Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କାହିଁକି ଗୋଟିଏ ବି ଲୋକସଭା ସିଟ୍ ଜିତିପାରିଲାନି ବିଜେଡି ?

ଭୁବନେଶ୍ବର: ରାଜ୍ୟରେ ଲୋକସଭା ନିର୍ବାଚନରେ ଗୋଟିଏ ବି ସିଟ୍ ଜିତିପାରିଲାନି ବିଜେଡି । ପଶ୍ଚିମ, ଦକ୍ଷିଣ ବିଜେପି ହାତେଇଲା ତ ବିଜେଡିର ଉପକୂଳ ଗଡ଼ ବି ଭାଙ୍ଗିଲା। ସିୟୋର ସଟ୍ ଆସନରେ ବି କେମିତି ମାତ୍ ଦେଇଦେଲା ବିଜେପି? ଗତଥର ଅପେକ୍ଷା ଏଥର ବିଜେପି ଲୋକସଭା ସିଟରେ ଭଲ ପ୍ରଦର୍ଶନ କରିବ…

ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ୍‌, କୋର୍ଟରେ ହାଜର ହେଲେ ଅଭିନେତା

କଟକ: ଅଭିନେତା ଅନୁଭବ ମହାନ୍ତି-ବର୍ଷା ବିବାଦ ମାମଲା । ଆଜି କଟକ ଜେଏମ୍‌ଏଫ୍‌ସି କୋର୍ଟରେ ଅନୁଭବ ମହାନ୍ତି ହାଜର ପରେ ଚାର୍ଜଫ୍ରେମ କରାଯାଇଛି । ଅନୁଭବ ଓ ତାଙ୍କର ଦୁଇ ସହଯୋଗୀଙ୍କ ନାଁରେ ଚାର୍ଜଫ୍ରେମ୍‌ ଦାଖଲ ହୋଇଛି । ବର୍ଷାଙ୍କୁ ନିର୍ଯାତନା ନେଇ ପୁରୀଘାଟ ଥାନାରେ ପୂର୍ବରୁ ମାମଲା ରୁଜୁ…

‘ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚିବ, ଖାଲି ପଡିଥିବା ପଦବୀ ପୂରଣ ହେବ’

ଭୁବନେଶ୍ବର: ରାଜ୍ୟରେ ଆକ୍ଟିଭ ମୋଡରେ ନୂଆ ସରକାର । ଆଜି ରାଜ୍ୟ ଅତିଥିଭବନ ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ, ନିର୍ଦ୍ଦେଶକ ଓ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଭାଗରେ ଖାଲି ଥିବା ପଦବୀ ପୂରଣ ସମେତ ସାମ୍ବାଦିକଙ୍କ କଲ୍ୟାଣ…

କାଲିଠୁ ସବୁ ସ୍କୁଲ ଖୋଲା, ଜୁନ୍ ୨୨ରୁ ସ୍ବାଭାବିକ ପାଠ୍ୟକ୍ରମ

ଭୁବନେଶ୍ବର: ସରିଗଲା ଛୁଟି । କାଲିଠୁ ଚାଲିବ ସ୍କୁଲ । ସ୍କୁଲ ଖୋଲିବା ନେଇ ବଡ ଘୋଷଣା କଲା ଗଣଶିକ୍ଷା ବିଭାଗ । ଏଥର ସ୍ବାଭାବିକ ଚାଲିବ ପାଠପଢା । ଆସନ୍ତାକାଲି ଅର୍ଥାତ୍ ଜୁନ୍ ୨୧ ତାରିଖରେ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ସ୍କୁଲ ଚାଲୁଥିବା ବେଳେ ତା ପରଦିନ ଠାରୁ ଅର୍ଥାତ୍ ଜୁନ୍ ୨୨ରୁ…

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା; ତେଜସ୍ୱୀ ଯାଦବଙ୍କ ବ୍ୟକ୍ତିଗତ ସଚିବଙ୍କ ହାତ ଥିବା କହିଲେ ବିହାର ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ନିଟ୍ ପେପର୍ ଲିକ୍ ମାମଲା ଉପରେ ବଡ ଅଭିଯୋଗ ଆଣିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା । ସେ ଅଭିଯୋଗ କରିଛନ୍ତି ଯେ, ପରୀକ୍ଷା ପତ୍ର ଲିକ୍ ହେବା ପଛରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବଙ୍କ ବ୍ୟକ୍ତିଗତ ସଚିବ ପ୍ରୀତମ କୁମାରଙ୍କ ହାତ ରହିଛି ।…

