Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆତ୍ମଘୋଷିତ ବାବାଙ୍କ ପଲିଟିକାଲ୍ କନେକ୍ସନ୍

ଭୁବନେଶ୍ବର: ହାଥରସ ଦଳାଚକଟା ସହ ନିଜକୁ ଆଉ ଜଣେ ଧାର୍ମିକ ବାବା ବୋଲାଉଥିବା ବ୍ୟକ୍ତିଙ୍କ ସଂପର୍କରେ ଦେଶବାସୀ ଜାଣିବାକୁ ପାଇଛନ୍ତି। ନିଜର ତଥାକଥିକ ସତସଙ୍ଗ ସ୍ଥଳରେ ଦଳଚକଟା ପରେ ବାବା ଘଟଣାସ୍ଥଳରୁ ପଳାଇଛନ୍ତି । ଅନ୍ୟ କେଉଁ ଜାଗାରେ ବସି ଦଳାଚକଟା ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ…

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ, ଜିରୋ କାଜୁଆଲିଟିକୁ ଅଧିକ ଗୁରୁତ୍ୱ

ଭୁବନେଶ୍ୱର: ଲୋକ ସେବା ଭବନର କନ୍‌ଭେନ୍‌ସନ୍ ସେଣ୍ଟରଠାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ୨୦୨୪ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଛନ୍ତି। ତେବେ ଏହି ବିପର୍ଯ୍ୟୟ ପରିଚାଳନା ବୈଠକ ପରେ ମନ୍ତ୍ରୀ ସୁରେଶ ପୂଜାରୀ ମନ୍ତବ୍ୟ…

ବିରୋଧୀଙ୍କ ନାରାବାଜି ଉପରେ ରୋକ, କଡା ନିୟମ ଆଣିଲେ ବାଚସ୍ପତି

ନୂଆଦିଲ୍ଲୀ: ଏଣିକି ସଂସଦରେ ଶୁଭିବନି ବିରୋଧୀଙ୍କ ନାରାବାଜି । ବାଚସ୍ପତି ଓମ୍ ବିର୍ଲା ଲାଗୁ କଲେ କଡା ନିୟମ । କିଛି ସାଂସଦ ଲୋକସଭା ସଦସ୍ୟ ଭାବରେ ଶପଥ ସମୟରେ ଦେଇଥିବା ସ୍ଲୋଗାନକୁ ନେଇ କିଛି ଏମିତି ନିଷ୍ପତ୍ତି ନେଇଛନ୍ତି ବାଚସ୍ପତି । ଏନେଇ ବାଚସ୍ପତି ଓମ ବିର୍ଲା ଏକ ନୂତନ ଧାରା…

ଏଣିକି ଓଡିଆରେ ଚାଲିବ ଓଡିଶା ପ୍ରଶାସନ କାର୍ଯ୍ୟ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ହେବାର ୨୨ ଦିନ ପରେ ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏବେଠୁ ମୁଖ୍ୟମନ୍ତ୍ରୀଙ୍କ ସ୍ଥାୟୀ କାର୍ଯ୍ୟାଳୟ ତୃତୀୟ ମହଲା । ଏଥିପାଇଁ ଲୋକସେବା ଭବନରେ ପହଞ୍ଚିବା ପରେ ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…

ଲୋକସେବା ଭବନ ସ୍ଥାୟୀ କାର୍ଯ୍ୟାଳୟ, ମୁଣ୍ଡିଆ ମାରି ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗୁରୁବାର ନିଜର ସ୍ଥାୟୀ କାର୍ଯ୍ୟକାଳରେ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧିବଦ୍ଧ ଭାବରେ ଲୋକସେବା ଭବନରେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟଭାର ସମ୍ଭାଳିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ବିଭିନ୍ନ…

ରଥଯାତ୍ରା ପାଇଁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍: ବାଦାମପାହାଡ଼ଠୁ ପଡ଼ୋଶୀ ରାଜ୍ୟରୁ ପୁରୀକୁ ଟ୍ରେନ୍ ସଂଯୋଗ

ଭୁବନେଶ୍ୱର: ଜୁଲାଇ ୭ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ ସର୍ବୋଚ୍ଚ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ଘୋଷଣା କରାଯାଇଛି। ପୁରୀ ରଥଯାତ୍ରା ପାଇଁ ୩୧୫ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ଯୋଜନା କରାଯାଇଛି। ପୁରୀରେ…

ପୁଣି ବିଗିଡିଲା ଲାଲକୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା, ହସ୍ପିଟାଲରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଥରେ ଖରାପ ହୋଇଛି। ତାଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବରିଷ୍ଠ ନ୍ୟୁରୋଲୋଜିଷ୍ଟ ଡାକ୍ତର ବିନୀତ ସୁରିଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା…

ପୁଣି ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ, ଇସ୍ତଫା ଦେଲେ ଚମ୍ପାଇ

ରାଞ୍ଚି: ଇସ୍ତଫା ଦେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ। ଚମ୍ପାଇ ସୋରେନ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) କାର୍ଯ୍ୟନିର୍ବାହୀ ସଭାପତି ହେମନ୍ତ ସୋରେନ ସରକାର ଗଠନ…

ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ବର: ବିଜୁ ଜନତା ଦଳରେ କିଏ ବିଭୀଷଣ? କିଏ ଦଳକୁ ଭାଙ୍ଗିବାକୁ କରୁଛନ୍ତି ଉଦ୍ୟମ? ବିଜେଡି କର୍ପୋରେଟର ଅମରେଶ ଜେନାଙ୍କର ଏଭଳି ବିସ୍ଫୋରକ ବୟାନକୁ ନେଉ ଉଠୁଛି ପଡୁଛି ରାଜଧାନୀ ରାଜନୀତି। ପୂର୍ବରୁ ବିଏମସିର କିଛି ବିଜେଡି କର୍ପୋରେଟର ଦଳବଦଳ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ।…