Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଝାଡ଼ଖଣ୍ଡ ଟ୍ରେନ୍ ଟ୍ରାଜେଡି: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲା ଦକ୍ଷିଣ ପୂର୍ବ ରେଳପଥ

ରାଞ୍ଚି: ଝାଡ଼ଖଣ୍ଡ ଟ୍ରେନ୍ ଟ୍ରାଜେଡି। ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ସହାୟତା ରାଶି ଘୋଷଣା । ଓଡିଶା ରାଉରକେଲାର ୨ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲା ଦକ୍ଷିଣ ପୂର୍ବ ରେଳପଥ । ସେହିପରି ଗୁରୁତର ବ୍ୟକ୍ତିଙ୍କପାଇଁ ୫ ଲକ୍ଷ ଓ ସାମାନ୍ୟ ଆହତଙ୍କ ପାଇଁ ୧ ଲକ୍ଷ…

ଆଳୁ ରାଜନୀତିରେ ନବୀନଙ୍କ ଚିଠି, ସରଗରମ ହେଲା ଗୃହ

ଭୁବନେଶ୍ବର: କାହିଁକି ଚିଠି ଲେଖିଲେ ନବୀନ ? ନାଁ ଚିଠି ଲେଖିବାର ଅଭ୍ୟାସ ଅଛି ବୋଲି ଲେଖିଦେଲେ ? ମଙ୍ଗଳବାର ବିଧାନସଭା ଚାଲିଥିବା ବେଳେ କିଛି ଏମିତି ପ୍ରଶ୍ନ ନବୀନଙ୍କୁ ପଚାରଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତେବେ ଆଳୁକୁ ନେଇ ରାଜ୍ୟ ରାଜନୀତି ତାତି ଥିବା ବେଳେ ଏହାକୁ…

କାହିଁକି ସସପେଣ୍ଡ ହେଲେ ଆଇପିଏସ୍ ପଣ୍ଡିତ ରାଜେଶ ଉତ୍ତମରାଓ ?

ଭୁବନେଶ୍ବର: ମହଙ୍ଗା ପଡିଲା ପ୍ରେମ ନିବେଦନ ! ନିଲମ୍ବିତ ହେଲେ ବରିଷ୍ଠ ପୋଲିସ ଅଧିକାରୀ ପଣ୍ଡିତ ରାଜେଶ ଉତ୍ତମରାଓ । ପଦ ମର୍ଯ୍ୟାଦାର ଅପବ୍ୟବହାର ଅଭିଯୋଗରେ ତାଙ୍କ ଉପରେ ବଡ ଆକ୍ସନ୍ ନିଆଯାଇଛି । ଦିଲ୍ଲୀ ନୀତି ଆୟୋଗ ବୈଠକରୁ ଫେରିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…

ଓଜେଇଇ ୱେବସାଇଟ୍ ଡାଉନ: କାଉନସେଲିଂ, ଚଏସ୍‌ ଲକିଂରେ ସମସ୍ୟା

ଭୁବନେଶ୍ୱର: କାମ କରୁନି ଓଜେଇଇ ୱେବସାଇଟ୍ l ଡାଉନ ହେଲା ଓଜେଇଇ ୱେବସାଇଟ l ଫଳରେ କାଉନସେଲିଂ ଏବଂ ଚଏସ୍‌ ଲକିଂରେ ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ l ଏନେଇ ସୂଚନା ଦେଇଛନ୍ତି ଅଧ୍ୟକ୍ଷ ଡି.ପି ଶତପଥୀ l ସୂଚନା ଅନୁସାରେ, ଆଜି ଛାତ୍ରଛାତ୍ରୀ ମାନେ ୱେବସାଇଟ ଖୋଲି କାଉନସେଲିଂ ଏବଂ ଚଏସ…

ଓ୍ବାୟନାଡ ଭୂସ୍ଖଳନ: ୬୩ ମୃତ, ଫସିରହିଛନ୍ତି ୧୦୦ରୁ ଉର୍ଦ୍ଧ୍ବ ଲୋକ, ଉଦ୍ଧାର ଟିମରେ ନୌସେନା ସାମିଲ୍

