ ଗତକାଲି ଗେଟ୍ ଖୋଲିବା ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଯାହାକୁ ନେଇ ଏବେ ହୀରାକୁଦ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି ।…

ରାଜଧାନୀରେ ଉପରମୁହାଁ ଡେଙ୍ଗୁ, ୨୦୦ ଟପିଲା

ଭୁବନେଶ୍ବର: ରାଜଧାନୀରେ ଉପରମୁହାଁ ଡେଙ୍ଗୁ ସଂକ୍ରମଣ । ବର୍ଷାଦିନ କାରଣରୁ ମଶାମାନଙ୍କର ଉପଦ୍ରବ ବଢିବାରେ ଲାଗିଛି । ଏହାର ପ୍ରଭାବରେ ଏବେ ରାଜଧାନୀ ଭୁବନେଶ୍ବରରେ ଡେଙ୍ଗୁ ୨୦୦ ପାର୍ କରିଛି । ତେବେ ଗତ ଜୁଲାଇ ୧୬ ସୁଦ୍ଧା ଏହା ୧୧୫ରେ ପହଞ୍ଚିଥିବା ବେଳେ ଏବେ ଏହାର ସଂଖ୍ୟା ଗତ ୨୭ ସୁଦ୍ଧା…