Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୨ଦିନରେ ଷ୍ଟେସନରୁ ଜବତ ହେଲାଣି ୧୭ କେଜି ଗଞ୍ଜେଇ; ଦୁଇ ଗିରଫ

ଭୁବନେଶ୍ବର:ବଲାଙ୍ଗୀରରେ ଦିନକୁ ଦିନ ବଢୁଛି ଗଞ୍ଜେଇ ବେପାର । ବଲାଙ୍ଗୀର ରେଳବାଇ ପୋଲିସ ଗତ ଦୁଇଦିନ ମଧ୍ୟରେ ୧୭ କେଜି ଗଞ୍ଜେଇ ଜବତ କରିଛି ଓ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବଲାଙ୍ଗୀର ରେଳବାଇ ପୋଲିସ ବୁଧବାର ସ୍ଥାନୀୟ ରେଳ ଷ୍ଟେସନରୁ ୧୨ କେଜି ଗଞ୍ଜେଇ ଜବତ କରିଥିଲା। ଏହି ଘଟଣାରେ ଜଣେ…

Sheikh Hasina approaches UN: ଢାକା ଫେରିବା ପୂର୍ବରୁ UNର ଦ୍ୱାରସ୍ଥ ହେଲେ ଶେଖ୍ ହସିନା;ଜାଣନ୍ତୁ କାରଣ…

ନୂଆଦିଲ୍ଲୀ:ବାଂଲାଦେଶକୁ ଫେରିବା ପୂର୍ବରୁ ଶେଖ୍ ହସିନା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସେ ନିଜ ଦଳ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ମିଳିତ ଜାତିସଂଘ (UN) ରେ ଏକ ଆବେଦନ ଦାଖଲ କରିଛନ୍ତି। ଦଳ ପକ୍ଷରୁ ଯୁକ୍ତି କରାଯାଇଛି ଯେ ବାଂଲାଦେଶର ନ୍ୟାୟିକ ବ୍ୟବସ୍ଥା…

PM Kisan Yojana:କାଲି ମିଳିବ ପିଏମ୍ କିଷାନ ଟଙ୍କା; ରାଜ୍ୟରେ ୩୫ ଲକ୍ଷ ଚାଷୀ ପାଇବେ ୭୦୦ କୋଟି

ଭୁବନେଶ୍ୱର:ପିଏମ୍ କିଷାନ(ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି)ଯୋଜନାର ୨୪ତମ କିସ୍ତି ଶୁକ୍ରବାର ପ୍ରଦାନ କରାଯିବ। ଓଡିଶାର ୩୫ ଲକ୍ଷରୁ ଅଧିକ ଚାଷୀ ଏଥିରେ ଉପକୃତ ହେବେ। ମୋଟ ୭୦୦ କୋଟିରୁ ଅଧିକ ଟଙ୍କା ଚାଷୀଙ୍କୁ ମିଳିବ। ଓଡ଼ିଶା ପାଇଁ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ…

ରାଜ୍ୟସଭା କ୍ରସ ଭୋଟିଂ ମାମଲା: ୫ ବିଜେଡି ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍

କଟକ: ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ୱିପ୍ ଅମାନ୍ୟ କରି କ୍ରସ୍ ଭୋଟିଂ କରିଥିବା ଅଭିଯୋଗ ମାମଲାରେ ଓଡ଼ିଶା ହାଇକୋର୍ଟ ୫ ଜଣ ବିଜେଡି ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି। ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଦ୍ୱାରା ଦାୟର କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ମାନ୍ୟବର ଜଷ୍ଟିସ…

ଓଡ଼ିଶାରେ ବର୍ଷକୁ ୬ରୁ ୮ ନିୟୁତ ଟନ୍‌ ରେଡ୍‌ ମଡ୍‌!

ଭୁବନେଶ୍ୱର(ଅଭିନୟ ଆଦିତ୍ୟ ନାୟକ ): ଓଡ଼ିଶାରେ ଆଲୁମିନା ରିଫାଇନେରୀରୁ ପ୍ରତିବର୍ଷ ୬ରୁ ୮ ନିୟୁତ ଟନ୍‌ ରେଡ୍‌ ମଡ୍‌ ଉତ୍ପାଦନ ହେଉଥିବା ତଥ୍ୟ ଏବେ ପରିବେଶ ସୁରକ୍ଷାକୁ ନେଇ ନୂଆ ପ୍ରଶ୍ନ ସୃଷ୍ଟି କରିଛି। ବକ୍ସାଇଟ୍‌ରୁ ଆଲୁମିନା ପ୍ରସ୍ତୁତ କରିବା ସମୟରେ ବାହାରୁଥିବା ଏହି ଲାଲ୍‌ ରଙ୍ଗର…

