Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦେଖାଦେବନି ବିଜୁଳି ସଙ୍କଟ: ଟିପିଏସ୍ଓଡିଏଲର ପ୍ରସ୍ତୁତି

ବ୍ରହ୍ମପୁର: ମାଡ଼ି ଆସୁଛି ଖରା । ଏଥିରୁ ତ୍ରାହି ପାଇବାକୁ ଟିପିଏସ୍ଓଡିଏଲ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଯେପରି ଉପଭୋକ୍ତା ବିଦ୍ୟୁତ ସଂକଟ ଦେଇ ଗତିକରିବେନି ଏବଂ ନିରବଚ୍ଛିନ୍ନ ତଥା ଭରସାଯୋଗ୍ୟ ବିଜୁଳି ସେବା ଯୋଗାଇଦେବା ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଟିପିଏସ୍ଓଡିଏଲ୍, ଟାଟା…

ପୁରୀରେ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ସହ କ୍ରୀଡ଼ା ଛାତ୍ରାବାସକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀରେ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ସହ କ୍ରୀଡ଼ା ଛାତ୍ରାବାସକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ପରିସରରେ ଏକ ସ୍ବତନ୍ତ୍ର ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ଏହି…

ଥମୁନି ଏନଏସି ଦାବି ନିଆଁ; ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ

ସମ୍ବଲପୁର/ବାଲେଶ୍ବର: ଏନଏସି ଘୋଷଣା ଦାବିରେ ତେଜୁଛି ପ୍ରତିବାଦ । ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି । ଏହି କ୍ରମରେ ସମ୍ବଲପୁର ଜିଲ୍ଲାର ବାମରା ଓ ବାଲେଶ୍ବରର ଖଇରାରେ ବନ୍ଦ ପାଳନ କରାଯାଇଛି । ରାଜ୍ୟ ସରକାର ୩୫ ଗୋଟି ଏନଏସି ଘୋଷଣା କରିଥିବାବେଳେ ଏଥିରୁ…

ଦେଶର ନୂଆ ଲୋକପାଳ ହେଲେ ଜଷ୍ଟିସ୍‌ ଏ.ଏମ୍‍ ଖାନୱିଲକର

ନୂଆଦିଲ୍ଲୀ: ଦେଶର ନୂଆ ଲୋକପାଳ ଭାବେ ନିଯୁକ୍ତି ପାଇଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ.ଏମ୍‍ ଖାନୱିଲକର । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି । ଜଷ୍ଟିସ ପିନାକୀ ଚନ୍ଦ୍ର ବୋଷ ଲୋକପାଳ ଦାୟିତ୍ୱରୁ ଅବସର ନେବା ପରେ ୨୦୨୨ ମସିହାରୁ ପ୍ରାୟ ଦୁଇବର୍ଷ ହେଲା ଏହି ପଦବୀ…

ଭୁବନେଶ୍ୱରରେ ବିଲ୍ ଗେଟସ୍‌; ମା’ ମଙ୍ଗଳା ବସ୍ତି ବୁଲିଲେ, ସ୍ଥାନୀୟଲୋକଙ୍କ ହାଲଚାଲ ପଚାରି ବୁଝିଲେ

ଭୁବନେଶ୍ବର: ଭୁବନେଶ୍ବରରେ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟସ । ଗତକାଲି ରାତିରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାଗତ କରାଯାଇଥିଲା । କୃଷି ଓଡିଶା ପରିଦର୍ଶନ କରିବା ସହ ଏକାଧିକ କାର୍ଯ୍ୟକ୍ରମ ରହିଥିବାବେଳେ, ଆଜି ସକାଳୁ…

ରାଜ୍ୟସଭା ନିର୍ବାଚନ: ୟୁପି, ହିମାଚଳରେ ବାଜି ମାରିଲା ବିଜେପି, କର୍ଣ୍ଣାଟକରେ କଂଗ୍ରେସ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶର ୧୫ଟି ରାଜ୍ୟସଭା ଆସନ ପାଇଁ ମଙ୍ଗଳବାର ହୋଇଥିବା ନିର୍ବାଚନରେ ଜୋରଦାର ରାଜନୈତିକ ନାଟକ ଦେଖିବାକୁ ମିଳିଛି। କର୍ଣ୍ଣାଟକର ୪ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଗଣତି ଶେଷ ହେବା ପରେ କଂଗ୍ରେସ ୩ଟି ଆସନରେ ବିଜୟୀ ହୋଇଥିବା ବେଳେ ଅଜୟ…

ମାଟ୍ରିକ ପରୀକ୍ଷା: କପି କରିବାରେ ସହଯୋଗ କରି ଶିକ୍ଷୟତ୍ରୀ ନିଲମ୍ବିତ

କଟକ: ମାଟ୍ରିକ୍ ପରୀକ୍ଷାରେ କର୍ତ୍ତବ୍ୟରେ ଅବହେଳା ଓ କପି ରୋକିବାରେ ବିଫଳ ହୋଇଥିବା ଅଭିଯୋଗରେ ଜଣେ ସ୍କୁଲ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରାଯାଇଛି। କଟକ ଜିଲ୍ଲା ନରସିଂହପୁର ସ୍ଥିତ ଅନନ୍ତ ନାରାୟଣ ହାଇସ୍କୁଲରେ ନିୟୋଜିତ ଥିବା ଏହି ଶିକ୍ଷୟତ୍ରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ…

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ପିଆଇଏଲ ଦାଖଲ, ବଢ଼ିଲା ବିଜେଡି ବିଧାୟକ ସମୀର ଦାଶଙ୍କ ଅଡୁଆ

କଟକ: ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜୁ ଜନତା ଦଳ ବିଧାୟକ ସମୀର ରଞ୍ଜନ ଦାଶଙ୍କ ବିରୋଧରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିବାରୁ ସେ ଆଇନଗତ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି। ଧର୍ମେନ୍ଦ୍ର ସାହୁଙ୍କ ବିବାଦୀୟ ମୃତ୍ୟୁ ମାମଲା ସହ ଏହି ଜନସ୍ୱାର୍ଥ ମାମଲା ଜଡ଼ିତ।…

ବାରବାଟୀ ଷ୍ଟାଡିୟମକୁ ବିଶ୍ୱସ୍ତରୀୟ ମାନ୍ୟତା ଦେବାକୁ ଲକ୍ଷ୍ୟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବାରବାଟୀ ଷ୍ଟାଡିୟମର ମରାମତି କାର୍ଯ୍ୟ ପାଇଁ ଶିଳାନ୍ୟାସ କରିଛନ୍ତି। ମଙ୍ଗଳବାର ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଏହାର ଶିଳାନ୍ୟାସ କରାଯାଇଛି। ଏହାବ୍ୟତୀତ ନବୀନ ପଟ୍ଟନାୟକ ରାଜ୍ୟର ୩୦ଟି ଜିଲ୍ଲାରେ ୪୧ଟି କ୍ରିକେଟ ଏକାଡେମୀର ଉଦଘାଟନ…