Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସରକାରୀ ଚାକିରିଆଙ୍କୁ ଜୁନ୍ ୩୦ ଯାଏଁ ଛୁଟି ମନା

ଭୁବନେଶ୍ବର: ଜୁନ୍ ୩୦ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ମନା । ଆସନ୍ତାକାଲି ଶପଥ ଗ୍ରହଣ ପୂର୍ବରୁ ଆସିଲା କିଛି ବଡ ନିର୍ଦ୍ଦେଶ । ଜୁନ୍ ୩୦ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରି ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ସାଧାରଣ ପ୍ରଶାସନ ବିଭାଗ ଏସିଏସ୍‌ ।…

ନବୀନ ହେବେ କି ବିରୋଧୀ ଦଳ ନେତା ?

ଭୁବନେଶ୍ବର: ୨୪ବର୍ଷ ଧରି ଓଡିଶାର ମୁଖ୍ୟମନ୍ତ୍ରୀ ରହିଥିଲେ ନବୀନ ପଟ୍ଟନାୟକ। ଏଥର ବିଜେଡି ନିର୍ବାଚନ ହାରିବା ପରେ ବିରୋଧୀ ଦଳ ନେତା ହେବେ କି ନବୀନ ? ଅନେକ ବର୍ଷ ପରେ ଏଥର ବିଧାନସଭାରେ ଶକ୍ତିଶାଳୀ ବିରୋଧୀ ଦଳକୁ ସାମନା କରିବେ ବିଜେପି ସରକାର । ବିଜେଡିର ୫୧ଜଣ ବିଧାୟକ ନୂଆ ସରକାରଙ୍କୁ…

ଓଡିଶାରେ ରାଜସ୍ଥାନ ଫର୍ମୂଲା !

ଭୁବନେଶ୍ବର: ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କ ସହ ରହିବେ କି ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ? ଓଡିଶାରେ ବି ଲାଗୁ ହେବ କି ରାଜସ୍ଥାନ ଓ ଛତିଶଗଡ ଫର୍ମୂଲା? ଯଦି ଲାଗୁ ହୁଏ, କିଏ ହେବେ ଦୁଇ ଉପମୁଖ୍ୟମନ୍ତ୍ରୀ? ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରୁଛି। ମୁଖ୍ୟମନ୍ତ୍ରୀ ଚୟନ ପରେ ରାଜ୍ୟର ସବୁ…

ବିଜେପି ସରକାର ପାଇଁ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିବ ବିଜେପି ସରକାର । ଜନମତ ପାଇ ରାଜ୍ୟରେ ଐତିହାସିକ ବିଜୟ ଲାଭ କରିଛି ବିଜେପି। ବୁଧବାର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେଉଛି । ବିଜେଡି ବିରୋଧରେ ପ୍ରବଳ ଜନଅସନ୍ତୋଷ ପାଇଁ ବଡ ବିଜୟ ଲାଭ କରିଛି ବିଜେପି। ତେଣୁ ନୂଆ ସରକାରଠାରୁ…

ଏବେ କଣ କରିବେ ପାଣ୍ଡିଆନ?

ଭୁବନେଶ୍ବର: ଚାକିରି ଯାଇଥିଲା, ରାଜନୀତି ବି ଛାଡିଲେ, ଏବେ କଣ କରିବେ ଭିକେ ପାଣ୍ଡିଆନ? ରବିବାର ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିବା ନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ ପାଣ୍ଡିଆନ। ରାଜନୀତିକୁ ଆସିବା ପୂର୍ବରୁ ଭାରତୀୟ ପ୍ରଶାସନିକ ସେବାରୁ ଅବସର ନେଇଥିଲେ। ତେଣୁ ସକ୍ରିୟ…

ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହକୁ ଶ୍ରୀଜିଉଙ୍କୁ ଦିଆଗଲା ନିମନ୍ତ୍ରଣ

ପୁରୀ: ଓଡିଶାରେ ନୂଆ କରି ସରକାର ଗଢିବାକୁ ଯାଉଛି ବିଜେପି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ମହାପ୍ରଭୁଙ୍କୁ ନିମନ୍ତ୍ରଣ ପାଇଁ ପୁରୀରେ ପହଞ୍ଚି ଏହି ନିମନ୍ତ୍ରଣ ପତ୍ର ଦେଇଛନ୍ତି ବିଜେପିର ନବ ନିର୍ବାଚିତ ବିଧାୟକଙ୍କ ଏକ ଟିମ୍ । ଓଡିଆ ପରମ୍ପରା…

ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ; ବିଜେଡି ସୁପ୍ରିମୋଙ୍କୁ ନିମନ୍ତ୍ରଣ ଦେଲେ ବିଜେପି ନେତା

ଭୁବନେଶ୍ବର: ଆସନ୍ତାକାଲି ଶପଥ ଗ୍ରହଣ କରିବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ତଥା ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଆରମ୍ଭ ହୋଇଗଲାଣି ସମୟ ଗଣତି । ଚାଲିଛି ନିମନ୍ତ୍ରଣ ପତ୍ର ବଣ୍ଟନ । ଏହାରି ଭିତରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ…

ପହଞ୍ଚିଲେ କେନ୍ଦ୍ରୀୟ ବିଜେପି ପର୍ଯ୍ୟବେକ୍ଷକ; ଆରମ୍ଭ ହେଲା ସମୟ ଗଣତି, କାହାଙ୍କ ନାଁରେ କରିବେ ମୁଖ୍ୟମନ୍ତ୍ରୀ ଗାଦି?

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ । କାହାକୁ ବାଛିବେ ଓଡିଶାର ନୂଆ ତଥା ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ? ମୁଖ୍ୟମନ୍ତ୍ରୀ ଚୟନ ବୈଠକରେ ବିଧାୟକଙ୍କ ସହ କରିବେ ଆଲୋଚନା । ତାପରେ ଘୋଷଣା କରିବା ଓଡିଶା ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ।…

ସୁରକ୍ଷା ବଳୟରେ ଛାଉଣି ହେବ ଜନତା ମଇଦାନ, ମୁତୟନ ହେବେ ୬୭ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର: ଆସନ୍ତାକାଲି ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ସଜେଇ ହେଉଛି ଜନତା ମଇଦାନ । କଡା ସୁରକ୍ଷା ବଳୟରେ ଚାଲିବ ଶପଥ ଗ୍ରହଣ ସମାରୋହ । ଏଥିସହିତ ଗତକାଲି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ ମାନ୍ୟଗଣ ବ୍ୟକ୍ତି…

ଝାଡ଼ାବାନ୍ତି ଆତଙ୍କ: ଜଣେ ମୃତ ଓ ୩ ଆକ୍ରାନ୍ତ, ସଚେତନ କରାଇଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଡାଲିଆକୁଜି ପଞ୍ଚାୟତର ଗଇଲକଣା ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଛି । ଏଥିରେ ବର୍ତ୍ତମାନ ସୁଦ୍ଧା ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ୩ ଜଣ ଚିକିତ୍ସାଧୀନ ଅଛନ୍ତି । ମୃତ ଯୁବକ ଜଣକ ହେଲେ ଗୋପାଳ କାଣ୍ଡାମାକା (୨୮) । ଅନ୍ୟପଟେ, ସେହି…