ଦିଲ୍ଲୀ-ବାରାଣସୀ ମଧ୍ୟରେ ଖୁବ୍‌ଶୀଘ୍ର ଚାଲିବ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ବାରାଣସୀ ମଧ୍ୟରେ ଖୁବ୍‌ଶୀଘ୍ର ଏକ ନୂତନ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ (Vande Bharat Sleeper Train) ଚଳାଚଳ ଆରମ୍ଭ ହେବାକୁ ଯାଉଛି। ଏହି ଟ୍ରେନ୍ ଯାତ୍ରୀମାନଙ୍କୁ ରାତିସାରା ଆରାମଦାୟକ ଯାତ୍ରା ସହିତ ଦ୍ରୁତ ଗତିରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାରେ ସାହାଯ୍ୟ…

କର୍ଣ୍ଣାଟକରେ ନଭେମ୍ବର ୧ରୁ ବଢିବ କ୍ଷୀର ଦର, ଲିଟର ପିଛା ହେବ ୮ ଟଙ୍କା

ବେଙ୍ଗାଳୁରୁ: ଗୁରୁବାର କର୍ଣ୍ଣାଟକ କ୍ୟାବିନେଟରେ ବଡ ନିଷ୍ପତ୍ତି । କ୍ଷୀର ମୂଲ୍ୟରେ ପ୍ରତି ଲିଟର ପିଛା ୮ଟଙ୍କା ଦର ବୃଦ୍ଧିକୁ ମିଳିଛି ଅନୁମୋଦନ । ଏହି ବର୍ଦ୍ଧିତ ଦର ନଭେମ୍ବର ୧ରୁ ଲାଗୁ ହେବ ବୋଲି ସୂଚନା ମିଲିଛି । ଏହି ବର୍ଦ୍ଧିତ ଦର ଲାଗୁ ହେଲେ ଚାଷୀଙ୍କ ହାତକୁ ସିଧାସଳଖ ଯିବ ୭ ଟଙ୍କା…

୯୦%ରୁ ଅଧିକ କମିଲା କ୍ୟାନସର ଔଷଧର ମୂଲ୍ୟ, ଜାଣନ୍ତୁ କ’ଣ କହିଲେ ବିଶେଷଜ୍ଞ …

ବ୍ୟୁରୋ: କମିଲା ବହୁମୂଲ୍ୟ କ୍ୟାନସର ମେଡିସିନର ଦାମ୍ । ପ୍ରାୟ ୯୦ପ୍ରତିଶତରୁ ଅଧିକ ହ୍ରାସ ପାଇଲା କର୍କଟ ଔଷଧର ମୂଲ୍ୟ । ଏହା ବେଶ ଖୁସି ଖବର ହୋଇଥିଲେ ବି ବିଶେଷଜ୍ଞ ଦେଇଛନ୍ତି ଭିନ୍ନ ମତ । ଗୋଟିଏ ଥର ଏହି ବହୁମୂଲ୍ୟ ମେଡିସିନର ଦାମ୍ କମାଇଲେ ଦାମରେ ବିଶେଷ କିଛି ପରିବର୍ତ୍ତନ ହେବନାହିଁ…

School Closed:ବନ୍ୟା ସ୍ଥିତି ପାଇଁ ଆସନ୍ତା ୩୧ ପର୍ଯ୍ୟନ୍ତ ଏହି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ବର:ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ଜିଲାରେ ଲଗାଣ ବର୍ଷା ସାଙ୍ଗକୁ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି । ତେବେ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ନଜରରେ ରଖି ଜିଲା ପ୍ରଶାସନ…

ସାଧାରଣ ଥଣ୍ଡା ଔଷଧ ଶରୀରରେ ବଢାଇପାରେ କରୋନା ଓ ଫ୍ଲୁ ଭୂତାଣୁ: ଅଧ୍ୟୟନ

ବ୍ୟୁରୋ: ସାମାନ୍ୟ ଥଣ୍ଡା ହେଲେ, ରକ୍ତ ପରୀକ୍ଷା ନକରି ଖାଉଛନ୍ତି କି ଥଣ୍ଡା ନିରୋଧୀ ଔଷଧ? ସାବଧାନ! ଏହା ଆପଣଙ୍କ ଶରୀରରେ କି ପ୍ରକାର ପ୍ରଭାବ ପକାଏ? ଏହି ଔଷଧ ଖାଇଲେ ଆମ ଶରୀରରେ କି ସୁବିଧା ଆଉ କି ଅସୁବିଧା ହେଉଛି, ଜାଣନ୍ତୁ । ଥଣ୍ଡା ହେଲେ ଔଷଧ ଖାଇନେଲେ ଥଣ୍ଡା ଭଲ ହେଉଥିବ ନିଶ୍ଚୟ ହେଲେ…