ଓ୍ବାୟନାଡ: ପ୍ରବଳ ବର୍ଷା କାରଣରୁ କେରଳ ଓ୍ବାୟନାଡରେ ଭୂସ୍ଖଳନ ହୋଇଛି । ଏଥିରେ ପ୍ରାୟ ୧୦୦ ରୁ ଅଧିକ ଲୋକ ଚାପି ହୋଇ ରହିଥିବା ବେଳେ ଏଯାବତ ୬୩ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଏହାସହିତ ୭୦ ଜଣ ଆହତ ହୋଇ ନିକଟସ୍ଥ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ବୋଲି ସୂଚନା ଦେଇଛନ୍ତି…

ଗିରଫ ହେଲେ ମାଳ ମାଳ ସମ୍ପତ୍ତିର ଅଧିକାରୀ ଅବକାରୀ ବାବୁ

ଭୁବନେଶ୍ବର: ଗିରଫ ହେଲେ କୁବେର ଅବକାରୀ ବାବୁ । ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଆଜି ଅବକାରୀ ବିଭାଗର କମିଶନର ରାମଚନ୍ଦ୍ର ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ବିଭିନ୍ନ ସ୍ଥାନରେ ଥିବା ଘରେ ଆୟବର୍ହିଭୂତ ସମ୍ପତ୍ତି…

ହାଓ୍ବଡା- ମୁମ୍ବାଇ ଟ୍ରେନ ଟ୍ରାଜେଡି: ଦୁଇ ମୃତକ ଓଡିଶାର

ରାଉଲକେଲା: ଆଜି ସକାଳୁ ସକାଳୁ ପୂଣି ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିଛି । ଝାଡଖଣ୍ଡର ରାଜଖରସୁଆଁରେ ହାଓ୍ବଡା- ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିବା ବେଳେ ଏଥିରେ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ ଜଣ ଆହତ ହୋଇଥିବା ସୁଚନା ମିଳିଛି । ତେବେ ପ୍ରାଥମିକ ତଦନ୍ତ…

ନିଲମ୍ବନ ହେଲେ ଆଇପିଏସ ପଣ୍ଡିତ ରାଜେଶ

ଭୁବନେଶ୍ବର: ନିଲମ୍ବନ ହେଲେ ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମରାଓ । ଏନେଇ ଗୃହ ବିଭାଗ ପକ୍ଷରୁ  ନିର୍ଦ୍ଦେଶନାମା ଜାରି ହୋଇଛି । ଭାରତୀୟ ପୋଲିସ ସେବା ଆଇନ୍‌ ଉଲ୍ଲଂଘନ କରିଥିବା ଅଭିଯୋଗରେ ରାଜେଶଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । କ୍ୟାପିଟାଲ ଥାନା…

ଫୁଲୁଛି ମହାନଦୀ, କୂଳ ଛୁଇଁଲାଣି ବନ୍ୟା ପାଣି

ଭୁବନେଶ୍ବର: ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିଛି । ମୋଟ ୨୦ ଗେଟ୍ ଦେଇ ପାଖାପାଖି ୩ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏହାର ପ୍ରଭାବରେ ଫୁଲିଛି ମହାନଦୀ । ତଳିଆ ଅଞ୍ଚଳରେ ମହାନଦୀ ପାଣି ସ୍ତର ବଢିବାରୁ ବିଲ ବାଡି ଚାରିଆଡେ ପାଣିଜମି…

ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍‌ ଲାଇନଚ୍ୟୁତ: ୨ ମୃତ ଓ ୧୫୦ରୁ ଅଧିକ ଆହତ, ଜାଣନ୍ତୁ କେଉଁ ଟ୍ରେନ ହେଲା ବାତିଲ୍

ରାଞ୍ଚି: ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍‌ ଲାଇନଚ୍ୟୁତ ପରେ ୩ ଟ୍ରେନ୍ ବାତିଲ୍ ହୋଇଛି। ଏହି ଘଟଣାରେ ୨ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଢଶହରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ହାୱଡ଼ା-ଟିଟିଲାଗଡ଼-କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ ବାତିଲ୍ କରିଦିଆଯାଇଛି।…