Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ବିଜେପି ନେଲାବେଳେ ଚତୁର୍ଭୁଜ, ଦେଲାବେଳେ ଖାଲି ହାତ’

ଅନୁଗୁଳ: ରାଉରକେଲା ଓ ଦେବଗଡ ପରେ ଅନୁଗୁଳର ଛେଣ୍ଡିପଦାରେ ଦଳୀୟ କର୍ମୀଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, କୁଆଡ଼େ ଗଲା ଆଚ୍ଛେଦିନ ? ପାଣ୍ଡିଆନ…

‘ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ ହେଲେ ରାଉରକେଲାର ବିକାଶ ଦୁଇ ଗୁଣା ହେବ’

ରାଉରକେଲା: ରାଉରକେଲାକୁ ଓ ହକିକୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି । ରାଉରକେଲାରେ ରୂପାନ୍ତର ଆସିଛି । ବର୍ତ୍ତମାନର ରାଉରକେଲାକୁ ଦେଖିଲେ ବୁଝାପଡ଼େ । ହକି ବିଶ୍ୱକପ୍‍ ଆୟୋଜନ ବହୁ କଠିନ କାମ ଥିଲା । ମୁଖ୍ୟମନ୍ତ୍ରୀ ଦିନରାତି କଠିନ ପରିଶ୍ରମ କରି ଏହାକୁ ସଫଳ କରିଥିଲେ । ରାଉରକେଲ ଓ…

କାହାର ହେବ ରଘୁନାଥପାଲୀ ?

ଭୁବନେଶ୍ବର : ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ। ଗତ ତିନିଟି ନିର୍ବାଚନରେ ବିଜେଡିରୁ ସୁବ୍ରତ ତରାଇ ଏଠାରେ ଜିତି ଆସୁଛନ୍ତି । ଏଥର ସୁବ୍ରତଙ୍କ ବଦଳରେ ତାଙ୍କ ପତ୍ନୀ ଅର୍ଚ୍ଚନା ବେହେରାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଟିକେଟ୍ ଅର୍ଚ୍ଚନାଙ୍କୁ ମିଳିଥିଲେ ବି…

‘ଓଡିଶାରେ ସରକାର ଗଢିଲେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବୁ, ରତ୍ନ ଭଣ୍ଡାରର ସମସ୍ତ ତଥ୍ୟ ସାମ୍ନାକୁ…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସ୍କାରେ ଆଜି ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ସମୟରେ ଶ୍ରୀମନ୍ଦିର ପ୍ରସଙ୍ଗ ଉଠାଇ ବିଜେଡି ସରକାର ଉପରେ ବର୍ଷିଲେ ଅମିତ ଶାହ । କହିଲେ, ନବୀନ ସରକାର ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳରେ ପରିବର୍ତ୍ତନ କରିବାକୁ ଲାଗିଛନ୍ତି । ପରିକ୍ରମା ପ୍ରକଳ୍ପ ନାଁରେ…

ବିଜେଡିର କମାଲ୍ ନା ବିଜେପିର କମଲ୍

ଭୁବନେଶ୍ବର : କାହାର ହେବ କନ୍ଧମାଳ? ମୋଦି ମ୍ୟାଜିକ୍ ନା ନବୀନ ବିକାଶ, କାହାକୁ ଭରସା କରିବେ ଜନତା? ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ପୁଣି ପ୍ରାର୍ଥୀ କରିଛି ତ ବିଜେପି ସୁକାନ୍ତ ପାଣିଗ୍ରାହୀଙ୍କୁ ସୁଯୋଗ ଦେଇଛି । ପ୍ରଥମରୁ ଏକପାଖିଆ ଲାଗୁଥିବା କନ୍ଧମାଳ ଲଢେଇ ଏବେ କାଣ୍ଟେ କି ଟକ୍କରରେ…

ଦେବଗଡରେ ପ୍ରଚାର ବେଳେ ଏହି ୩ ପ୍ରତିଶୃତି ଦେଲେ ମୁଖ୍ୟମନ୍ତ୍ରୀ

ଦେବଗଡ: ଦେବଗଡ଼ରେ ଦଳୀୟ କର୍ମୀଙ୍କ ପାଇଁ ଆଜି ଜୋରଦାର୍‌ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜୁ ଜନତା ଦଳର ଶଙ୍ଖ ଚିହ୍ନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ । ଏହି ଅବସରରେ ମା'…

ରାଉରକେଲାରେ ପ୍ରଚାର ବେଳେ ନବୀନଙ୍କ ଘୋଷଣା; କହିଲେ, ଜୁଲାଇରୁ ବିଜୁଳି ବିଲ୍‌ ଆସିବନି

ରାଉରକେଲା: ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୋରଦାର ପ୍ରଚାର । ଦଳୀୟ କର୍ମୀଙ୍କ ପାଇଁ ଭୋଟ୍ ମାଗିଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ଅବସରରେ ବିଭିନ୍ନ ଜନ କଲ୍ୟାଣ ଯୋଜନାର ସୁଫଳ ସମ୍ପର୍କରେ ଜନମତ ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ । ଏହା ସହ…

ମେ’ ୩୦ ଯାଏଁ ସିସୋଦିଆଙ୍କ ନ୍ୟାୟିକ ହେପାଜତ ବୃଦ୍ଧି

ନୂଆଦିଲ୍ଲୀ: ଆଜି ବି ମିଳିଲାନି ଆଶ୍ବସ୍ତି । ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆ ଏବଂ ଅନ୍ୟ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତକୁ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ସିବିଆଇ…

‘ମୁଁ ଚ୍ୟାଲେଞ୍ଜ କରୁଛି, ୪୦୦ କ’ଣ ୨୦୦ ମଧ୍ୟ ପାର କରିପାରିବ ନାହିଁ ବିଜେପି’

ଲକ୍ଷ୍ନୌ: ୨୦୨୪ ଲୋକସଭା ନିର୍ବାଚନ ପରେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦାୟ ନିଶ୍ଚିତ । ମୋଦି ଜୀ ୪୦୦ ପାର୍ କଥା କହୁଛନ୍ତି, କିନ୍ତୁ ମୁଁ ଦାବି କରୁଛି ଯେ ସେ ୨୦୦ ମଧ୍ୟ ପାର କରି ପାରିବେ ନାହିଁ । ଉତ୍ତରପ୍ରେଦେଶର ଲକ୍ଷ୍ନୌରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ…

ନ୍ୟୁଜ୍ କ୍ଲିକ୍ ପ୍ରତିଷ୍ଠାତା ପ୍ରବୀର ପୁରକାୟାସ୍ତାଙ୍କ ଗିରଫଦାରୀକୁ ‌ଅବୈଧ ଘୋଷଣା କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ମାମଲାରେ ଗିରଫ ହୋଇଥିବା ନ୍ୟୁଜ୍ କ୍ଲିକ୍ ପ୍ରତିଷ୍ଠାତା ପ୍ରବୀର ପୁରକାୟାସ୍ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ସୁପ୍ରିମକୋର୍ଟ ଦେଇଛନ୍ତି। ତାଙ୍କ ଗିରଫଦାରୀ ଏବଂ ପରବର୍ତ୍ତୀ ରିମାଣ୍ଡ ଅବୈଧ ଅଟେ। ରିମାଣ୍ଡ ଆବେଦନ ପରେ…