Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଥାନାରେ ଏତଲା, ଫସିଯିବେ କି ପ୍ରଣବ ପ୍ରକାଶ ଦାସ !

ଭୁବନେଶ୍ବର: ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ଥାନାରେ ଏତଲା । ଭୁବନେଶ୍ବର କ୍ୟାପିଟାଲ୍ ଥାନାରେ ବବିଙ୍କ ନାଁରେ ଏତଲା ଦେଇଛନ୍ତି ଆଇନଜୀବୀ ସତ୍ୟ ଶିବସୁନ୍ଦର ମହାନ୍ତି । ସ୍ବତନ୍ତ୍ର କମିଟି ଗଠନ କରି ବବିଙ୍କ ସରକାରୀ କ୍ବାର୍ଟର୍ସ ପରିସରରେ ବେଆଇନ୍ ନିର୍ମାଣର…

ଅଗଷ୍ଟ ସୁଦ୍ଧା ମୋଦୀ ସରକାରର ପତନ, ଦଳୀୟ ନେତାଙ୍କୁ ସକ୍ରିୟ ରହିବାକୁ ପରାମର୍ଶ ଦେଲେ ଲାଲୁ ଯାଦବ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଶୁକ୍ରବାର ଦାବି କରିଛନ୍ତି ଯେ ଅଗଷ୍ଟ ସୁଦ୍ଧା କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଭାଙ୍ଗିଯାଇପାରେ। ଆରଜେଡିର ପ୍ରତିଷ୍ଠା ଦିବସରେ ଲାଲୁ ଯାଦବ ଏପରି…

ଓଡ଼ିଆରେ ଶାସନ କେତେ ଆହ୍ୱାନ? ଏବେ ବି ବଜାର ଘାଟରେ ରହିଛି ଇଂରାଜୀର ପ୍ରଭାବ

ଭୁବନେଶ୍ୱର: ଓଡ଼ିଶାରେ ଓଡ଼ିଆଙ୍କ ଶାସନ ଆରମ୍ଭ ହୋଇଛି। ବିଜେପି କ୍ଷମତାକୁ ଆସିବା ପରେ ଏହିପରି ଏକ ବାର୍ତ୍ତା ଦେଇଛି। କିନ୍ତୁ ନିଜ ପ୍ରକୋଷ୍ଠରେ ପ୍ରବେଶ କରିବା ପରେ ସରକାରର ସମସ୍ତ ନଥିପତ୍ର ଓଡ଼ିଆରେ ହେବ ଏବଂ ଓଡିଆରେ ସରକାରୀ କାମ ହେବ ବୋଲି ଯେଉଁ ବାର୍ତ୍ତା ଦେଇଛନ୍ତି ତାହା କେତେ…

ଲୋକଙ୍କ ଅଭିଯୋଗ ଶୁଣୁନି ଜଗତସିଂହପୁର ପୋଲିସ, ଥାନାକୁ ଆସି ପେନ୍, ପେପର ଦେଲେ ବିଧାୟକ

ଜଗତସିଂହପୁର: ଲୋକଙ୍କ ସରକାରରେ ଚାଲିବ ନାହିଁ ପୋଲିସର ନାଲି ଆଖି। ନିଜେ ମୁଖ୍ୟମନ୍ତ୍ରୀ ସର୍ବସମ୍ମୁଖରେ ଲୋକଙ୍କୁ ଭଲ ବ୍ୟବହାର ଦେଖାଇବା ପାଇଁ ପୋଲିସ ଡିଜିଙ୍କୁ ପରାମର୍ଶ ଦେଇସାରିଛନ୍ତି। ଏପରି ସ୍ଥିତିରେ ଜଗତସିଂହପୁର ପୋଲିସ ଯେଉଁଭଳି ଭାବେ ଲୋକଙ୍କୁ ଖରାପ ବ୍ୟବହାର ଦେଖାଯାଉଛି…

ମୋହନ ମାଝୀଙ୍କୁ ଥାନାରେ ଖରାପ ବ୍ୟବହାର ଦେଖାଇ ଚର୍ଚ୍ଚାକୁ ଆସିଥିବା ଆଇଆଇସିଙ୍କ ବଦଳି

କଟକ: କେନ୍ଦୁଝରର ଆଇଆଇସି ତ୍ରିନାଥ ସେଠୀଙ୍କର ଗଜପତିକୁ ବଦଳି ହୋଇଛି। କଟକ ପୋଲିସ ମୁଖ୍ୟାଳୟରୁ ଏହି ବଦଳି ଆଦେଶ ହୋଇଛି। ସେହିପରି ଭଦ୍ରକ ଥାନାର ଆଇଆଇସି ଅମିତ କୁମାର ଭୂୟାଁ କେନ୍ଦୁଝର ଥାନାକୁ ବଦଳି ହୋଇଛନ୍ତି। ତ୍ରିନାଥ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ବିଜେଡି ସରକାରରେ ଥିବା…

ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ବଢିଲା ରାଜନୀତି

ଭୁବନେଶ୍ବର: କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର? ଆସନ୍ତାକାଲି ହୋଇପାରେ ନିଷ୍ପତ୍ତି । ରତ୍ନଭଣ୍ଡାର ଖୋଲିବା ତାରିଖ ସହ ମୋଡାଲିଟି ନେଇ କାଲି ନୂଆ କମିଟି ଘୋଷଣା କରିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । କେଉଁ ପ୍ରକ୍ରିୟାରେ ଗଣତି ହେବ, କେଉଁ ଏଜେନ୍ସି ଏଥିରେ ସାମିଲ…

ବ୍ରିଟେନରେ ଋଷି ସୁନକଙ୍କ ପାର୍ଟି କ୍ଷମତାଚ୍ୟୁତ

ନୂଆଦିଲ୍ଲୀ: ବ୍ରିଟେନର ସଂସଦୀୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଶାସକ କଂଜରଭେଟିଭ ପାର୍ଟିର ଶୋଚନୀୟ ପରାଜୟ ହୋଇଛି । ଏଥିସହିତ ଶେଷ ହୋଇଛି କଂଜରଭେଟିଭ ପାର୍ଟିର ଦୀର୍ଘ ୧୪ ବର୍ଷର ଶାସନ । ନିର୍ବାଚନରେ ଦଳର ପରାଜୟ ସ୍ୱୀକାର କରିଛନ୍ତି ପ୍ରଧାନମନ୍ତ୍ରୀ ଋଷି ସୁନକ । ବିରୋଧୀ ଲେବର…

ହ୍ୱାଇଟ ହାଉସ ରେସରୁ ଓହରିବା ପାଇଁ ବାଇଡେନଙ୍କ ଉପରେ ଚାପ

ନୂଆଦିଲ୍ଲୀ: ଆମେରିକାରେ ଏବର୍ଷ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ । ନିର୍ବାଚନରେ ପୁଣି ଥରେ କ୍ଷମତାସୀନ ଡେମୋକ୍ରାଟିକ ପାର୍ଟି ପକ୍ଷରୁ ଲଢିବାକୁ ଘୋଷଣା କରି ନିଜ ସପକ୍ଷରେ ଦଳୀୟ ସମର୍ଥନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ପଦାସୀନ ରାଷ୍ଟ୍ରପତି ଜୋ ବାଇଡେନ୍ । ତାଙ୍କୁ ଚ୍ୟାଲେଂଜ କରିବାକୁ…

ଅପହଞ୍ଚ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଯୋଜନା, ସ୍କୁଲ ଯାତାୟତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଏଣିକି ସ୍କୁଲ ପହଞ୍ଚି ପାରୁନଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ନୂତନ ଯୋଜନା। ଏହି ଯୋଜନା ମାଧ୍ୟମରେ ସଭିଏଁ ସ୍କୁଲ ଯିବେ। ବିଦ୍ୟାଳୟରେ ଉପସ୍ଥାନ ବଢାଇବା ପାଇଁ ଆରମ୍ଭ ହେଲା ନିଆରା ବ୍ୟବସ୍ଥା। ଏଣିକି ସ୍କୁଲ ଯିବାର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର।…

ବୃକ୍ଷ ରୋପଣରେ ୧ ନମ୍ବର ଓଡିଶା, ଆହୁରି ଲାଗିବ ୫ କୋଟି ଗଛ

ଭୁବନେଶ୍ବର: ବୃକ୍ଷ ରୋପଣରେ ସାରା ଦେଶରେ ୧ ନମ୍ବର ଓଡିଶା । ଏକ ପେଡ୍ ମା’ କେ ନାମରେ ଲାଗିଛି  ମଧ୍ୟମରେ ଲାଗିଛି ୧ ଲକ୍ଷ ୪୫ ହଜାର ଗଛ । ଏହାକୁ ନେଇ ଗଛ ଲଗାଇବାରେ ଏକ ନମ୍ବର ସ୍ଥାନ ହାସଲ କରିଛି ଓଡିଶା । ଏନେଇ ଖୁସି ବ୍ୟକ୍ତ କରି ସୂଚନା ଦେଇଛନ୍ତି ମୋହନ ଚରଣ ମାଝୀ । ଏହା ସହିତ ୪୮…