Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସଂକଳ୍ପ ପତ୍ର ଆଧାରରେ ଗରିବଙ୍କର ସବୁ ଦାବି ପୂରଣ କରାଯିବ: ମୋହନ

ଭୁବନେଶ୍ୱର: ଭାବୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଗୁରୁତ୍ବପୂର୍ଣ୍ଣ ସୂଚନା। ସଂକଳ୍ପ ପତ୍ର ଆଧାରରେ ଗରିବଙ୍କର ସବୁ ଦାବି ପୂରଣ କରାଯିବ ବୋଲି କହିଛନ୍ତି ମୋହନ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କୁ ବିଧାୟକ ଦଳ ପକ୍ଷରୁ ଚୟନ କରାଯିବା ପରେ ସେ ଗଣମାଧ୍ୟମକୁ ସୂଚନା…

ଆଜି ଶପଥ ନେବେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ, ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ମୋଦୀ

ଭୁବନେଶ୍ଵର: ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ । ଭୁବନେଶ୍ବର ଜନତା ମଇଦାନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଟିତ ହେବ । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଭି ସିଂହଦେଓ ଓ ପ୍ରଭାତି ପରିଡ଼ା । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଶପତ ସମାରୋହରେ ସାମିଲ ହେବେ…

ଲୋକସଭାର ବାଚସ୍ପତି ଆସନ ଉପରେ ନଜର, ଟିଡିପି ୧୯୯୯ରେ କ’ଣ କରିଥିଲା?

ନୂଆଦିଲ୍ଲୀ: କୁହାଯାଏ ଯେ 'ଯାହାର ବାଚସ୍ପତି, ତାର ସରକାର'। ମୋଦି ୩.୦ ମନ୍ତ୍ରିମଣ୍ଡଳ କ୍ଷମତାକୁ ଆସିବା ପରେ କେଉଁ ଦଳକୁ ଲୋକସଭା ବାଚସ୍ପତି ପଦ ମିଳିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ବାଚସ୍ପତିଙ୍କ ନିଷ୍ପତ୍ତି ଯୋଗୁଁ ୧୯୯୯ରେ ବାଜପେୟୀ ସରକାର ଭୁଶୁଡ଼ି ପଡ଼ିଥିଲା। ତେଣୁ ଏହି…

ମୁଖ୍ୟମନ୍ତ୍ରୀ ଆସନ: କାହିଁକି ମୋହନ ମାଝୀଙ୍କ ଉପରେ ଭରସା କଲା ବିଜେପି?

ଭୁବନେଶ୍ୱର: ଅନ୍ୟ ବିଜେପି ଶାସିତ ରାଜ୍ୟ ଭଳି ଓଡ଼ିଶାରେ ଚର୍ଚ୍ଚାରେ ନଥିବା ନେତା ତଥା ବିଧାୟକ ମୋହନ ମାଝୀଙ୍କୁ ପ୍ରଥମ ସରକାରର ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରି ବିଜେପି ଆଉ ଏକ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ୧୪୭ଟି ବିଧାନସଭା ଆସନରୁ ୭୮ଟି ଆସନ ହାତେଇବା ପରେ ବିଜେପି କାହାକୁ…

ଓଡିଶାର ୨ ନୂଆ ଉପମୁଖ୍ୟମନ୍ତ୍ରୀ: ଜାଣନ୍ତୁ ସେମାନଙ୍କ ବିଷୟରେ…

ଭୁବନେଶ୍ଵର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଓଡିଶାକୁ ମିଳିଛି ନୂଆ ମୁଖିଆ । ଓଡ଼ିଆ ଅସ୍ମିତାର ବିଜୟ ଓ ବିକଶିତ ଓଡ଼ିଶାର ଦୃଢ ସଂକଳ୍ପ ପାଇଁ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ମାନନୀୟ ଶ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀ ଭାବେ  ପାଟଣାଗଡ଼ ବିଧାୟକ କେଭି ସିଂହଦେଓ…

ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କଲେ ମୋହନ ମାଝୀ

ଭୁବନେଶ୍ୱର: ୨୪ ବର୍ଷ ପରେ ଓଡିଶାକୁ ବିଜେପି ଦେଲା ନୂଆ ମୁଖ୍ୟମନ୍ତ୍ରୀ । ମୋହନ ମାଝୀଙ୍କୁ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କଲା ବିଜେପି । ଆସନ୍ତାକାଲି ଶପଥ ଗ୍ରହଣ ପରେ ଓଡିଶା ଶାସନଭାର ସମ୍ଭାଳିବେ ମୋହନ ମାଝୀ। ଏବେଠୁ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ମାଝୀ।…

ସରପଞ୍ଚରୁ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ ମୋହନ ମାଝୀଙ୍କ ରାଜନୈତିକ ଯାତ୍ରା

ଭୁବନେଶ୍ଵର: ଦୀର୍ଘ ୨୪ ବର୍ଷ ପରେ ଓଡିଶାକୁ ମିଳିଛି ନୂତନ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବିଜେଡିର ଗଡ ଭାଙ୍ଗି ନୂତନ ସରକାର ଗଠନ କରିବାକୁ ଯାଉଥିବା ବିଜେପି ମୋହନ ଚରଣ ମାଝୀଙ୍କୁ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିଛି । ୟୁପି-ମଧ୍ୟପ୍ରଦେଶ-ଛତିଶଗଡ ଭଳି ଓଡିଶାରେ ମଧ୍ୟ ବିଜେପି…

ସବୁ ଚର୍ଚ୍ଚା ଉପରେ ବିରାମ, ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ସବୁ କଲ୍ପନା ଜଲ୍ପନା ଉପରେ ଲାଗିଲା ବିରାମ  । ଇତିହାସ ରଚିଲା ବିଜେପି । ୨୪ ବର୍ଷ ପରେ ଓଡିଶାକୁ ଦେଲା ନୂଆ ମୁଖ୍ୟମନ୍ତ୍ରୀ । ମୋହନ ମାଝୀଙ୍କୁ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କଲା ବିଜେପି । ଆସନ୍ତା କାଲି ଶପଥ ଗ୍ରହଣ ପରେ ଓଡିଶା ଶାସନଭାର ସମ୍ଭାଳିବେ ମୋହନ…

ସରକାରୀ ଚାକିରିଆଙ୍କୁ ଜୁନ୍ ୩୦ ଯାଏଁ ଛୁଟି ମନା

ଭୁବନେଶ୍ବର: ଜୁନ୍ ୩୦ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ମନା । ଆସନ୍ତାକାଲି ଶପଥ ଗ୍ରହଣ ପୂର୍ବରୁ ଆସିଲା କିଛି ବଡ ନିର୍ଦ୍ଦେଶ । ଜୁନ୍ ୩୦ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରି ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ସାଧାରଣ ପ୍ରଶାସନ ବିଭାଗ ଏସିଏସ୍‌ ।…

ନବୀନ ହେବେ କି ବିରୋଧୀ ଦଳ ନେତା ?

ଭୁବନେଶ୍ବର: ୨୪ବର୍ଷ ଧରି ଓଡିଶାର ମୁଖ୍ୟମନ୍ତ୍ରୀ ରହିଥିଲେ ନବୀନ ପଟ୍ଟନାୟକ। ଏଥର ବିଜେଡି ନିର୍ବାଚନ ହାରିବା ପରେ ବିରୋଧୀ ଦଳ ନେତା ହେବେ କି ନବୀନ ? ଅନେକ ବର୍ଷ ପରେ ଏଥର ବିଧାନସଭାରେ ଶକ୍ତିଶାଳୀ ବିରୋଧୀ ଦଳକୁ ସାମନା କରିବେ ବିଜେପି ସରକାର । ବିଜେଡିର ୫୧ଜଣ ବିଧାୟକ ନୂଆ ସରକାରଙ୍କୁ…