Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ପାକିସ୍ତାନ ପାଖରେ ଯଦି ପରମାଣୁ ବୋମା ଅଛି, ତେବେ ଆମ ପାଖରେ ନରେନ୍ଦ୍ର ମୋଦି ଅଛନ୍ତି’

ଲକ୍ଷ୍ନୌ: ପାକିସ୍ତାନ ପାଖରେ ଯଦି ପରମାଣୁ ବୋମା ଅଛି ତେବେ ଆମ ପାଖରେ ନରେନ୍ଦ୍ର ମୋଦି ଅଛନ୍ତି । ଏପରି କହି କଂଗ୍ରେସ ନେତା ମଣି ଶଙ୍କର ଆୟରଙ୍କ ଉପରେ ବର୍ଷିଛନ୍ତି ଭାରତୀୟ ଜନତା ଯୁବ ମୋର୍ଚ୍ଚା ସାଂସଦ ତେଜସ୍ୱୀ ସୂର୍ଯ୍ୟା । ଲୋକସଭା ନିର୍ବାଚନର ପ୍ରଚାର ପାଇଁ ଉତ୍ତରପ୍ରଦେଶରେ…

ମେ ୧୩ ରେ ଓଡିଶାରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ, ମତଦାନ କରିବେ ୬୨ ଲକ୍ଷରୁ ଅଧିକ ଭୋଟର

ଭୁବନେଶ୍ଵର: ଦେଶରେ ଚତୁର୍ଥ ଏବଂ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରିବ ପ୍ରଚାର । ମେ’ ୧୩ରେ ଓଡିଶାର ଚାରୋଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ। । ସେଥିପାଇଁ ଆଜିଠୁ ଡିସପୋସାଲ ପ୍ରକ୍ରିୟା ଆରମ୍ଭ ହୋଇଛି । ମୋଟ ୬୨ ଲକ୍ଷ ୮୭ ହଜାର…

ଅବସର ନେବେ ମୋଦୀ, ବିଦା ହେବେ ଯୋଗୀ, ପ୍ରଧାନମନ୍ତ୍ରୀ ହେବେ ଅମିତ ଶାହା: ଜେଲରୁ ବାହାରି ଭବିଷ୍ୟବାଣୀ କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ୫୦ ଦିନ ପରେ ତିହାର ଜେଲରୁ ବାହାରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ଜାମିନ ପରେ ବାହାରକୁ ଆସିଛନ୍ତି କେଜ୍ରିୱାଲ। ଜୁନ୍ ୧ ତାରିଖ ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ସର୍ଭମୂଳକ ଜାମିନ୍ ପ୍ରଦାନ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।…

‘ଓଡ଼ିଶାରେ ସରକାର ପୂରା ଆଉଟ ସୋର୍ସ ହୋଇଯାଇଛି, ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ସୁପର ସିଏମ୍‌ ହୋଇଗଲେଣି’

ବରଗଡ଼: କନ୍ଧମାଳ ଓ ବଲାଙ୍ଗୀର ପରେ ଏବେ ବରଗଡ଼ରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ସେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି । ଉକ୍ତ ସଭାରୁ ସିଧାସଳଖ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡିଶାରୁ ଗରିବୀ…

ବିଜେଡିରେ ଯୋଗଦେଲେ ଅଭିନେତା ରୁଦ୍ର ଶ୍ୟାମ ପାଣିଗ୍ରାହୀ

ଭୁବନେଶ୍ବର: ବିଜେଡିରେ ଯୋଗଦେଲେ ଇଞ୍ଜିନିୟର ତଥା ଅଭିନେତା ରୁଦ୍ର ଶ୍ୟାମ ପାଣିଗ୍ରାହୀ । ଆଜି ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି ରୁଦ୍ର । ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ…

ବିଜେପିରୁ ବିତାଡିତ ହେଲେ ୭ ନେତା

ଭୁବନେଶ୍ବର: ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେପିରୁ ବିଦାହେଲେ ୭ ଜଣ ନେତା । ଏନେଇ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ବହିଷ୍କାର କରାଯାଇଥିବା କୁହାଯାଇଛି । ତେବେ ଖୋର୍ଦ୍ଧାର କାଳୁ ଖଣ୍ଡାୟତରାୟଙ୍କୁ ଦଳ…

୧୫ ସେକେଣ୍ଡ ବିବାଦ: ନବନୀତ ରାଣା କହିଲେ, ମୁଁ ହାଇଦ୍ରାବାଦ ଆସୁଛି..

ହାଇଦ୍ରାବାଦ: ସାରା ଦେଶରେ ଏବେ ଗଣତନ୍ତ୍ରର ମହାପର୍ବ ଚାଲିଛି । ଏହା ମଧ୍ୟରେ ରାଜନୈତିକ ଦଳର ପରସ୍ପର ବିରୋଧରେ ବୟାନବାଜି ମତଦାତାଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି । ବିଜେପିର ନବନୀତ ରବି ରାଣା ୧୫ ସେକେଣ୍ଡ ବୟାନବାଜି ନେଇ ଆଜି ଏଆଇଏମଆଇଏମକେ ଅଧ୍ୟକ୍ଷ ଅସବୁଦ୍ଦିନ ଓୱେସୀଙ୍କୁ ଚ୍ୟାଲେଞ୍ଜ…

ବିଜେଡ଼ିର ବଡ଼ ଘୋଷଣା: ଜୁନ ୯ରୁ ଓଡ଼ିଶାକୁ ମିଳିବ ମାଗଣା ବିଜୁଳି

ଭୁବନେଶ୍ୱର: ଦିନକ ପରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଓ ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ହେବ। ଏଥିପାଇଁ ଜୋରସୋର ଚାଲିଛି ପ୍ରଚାର। ଓଡ଼ିଶାରେ ରାଜନୀତି ମାହୋଲ ସରଗରମ ହେବାରେ ଲାଗିଛି । ଭୋଟରଙ୍କ ମନ ଜିତିବା ପାଇଁ ଶାସକ ଦଳ ସହ ବିରୋଧୀ ମଧ୍ୟ ପ୍ରାଣପଣେ ଚେଷ୍ଟା…

ସାଧାରଣ ନିର୍ବାଚନ ଲାଗି ଆଜି ସରିବ ପ୍ରଚାର: ଦିନକ ପରେ ଦେଶରେ ୪ର୍ଥ, ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର। ଦିନକ ପରେ ସପ୍ତମ ପର୍ଯ୍ୟାୟ ବିଶିଷ୍ଟ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ। ଆସନ୍ତା ୧୩ ତାରିଖ ସୋମବାର ଦେଶରେ ଚତୁର୍ଥ ପର୍ଯ୍ୟାୟ ଏବଂ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ପାଇଁ ହେବ ମତଦାନ। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ…

ଛତିଶଗଡ଼ ଏନକାଉଣ୍ଟର: ୧୨ ନକ୍ସଲ ନିହତ, ସର୍ଚ୍ଚ ଅପରେସନ ଜାରି

ରାୟପୁର: ଛତିଶଗଡ ବିଜାପୁରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା । ଯବାନଙ୍କ ଗୁଳିରେ ୧୨ ଜଣ ନକ୍ସଲ ନିହତ ହୋଇଥିବାବେଳେ, ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ପ୍ରଥମେ ୮ ଜଣ ନକ୍ସଲ ନିହତ ହୋଇଥିବା ଖବର ମିଳିଥିଲା। ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ କହିଛନ୍ତି ଯେ…