ଡ୍ରେନ୍‌ ଯନ୍ତ୍ରଣା; ଜେଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

ଭୁବନେଶ୍ବର: ଡ୍ରେନ୍ ଟ୍ରାଜେଡିରେ ନାବାଳକ ମୃତ୍ୟୁ ଘଟଣାକୁ ନେଇ ଏବେ ପୂରା ଆକ୍ଟିଭ୍ ବିଭାଗୀୟ ମନ୍ତ୍ରୀ । ଜୋରଦାର ଚଲାଇଛନ୍ତି ତନାଘନା । ସହରରେ କେତେ ମୁକୁଳା ଡ୍ରେନ ଅଛି, ଡ୍ରେନଗୁଡିକର ଅବସ୍ଥା କ’ଣ ଓ କେତେ କାମ ବାକି ଅଛି, ଏନେଇ ଘଟଣାସ୍ଥଳ ପରିଦର୍ଶନ କରି ନିଜର କ୍ଷୋଭ ପ୍ରକାଶ କରିବା…

ବଢିପାରେ ଖରା ଛୁଟି!, କିଛି ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ…..

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ମୌସୁମୀ କାରଣରୁ କିଛି କିଛି ସ୍ଥାନରେ ବର୍ଷା ଟିକେ ଆଶ୍ବସ୍ତି ଆଣିଥିଲେ ମଧ୍ୟ ଅସହ୍ୟ ଗୁଳୁଗୁଳିରେ ବୁକୁ ଫାଟୁଛି । ଏହାକୁ ଦୃଷ୍ଟିରେ ରଖି ଓଷ୍ଟା ପକ୍ଷରୁ ଖରା ଛୁଟିକୁ ବଢାଯିବା ପାଇଁ ନିବେଦନ କରାଯିବା ପରେ ସ୍କୁଲ ଛୁଟିକୁ ନେଇ…

ଆସନ୍ତାକାଲି ରାଜ୍ୟ ସ୍ତରୀୟ ଯୋଗ ଦିବସ ପାଳିବ ଓଡିଶା, ଜାଣନ୍ତୁ କେଉଁ ଜିଲ୍ଲାରେ ଉପସ୍ଥିତ ରହିବେ କିଏ?……

ଭୁବନେଶ୍ବର:  ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ । ନିରୋଗ ଓ ସୁସ୍ଥ ମନ ପାଇଁ ଆବଶ୍ୟକ ଯୋଗ । ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିବସ । ଏଥିପାଇଁ ଜମ୍ମୁ-କାଶ୍ମୀର ଗସ୍ତରେ ମୋଦି । ଗୁରୁବାର ଶ୍ରୀନଗରରେ କିଛି ପ୍ରକଳ୍ପର ଲୋକାର୍ପଣ କରିବା ପରେ ଶୁକ୍ରବାର…

ଡିପଥେରିଆ ପରେ ଚିନ୍ତାବଢାଉଛି ଜଣ୍ଡିସ, ସମ୍ବଲପୁରରେ ୨୫ ଆକ୍ରାନ୍ତ ଚିହ୍ନଟ

ସମ୍ବଲପୁର: ରାଜ୍ୟରେ ବର୍ତ୍ତମାନ ଡିପଥେରିଆ ଚିନ୍ତାର ବିଷୟ ପାଲଟିଥିବାବେଳେ ଏଥିରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୬ ଛୁଇଁଛି । ଏହି ସମୟରେ ସମ୍ବଲପୁର ଜିଲ୍ଲାରେ ବ୍ୟାପିବାରେ ଲାଗିଛି ଜଣ୍ଡିସ । ଏଥିରେ ୨୫ ଜଣ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସମ୍ବଲପୁରର…

ଓଡିଶା ବିଧାନସଭାର ନୂଆ ବାଚସ୍ପତି ସୁରମା ପାଢୀ

ଭୁବନେଶ୍ବର: ବାଚସ୍ପତି ଭାବେ ନିର୍ବାଚିତ ହେଲେ ରଣପୁର ବିଧାୟିକା ସୁରମା ପାଢୀ । ବାଚସ୍ପତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଛୀ ସୁରମା ପାଢୀଙ୍କ ନାଁ ପ୍ରସ୍ତାବ ଦେବା ପରେ ଏହାକୁ ସମର୍ଥନ ଦେଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହା ପରେ ସର୍ବସମ୍ମତି କ୍ରମେ…