Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ହଟିଲା ଓଡିଶା ମୁଖ୍ୟମନ୍ତ୍ରୀ ସଂଜ୍ଞା, ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ରହିଲା ଖାଲି ବିଜେଡି ସଭାପତି

ଭୁବନେଶ୍ବର: ସରିଯାଇଛି ନବୀନ ଯୁଗ । ଆଜିଠୁ ଆରମ୍ଭ ହେବାକୁ ଯାଉଛି ମୋହନ ଯୁଗ । ୨୪ ବର୍ଷ ଧରି ଓଡିଶାରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ଆଗରେ ଆଜିଠୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସଂଜ୍ଞା ଲାଗିବ । ଏହାରି ଭିତରେ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ…

ନବୀନଙ୍କୁ ଭେଟିଲେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ମାଝି। ସେ ଆଜି ବିଧିବଦ୍ଧ ଭାବେ ଶପଥ ନେବେ। ଓଡ଼ିଶାରେ ମୋହନ ସରକାର କାର୍ଯ୍ୟକାରୀ ହେବା ଆଗରୁ ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ସହିତ ଆଜି ଶପଥ ପାଠ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ବରପୁତ୍ରଙ୍କୁ ମାଲ୍ୟାର୍ପଣ କଲେ ମୋହନ ମାଝୀ

ଭୁବନେଶ୍ୱର: ଗୋପବନ୍ଧୁ ଛକରେ ବରପୁତ୍ରଙ୍କୁ ମାଲ୍ୟାର୍ପଣ କଲେ ମୋହନ ମାଝୀ। ତାଙ୍କ ସହ କେଭି ସିଂହଦେଓ ଓ ପ୍ରଭାତି ପରିଡ଼ା ମଧ୍ୟ ମାଲ୍ୟାର୍ପଣ କରିଛନ୍ତି। ଆଜିଠାରୁ ଓଡ଼ିଶାରେ ବିଜେପି ସରକାର ଆରମ୍ଭ ହେବାକୁ ଯାଉଛି। ମୋହନ ମାଝି ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର…

ସଂକଳ୍ପ ପତ୍ର ଆଧାରରେ ଗରିବଙ୍କର ସବୁ ଦାବି ପୂରଣ କରାଯିବ: ମୋହନ

ଭୁବନେଶ୍ୱର: ଭାବୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଗୁରୁତ୍ବପୂର୍ଣ୍ଣ ସୂଚନା। ସଂକଳ୍ପ ପତ୍ର ଆଧାରରେ ଗରିବଙ୍କର ସବୁ ଦାବି ପୂରଣ କରାଯିବ ବୋଲି କହିଛନ୍ତି ମୋହନ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କୁ ବିଧାୟକ ଦଳ ପକ୍ଷରୁ ଚୟନ କରାଯିବା ପରେ ସେ ଗଣମାଧ୍ୟମକୁ ସୂଚନା…

ଆଜି ଶପଥ ନେବେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ, ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ମୋଦୀ

ଭୁବନେଶ୍ଵର: ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ । ଭୁବନେଶ୍ବର ଜନତା ମଇଦାନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଟିତ ହେବ । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଭି ସିଂହଦେଓ ଓ ପ୍ରଭାତି ପରିଡ଼ା । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଶପତ ସମାରୋହରେ ସାମିଲ ହେବେ…

ଲୋକସଭାର ବାଚସ୍ପତି ଆସନ ଉପରେ ନଜର, ଟିଡିପି ୧୯୯୯ରେ କ’ଣ କରିଥିଲା?

ନୂଆଦିଲ୍ଲୀ: କୁହାଯାଏ ଯେ 'ଯାହାର ବାଚସ୍ପତି, ତାର ସରକାର'। ମୋଦି ୩.୦ ମନ୍ତ୍ରିମଣ୍ଡଳ କ୍ଷମତାକୁ ଆସିବା ପରେ କେଉଁ ଦଳକୁ ଲୋକସଭା ବାଚସ୍ପତି ପଦ ମିଳିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ବାଚସ୍ପତିଙ୍କ ନିଷ୍ପତ୍ତି ଯୋଗୁଁ ୧୯୯୯ରେ ବାଜପେୟୀ ସରକାର ଭୁଶୁଡ଼ି ପଡ଼ିଥିଲା। ତେଣୁ ଏହି…

ମୁଖ୍ୟମନ୍ତ୍ରୀ ଆସନ: କାହିଁକି ମୋହନ ମାଝୀଙ୍କ ଉପରେ ଭରସା କଲା ବିଜେପି?

ଭୁବନେଶ୍ୱର: ଅନ୍ୟ ବିଜେପି ଶାସିତ ରାଜ୍ୟ ଭଳି ଓଡ଼ିଶାରେ ଚର୍ଚ୍ଚାରେ ନଥିବା ନେତା ତଥା ବିଧାୟକ ମୋହନ ମାଝୀଙ୍କୁ ପ୍ରଥମ ସରକାରର ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରି ବିଜେପି ଆଉ ଏକ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ୧୪୭ଟି ବିଧାନସଭା ଆସନରୁ ୭୮ଟି ଆସନ ହାତେଇବା ପରେ ବିଜେପି କାହାକୁ…

ଓଡିଶାର ୨ ନୂଆ ଉପମୁଖ୍ୟମନ୍ତ୍ରୀ: ଜାଣନ୍ତୁ ସେମାନଙ୍କ ବିଷୟରେ…

ଭୁବନେଶ୍ଵର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଓଡିଶାକୁ ମିଳିଛି ନୂଆ ମୁଖିଆ । ଓଡ଼ିଆ ଅସ୍ମିତାର ବିଜୟ ଓ ବିକଶିତ ଓଡ଼ିଶାର ଦୃଢ ସଂକଳ୍ପ ପାଇଁ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ମାନନୀୟ ଶ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀ ଭାବେ  ପାଟଣାଗଡ଼ ବିଧାୟକ କେଭି ସିଂହଦେଓ…

ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କଲେ ମୋହନ ମାଝୀ

ଭୁବନେଶ୍ୱର: ୨୪ ବର୍ଷ ପରେ ଓଡିଶାକୁ ବିଜେପି ଦେଲା ନୂଆ ମୁଖ୍ୟମନ୍ତ୍ରୀ । ମୋହନ ମାଝୀଙ୍କୁ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କଲା ବିଜେପି । ଆସନ୍ତାକାଲି ଶପଥ ଗ୍ରହଣ ପରେ ଓଡିଶା ଶାସନଭାର ସମ୍ଭାଳିବେ ମୋହନ ମାଝୀ। ଏବେଠୁ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ମାଝୀ।…

ସରପଞ୍ଚରୁ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ ମୋହନ ମାଝୀଙ୍କ ରାଜନୈତିକ ଯାତ୍ରା

ଭୁବନେଶ୍ଵର: ଦୀର୍ଘ ୨୪ ବର୍ଷ ପରେ ଓଡିଶାକୁ ମିଳିଛି ନୂତନ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବିଜେଡିର ଗଡ ଭାଙ୍ଗି ନୂତନ ସରକାର ଗଠନ କରିବାକୁ ଯାଉଥିବା ବିଜେପି ମୋହନ ଚରଣ ମାଝୀଙ୍କୁ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିଛି । ୟୁପି-ମଧ୍ୟପ୍ରଦେଶ-ଛତିଶଗଡ ଭଳି ଓଡିଶାରେ ମଧ୍ୟ ବିଜେପି…