Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓରାଙ୍ଗଉଟାନକୁ ଜ୍ୱର, ଆଲର୍ଟରେ ରହିଛି ଡାକ୍ତରୀ ଟିମ୍

ଭୁବନେଶ୍ୱର: ନିକଟରେ ଉଦ୍ଧାର ହୋଇଥିବା ପାଞ୍ଚ ଶିଶୁ ଓରାଙ୍ଗୁଟାନ୍ ମଧ୍ୟରୁ ଗୋଟିଏ ଜ୍ୱରରେ ପୀଡ଼ିତ ଅଛି। ଏନେଇ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଚିଡ଼ିଆଖାନା କର୍ତ୍ତୃପକ୍ଷ କହିଛନ୍ତି ଯେ ଏହି ପ୍ରାଣୀଟିର ଶରୀରର ତାପମାତ୍ରା ଉଚ୍ଚ ରହୁଛି।…

ବର୍ଷା ଦିନେ କାର୍ ଭିତରୁ ବାହାରୁଛି କି ଗନ୍ଧ? ପୁରୁଣା ଖବରକାଗଜର ଏହି ସହଜ ଟ୍ରିକ୍ ବଞ୍ଚାଇବ ହଜାର ହଜାର ଟଙ୍କା

ନୂଆଦିଲ୍ଲୀ: ବର୍ଷା ଦିନେ କିମ୍ବା ସାଧାରଣ ଦିନରେ ଓଦା ଜୋତା ଏବଂ ଛତା ନେଇ କାର୍ ଭିତରେ ବସିଲେ ଅନେକ ସମୟରେ କାର୍‌ର ତଳଭାଗ ଓଦା ହୋଇଯାଏ । ବର୍ଷା ପାଣି ବ୍ୟତୀତ ଅନେକ ସମୟରେ କାର୍‌ର ଏସି ପାଇପ୍ ଲିକ୍ ହେବା କାରଣରୁ କିମ୍ବା ପିଲାମାନେ ଭୁଲବଶତଃ ପାଣି ବୋତଲ ଢାଳିଦେଲେ ମଧ୍ୟ ସମାନ ସମସ୍ୟା…

ବ୍ୟକ୍ତିଗତ ଶତ୍ରୁତା ସାଧିବା ପାଇଁ ହାଇକୋର୍ଟରେ ପିଆଇଏଲ୍ ! ୫୦ ହଜାର ଜୋରିମାନା ସହ ଆବେଦନ ଖାରଜ କଲେ ବିଚାରପତି

କଟକ: ଜନସ୍ୱାର୍ଥ ମାମଲା ବା ପବ୍ଲିକ୍ ଇଣ୍ଟରେଷ୍ଟ୍ ଲିଟିଗେସନର ଅପବ୍ୟବହାର କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ଓଡ଼ିଶା ହାଇକୋର୍ଟ ଏକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବ୍ୟକ୍ତିଗତ ଶତ୍ରୁତା ମେଣ୍ଟାଇବା ଉଦ୍ଦେଶ୍ୟରେ ହାଇକୋର୍ଟରେ ଏକ ମିଥ୍ୟା ଜନସ୍ୱାର୍ଥ ମାମଲା ରୁଜୁ କରିଥିବା ଜଣେ…

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ହେୟାର ଷ୍ଟାଇଲ ଓ ମେକ ଅପ୍ ବାବଦରେ ଖର୍ଚ୍ଚ ହେଲା ୪.୪୯ କୋଟି ଟଙ୍କା

ଇସ୍ରାଏଲ : ୨୦୧୯ଠାରୁ ୨୦୨୬ ଅଗଷ୍ଟ ମଧ୍ୟରେ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀମାନଙ୍କ ହେୟାର ଷ୍ଟାଇଲିଂ, ମେକଅପ୍‌ ଏବଂ ଆନୁଷଙ୍ଗିକ ସରକାରୀ ପ୍ରତିନିଧିତ୍ୱ ବାବଦରେ ୪.୪୯ କୋଟି ଟଙ୍କା (ପ୍ରାୟ ୪ଲକ୍ଷ ୭୦,୦୦୦ ଆମେରିକୀୟ ଡଲାର) ଖର୍ଚ୍ଚ ହୋଇଥିବା ଏକ ସରକାରୀ ରିପୋର୍ଟରୁ ସାମ୍ନାକୁ ଆସିଛି।…

