Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ୫ ଗିରଫ, ଭଦ୍ରକରେ ୧୪୪ ଧାରା ଜାରି

ଭଦ୍ରକ: ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଏବଂ ସମ୍ପାଦକ ସୁବ୍ରତ ବିଶ୍ୱାଳଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ୫ ଜଣଙ୍କୁ ପୋଲିସ ଗିରଫ କରିଛି। ଗତକାଲି ଅଭିଳାଷଙ୍କ ସହ ଅନ୍ୟ ୨୦ଜଣଙ୍କୁ ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କରଞ୍ଜମାଳ ପଂଚାୟତର ଖପୁରିଆ ଛକ ନିକଟରେ ଏମାନଙ୍କ ଉପରକୁ…

ଦିନକରେ ସୁନ୍ଦରଗଡ଼ ଜିଲ୍ଲାରେ ୧୪ ଅସ୍ବାଭାବିକ ମୃତ୍ୟୁ, ରାଜ୍ୟରେ ଅଂଶୁଘାତ ନେଲାଣି ୪୦ରୁ ଉର୍ଦ୍ଧ୍ୱ ଜୀବନ

ସୁନ୍ଦରଗଡ଼: ଅସହ୍ୟ ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା । ଗତକାଲି ୪୭ ଡିଗ୍ରୀ ଛୁଇଁଥିଲା ଝାରସୁଗୁଡ଼ାର ପାରଦ । ଦୁଇରୁ ୩ ଦିନ ରାଜ୍ୟର କିଛି ସ୍ଥାନରେ ହିଟ୍ ୱେଭ୍ ଚେତାବନୀ ଦେଇଛି ପାଣିପାଗ ବିଭାଗ। ଏହାରି ଭିତରେ ଦିନକରେ ସୁନ୍ଦରଗଡ଼ ଜିଲ୍ଲାରେ ୧୪ ଜଣଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଛି। ସାରା…

ପାଣ୍ଡିଆନଙ୍କ ପାଇଁ ଭୋଟ୍ ମାଇନସ୍ ହେଉଥିବା ଚର୍ଚ୍ଚା ପରେ ଡ୍ୟାମେଜ କଣ୍ଟ୍ରୋଲ ମୋଡକୁ ଆସିଲା କି ବିଜେଡି ?

ଭୁବନେଶ୍ୱର: ଅଫିସରରୁ ନେତା ପାଲଟିଥିବା ଭିକେ ପାଣ୍ଡିଆନ ନୁହଁନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ । ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ନବୀନଙ୍କ ଏହି ବୟାନକୁ ନେଇ ସରଗରମ ରାଜ୍ୟ ରାଜନୀତି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ କାହିଁକି…

‘ମୁଖ୍ୟମନ୍ତ୍ରୀ ଦେଖନ୍ତି ନାହିଁ ଓଡ଼ିଆ ନ୍ୟୁଜ ଚ୍ୟାନେଲ, କଟା ହୋଇଛି ଟେଲିଫୋନ୍ କନେକ୍ସନ’

ଭୁବନେଶ୍ୱର: ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ରୁମର ଥିବା ଟେଲିଫୋନ୍ ସଂଯୋଗ କଟା ହୋଇଛି। ନବୀନଙ୍କ ରୁମରେ ସିଧାସଳଖ ଟେଲିଫୋନ୍ ଲାଇନ୍ ଉପଲବ୍ଧ ନାହିଁ ବୋଲି ସେ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ…

ରାଉରକେଲା ସରକାରୀ ଡାକ୍ତରଖାନାରେ ସାଢ଼େ ୬ ଘଣ୍ଟା ଭିତରେ ୧୦ ଜଣଙ୍କ ମୃତ୍ୟୁ

ସୁନ୍ଦରଗଡ: ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ୍)ରେ ଅପରାହ୍ନ ସାଢ଼େ ଗୋଟାଏରୁ ରାତି ୮ଟା ମଧ୍ୟରେ ସାଢ଼େ ୬ ଘଣ୍ଟା ମଧ୍ୟରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲର ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ ଏହି ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରୁ ୮ ଜଣଙ୍କୁ ପୂର୍ବରୁ ମୃତ…