ପୁଣି ହର୍ମୁଜରେ ଆକ୍ରମଣ; ଅଶୋଧିତ ତୈଳ ମୂଲ୍ୟ ୩% ବୃଦ୍ଧି

ତେହେରାନ: ହର୍ମୁଜ ପ୍ରଣାଳୀ ଏବଂ ଉପସାଗରୀୟ ଅଞ୍ଚଳରେ ବାଣିଜ୍ୟିକ ଜାହାଜ ଉପରେ ନିକଟରେ ହୋଇଥିବା ଆକ୍ରମଣ ବିଶ୍ୱ ଯୋଗାଣ ସଙ୍କଟକୁ ଆହୁରି ବଢ଼ାଇଛି। ସୋମବାର ଦିନ ଅଶୋଧିତ ତୈଳ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୩% ବୃଦ୍ଧି ପାଇ $୧୦୭.୭୪…

ଅହଙ୍କାର ଛାଡ଼ି କ୍ଷମା ମାଗିବାର ମହତ୍ତ୍ୱ: ଆଜିର ଯୁଗରେ ପ୍ରାସଙ୍ଗିକ ଗଣେଶ-ଚନ୍ଦ୍ରଙ୍କ ଏହି ପୌରାଣିକ କଥା

ଭୁବନେଶ୍ୱର: ହିନ୍ଦୁ ପର୍ବପର୍ବାଣିରେ ଗଣେଶ ଚତୁର୍ଥୀର ଏକ ସ୍ୱତନ୍ତ୍ର ଏବଂ ପବିତ୍ର ସ୍ଥାନ ରହିଛି। ଏହି ଦିନ ଅର୍ଥାତ୍ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଚନ୍ଦ୍ର ଦର୍ଶନ କରିବାକୁ ଶାସ୍ତ୍ରରେ ବାରଣ କରାଯାଇଛି । ଲୋକବିଶ୍ୱାସ ରହିଛି ଯେ ଏହି ଦିନ ଚନ୍ଦ୍ରଙ୍କୁ ଦେଖିଲେ 'ମିଥ୍ୟା ଦୋଷ'…

ବାଲେଶ୍ୱର ଚାନ୍ଦିପୁରର ବିକଳ୍ପ ସାଜିବ ଜୁନପୁଟ: ପ୍ରତିରକ୍ଷା ମନ୍ତ୍ରଣାଳୟର ନୂଆ ପ୍ରକଳ୍ପକୁ ମିଳିଲା ଗ୍ରୀନ ସିଗ୍ନାଲ

ବାଲେଶ୍ୱର: ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟି ଉପରେ ଦିନକୁ ଦିନ ଚାପ ବଢ଼ିବାରେ ଲାଗିଛି । ଏହି କାର୍ଯ୍ୟଭାରକୁ କମାଇବା ପାଇଁ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ତଥା ପଶ୍ଚିମବଙ୍ଗର ପୂର୍ବ…

ପଶ୍ଚିମରୁ ଉପକୂଳ, ସବୁଠି ବର୍ଷା ଆଲର୍ଟ: ଗଣେଶ ପୂଜା ଓ ନୂଆଖାଇ ଉପରେ ଲଘୁଚାପ ବର୍ଷାର କଳାବାଦଲ

ଭୁବନେଶ୍ୱର: ଓଡ଼ିଶାରେ ଏବେ ଉତ୍ସବର ମାହୋଲ । ଗୋଟିଏ ପଟେ ବିଘ୍ନରାଜ ଶ୍ରୀଗଣେଶଙ୍କ ଆରାଧନା ପାଇଁ ପୂଜା ମଣ୍ଡପଗୁଡ଼ିକ ଉତ୍ସବମୁଖର ହୋଇଉଠିଥିବା ବେଳେ, ଅନ୍ୟପଟେ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ମହାପର୍ବ 'ନୂଆଖାଇ' ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମାତ୍ର ଏହି ଆନନ୍ଦ…

ଭାରତୀୟ କ୍ରିକେଟ ପାଇଁ ଗର୍ବର ମୁହୂର୍ତ୍ତ; ପ୍ରଶଂସା କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦୁବାଇରେ ଅନୁଷ୍ଠିତ ମହିଳା ଟି-୨୦ ଏସିଆ କପ୍ ୨୦୨୬ର ଫାଇନାଲ୍ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ଦମଦାର ବିଜୟ ହାସଲ କରିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଭାରତୀୟ ମହିଳା କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଏହି…

ପୁଣି ଭିଜିବ ଓଡ଼ିଶା, ୨୨ରୁ ଆସୁଛି ଆଉ ଏକ ଲଘୁଚାପ…

ଭୁବନେଶ୍ବର: ସେପ୍ଟେମ୍ବର ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାକୁ ଲାଗି ରହିଥିବା ଥାଇଲ୍ୟାଣ୍ଡ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ସେପ୍ଟେମ୍ବର ୨୨ ବେଳକୁ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)…