ଡେଙ୍ଗୁରୁ ମିଳିବ ମୁକ୍ତି, ଟିକାକୁ ଅନୁମୋଦନ କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ଭୁବନେଶ୍ବର: ଆଗକୁ ବର୍ଷା ଋତୁ ଆସୁଥିବାବେଳେ ମଶା ଜନିତ ଅନେକ ଜ୍ବର ବ୍ୟାପିବାର ଆଶଙ୍କା ରହିଛି । ସେଥିମଧ୍ୟରୁ ଗୋଟିଏ ହେଉଛି ଡେଙ୍ଗୁ ଜ୍ବର । ପ୍ରବଳ ଜ୍ବର, ମୁଣ୍ଡ ଓ ଶରୀର ବ୍ୟଥା ଆଦି ଡେଙ୍ଗୁ କ୍ଷେତ୍ରରେ ଦେଖାଯାଇଥାଏ । ଯେଉଁଥିରେ ରୋଗୀ ଜଣକ ଅସହ୍ୟ କଷ୍ଟ ପାଇଥାଏ । ତେବେ ଏହି କଷ୍ଟରୁ…

ପାଣ୍ଡିଆନ ଉତ୍ତରାଧିକାରୀ ନୁହଁନ୍ତି: ନବୀନଙ୍କୁ ବିଜେପି ପଚାରିଲା ତାହେଲେ ସେ ସବୁବେଳେ ପାଖାପାଖି କାହିଁକି?

ଭୁବନେଶ୍ୱର: ବିଜେଡିର ନମ୍ବର ଟୁ ନେତା ଭିକେ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରାଧିକାରୀ ନୁହନ୍ତି। ଏଏନଆଇକୁ ସେ ସାକ୍ଷାତକାର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କହିବା ପରେ ବିଜେପି କଡା ଜବାବ ଦେବା ସହ କିଛି ପ୍ରଶ୍ନ କରିଛି। ବିଜେପି ନେତା ଅନୀଲ ବିଶ୍ବାଳ ପଚାରିଛନ୍ତି,  ଯଦି…

ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ତଥାଗତ ଦେଲେ ଏମିତି ଟିପ୍ପଣୀ…

ଭୁବନେଶ୍ବର: ପ୍ରତିକ୍ରିୟା ଦେଲେ ଯେ, ହେଲେ ବହୁତ ବିଳମ୍ବ ହେଇଗଲା । 'ମୋ ଉତ୍ତରାଧିକାରୀ କାର୍ତ୍ତିକ ପାଣ୍ଡିଆନ ନୁହନ୍ତି' ଏହି ମନ୍ତବ୍ୟ ପରେ ପୂର୍ବତନ ସାଂସଦ ତଥାଗତ ଶତପଥୀ ତାଙ୍କ 'ଏକ୍ସ' ଆକାଉଣ୍ଟରେ ନବୀନଙ୍କ ସାକ୍ଷାତକାର ସଂପର୍କିତ ଖବରକୁ ପୋଷ୍ଟ କରି ଇଂରାଜୀରେ ଲେଖିଛନ୍ତି, 'ଠୁ…

ବଦଳିଯିବ ବଡ଼ଚଣା ବାଜି !

ଭୁବନେଶ୍ବର: ବଡ଼ଚଣା ବିଧାନସଭା ଆସନରୁ ସିନେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରି ଚମକାଇଥିଲା ବିଜେଡି । ଛଅ ଥରର ବିଧାୟକ ଅମର ଶତପଥୀଙ୍କ ଟିକେଟ୍ କାଟି ଦେଇଥିଲା ବଡ ସରପ୍ରାଇଜ୍ । ଟିକେଟ୍ ପାଇବା ପରଠୁ ଗ୍ରାଉଣ୍ଡରେ ଆକ୍ଟିଭ ରହିଛନ୍ତି ବର୍ଷା । ତେବେ ବଡ଼ଚଣା ବାହାରର ଜଣେ…

ଚମକାଇବ ଚାନ୍ଦବାଲି ଫଳ !

ଭୁବନେଶ୍ବର: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାନସଭା ଆସନରେ ଏଥର ହେଭିଓ୍ବେଟଙ୍କ ମଧ୍ୟରେ ସମ୍ମାନର ଲଢେଇ । ହ୍ୟାଟ୍ରିକ ଆଶାରେ ମଇଦାନରେ ରହିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ। ସେପଟେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର । କଂଗ୍ରେସ ଅମୀୟ…